MADI ASUCHI | ମାଡ଼ି ଆସୁଛି | HUMANE SAGAR NEW ODIA CHRISTIAN SONG | AMIT BADANAYAK | STUDIO VERSION
Автор: Amit Badanayak
Загружено: 2023-08-05
Просмотров: 1796456
Описание:
MADI ASUCHI || ମାଡ଼ି ଆସୁଛି || FULL SONG | HUMANE SAGAR NEW ODIA CHRISTIAN SONG | AMIT BADANAYAK | STUDIO VERSION
AB Music Presents A New Kind Of Christian Devotional Song.Which Is Sung By Humane Sagar. Lyrics Penned And Music Composed By Amit Badanayak.Music Arranged By Bapi Samal.Must Watch This Beautiful Song And Like Share Comment And Subscribe.
Full Lyrics
ମାଡ଼ି ଆସୁଛି ଭୟଙ୍କର ଦିନ..(୨ଥର)
ହେ ପୃଥିବୀ ନିବାସୀ ହୁଅ ସାବଧାନ..(୨ଥର)
ଉଜାଡ଼ର ଦିନ ସଙ୍କଟର ଦିନ
ଅନ୍ଧକାର ଦିନ ମହା କ୍ରୋଧ ଦିନ..
ଘନେଇ ଆସୁଛି ପ୍ରଳୟ ସମ...
ହେ ପୃଥିବୀ ନିବାସୀ ହୁଅ ସାବଧାନ..(୨ଥର)..=୦=
ସର୍ବନାଶ ଧରି ତିମିରତା ଘେରି
ପ୍ରଭୁଙ୍କ କୋପ ଆସିବ
ପୃଥିବୀରେ ଯାହା କେବେ ଘଟି ନାହିଁ
ଏମିତି କ୍ରୋଧ ଘଟିବ...
ପ୍ରଭୁଙ୍କର ଦିନ ଭୟାନକ ହେବ
କିଏ ବା ସହ୍ୟ କରିବ
ତାହାଙ୍କ କ୍ରୋଧରେ ତାଙ୍କ ସମ୍ମୁଖରେ
କିଏ ଆଉ ଠିଆ ହେବ...
ତାରାଗଣ ମଧ୍ୟେ ବସା କଲେ ଯାଇ
ଅଣାଯିବ ବନ୍ଧୁ ତଳକୁ ଓହ୍ଲାଇ..(୨ଥର)
ଲୁଚିବାକୁ ଆଉ ନ ଥିବ ସ୍ଥାନ
ହେ ପୃଥିବୀ ନିବାସୀ ହୁଅ ସାବଧାନ..(୨ଥର)..=୧=
ସେ ମହା କ୍ରୋଧରେ ପୃଥିବୀ କମ୍ପିବ
ଆକାଶଟା ଥରିଯିବ
ସୂର୍ଯ୍ୟ ଆଉ ଚନ୍ଦ୍ର ଦୀପ୍ତି ଦେବ ନାହିଁ
ଅନ୍ଧକାର ମୟ ହେବ..
ସମୁଦାୟ ଦେଶ ଅନ୍ତର୍ଜ୍ୱାଳା ରୂପ
ଅଗ୍ନିରେ ଗ୍ରାସିତ ହେବ
ମଣିଷର ମାଂସ ମଳ ପରି ହେବ
ରକ୍ତ ଧୂଳି ପରି ହେବ...
ଭୀଷଣ ସମୟ ଉପସ୍ଥିତ ହେବ
ମନୁଷ୍ୟ ଉପରେ ଦୁଃଖ ହିଁ ଘଟିବ..
ସଭିଏଁ ନିଃଶେଷ ହେବେ ସେ ଦିନ
ହେ ପୃଥିବୀ ନିବାସୀ ହୁଅ ସାବଧାନ..(୩ଥର)..
ଯୀଶୁ ପାଶେ ସର୍ବେ ନିଅ ଶରଣ.....=୨=
Praise The Lord...ପ୍ରଭୁ ଯୀଶୁଙ୍କର ମହତ୍ ନାମ ଧନ୍