KARICHHI PAPA MU || କରିଛି ପାପ ମୁଁ || NEW ODIA CHRISTIAN PENITENTIAL SONG 2025 || AMAL SINGH ||
Загружено: 2025-12-07
Просмотров: 7694
Описание:
ଯନ୍ତ୍ରଣା ଶୁଣିଲେ ହୃଦୟ କାପିଯିବ | Odia Christian Studio Version Song | #Amal
KARICHHI PAPA MU || କରିଛି ପାପ ମୁଁ || NEW PENITENTIAL HYMN || AMAL SINGH 2025 || SRIKANT SINGH RITAN
*Sing and Praise the Lord!* ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପ୍ରିୟତମ ନାମରେ ଆନ୍ତରିକ ନମସ୍କାର। ଈଶ୍ୱରଙ୍କ ଗୌରବ, ମହିମା ଓ ଧନ୍ୟବାଦ ନିମନ୍ତେ ଏକ ହୃଦୟସ୍ପର୍ଶୀ ମଧୁର ଗୀତ ପ୍ରଥମ ଥର ପାଇଁ SS Official ଅର୍ଥାତ Srikant Singh Official YouTube Channel ରେ ଭେଟି ଦେଉଅଛୁ। ଅନେକ ଦିନର ଆଶା ଆଜି ଏଇ ଗୀତ ମାଧ୍ୟମରେ ସଦାପ୍ରଭୁ ସଫଳ କରିଅଛନ୍ତି ଏବଂ ଅନେକଙ୍କ ସହଯୋଗ ହେତୁ ଏହି ଗୀତ ଆଜି ଉତ୍ସର୍ଗ କରିବାକୁ ସୁଯୋଗ ପାଇପାରିଅଛୁ। ତେଣୁ ତାଙ୍କ ମହିମା, ଗୌରବ ଓ ଧନ୍ୟବାଦ ଯୁଗଯୁଗାନ୍ତରେ ହେଉ।
ପ୍ରଭୁ ଯୀଶୁ ଆମ ପାପ ନିମିତେ ପ୍ରଭୁ ଈଶ୍ଵ ପାଶେ ସଦୟେ କରନ୍ତି ନିବେଦନ । ଏଇ ଭକ୍ତିମୁଳକ ଗୀତ ତାଙ୍କ ଚରଣ ତଳେ ସମର୍ପିତ କରାଯାଇଅଛି ଏବଂ ଆଜି ନୂତନ ଭାବେ ମୁକ୍ତିଲାଭ ହୋଇଛି। ....ଉକ୍ତ ଗୀତ ଶୁଣନ୍ତୁ ଏବଂ Like, Share ଓ Comment କରନ୍ତୁ। ଆଶା ଓ ବିଶ୍ୱାସ ରହିଛି ଏଇ ନୂତନ ଗୀତଟିକୁ ଆପଣମାନେ ନିଶ୍ଚିତ ରୂପରେ ତାହାଙ୍କର ଗୌରବ ଓ ଆଧ୍ୟାତ୍ମିକ ଅନୁଗ୍ରହ ଉଧେଶ୍ୟରେ ଅଧିକରୁ ଅଧିକ ବ୍ୟବହାର କରିପାରିବେ।
ଆମ ସହ ଯୋଡ଼ି ହୋଇ ରହିବା ପାଇଁ ଓ ଆଗକୁ ଏହିପରି ନୂଆ ନୂଆ ଖ୍ରୀଷ୍ଟୀୟ ଭକ୍ତିଗୀତ ପାଇବା ପାଇଁ SS Official ଅର୍ଥାତ Srikant Singh Official YouTube Channel କୁ ବହୁଳ ଭାବରେ Subscribe 🔔କରିବା ସହ ଭୃଦୟରୁ ଭଲପାଇବା ଦେବେ।
👇👇FULL LYRICS 👇👇
କରିଛି ପାପ ମୁଁ , ତୁମ ବିରୁଦ୍ଧରେ
କ୍ଷମାକର ପ୍ରଭୁ କ୍ଷମାକର............2
ଫେରିଅଛି ପ୍ରଭୁ ତୁମ ଶ୍ରୀ ଚରଣେ -------2
କ୍ଷମାକର କ୍ଷମାକର
( ୧)
କାୟ ମୋନ ବାକ୍ୟ, କର୍ତ୍ତବ୍ୟ ହେଳାରେ
କରିଛି ପାପ ବାରମ୍ୱାର......
ସମସ୍ତେ ସମୁଖେ କରେ ମୁଁ ସ୍ବୀକାର -{୨}
ମୋର ଦୋଷ ଗୁରୁ ଦୋଷ......
କ୍ଷମାର ସାଗର ପ୍ରେମର ନିର୍ଝର
କ୍ଷମାକର ମୋତେ ପ୍ରଭୁ
କ୍ଷମାକର....... ( କରିଛି ପାପ ମୁଁ....... )
(୨)
କୁମାରୀ ମାରୀୟା, ଭ୍ରାତା ଭଗ୍ନି ମୋର
ସାଧୁ ସାଧ୍ଵୀ ଦୂତଗଣ ......
ମୋ ପାପ ନିମିତ୍ତେ ପ୍ରଭୁ ଈଶ୍ଵ ପାଶେ -{୨}
ସଦୟେ କର ନିବେଦନ.....
କ୍ଷମାର ସାଗର ପ୍ରେମର ନିର୍ଝର
କ୍ଷମାକର କ୍ଷମାକର....... ( କରିଛି ପାପ ମୁଁ....... )
Song Credits:
*Song Name - Karichi Papa Mun..
🎵 Singer: Amal Singh
🎵 Lyrics & Music: Srikant Singh
🎵 Studio Version | 4K HD | Emotional Gospel Song
*Music Composition : Srikant & Siman
*Music Arrangement - Siman Dalapati
*Mixing & Mastering By : Shakti Srikant @flyoncineprops
*Recording Studio-@flyoncineprops FlyOn Cineprops , Berhampur (9337223348)
*Producer - Anal Singh
*Special thanks to
•Nitin Baliar Singh ( Bulu )
•Litu Baliar Singh
•Sanu Bastaray
*Banner - Srikant Singh Official ( SS Official )
*Whatsapp - ( 8763916044 )
Video Credit :
Cinematography - SHAKTI SRIKANT
EDIT & POSTER - SRIKANT BALIAR SINGH
🙏 Odia Christian Devotional Studio Version Song 🙏
“କାହିଁକି ପାପ କରୁ” is a heart-touching gospel song that
---
✝ Bible Inspiration
“He was wounded for our transgressions; by His stripes we are healed.”
“Father, forgive them…”
---
🔔 SUPPORT THE CHANNEL
👉 Like | Share | Comment | Subscribe
👉 Share this song with 5 people and help spread the Gospel
---
📌 Follow Us on Social Media
Instagram : https://www.instagram.com/swagritan_0...
Facebook : / 1an95pktwv
Youtube : / @srikantsinghofficial-d2x
---------
#odiachristiansong #odiasong #christianodia #studioversion #jesuschrist
#devotionalsong #odiagospel #odiaworship #newodiasong #jesuslovesyou
ବିଦ୍ର: ଦୟାକରି ଗୀତର ଅଡିଓ କି ଭିଡିଓ ରି-ଅପଲୋଡ଼୍ କରନ୍ତୁ ନାହିଁ, ଆମେ କପି ରାଇଟ୍ କ୍ଲେଇମ୍ ବା କପି ରାଇଟ୍ ଷ୍ଟ୍ରାଈକ୍ ଦେବାକୁ ବାଧ୍ୟ ହେବୁ । ଖ୍ରୀଷ୍ଟ ସନ୍ତାନ ହୋଇଥିବା ହେତୁ ଆମେ ଶୃଙ୍ଖଳା ରକ୍ଷା କରିବା ଆବଶ୍ୟକ ଅଟେ । ଧନ୍ୟବାଦ
!! ***************************** !!କାହିଁକି ପାପ କରୁ — ଯୀଶୁଙ୍କ
Повторяем попытку...
Доступные форматы для скачивания:
Скачать видео
-
Информация по загрузке: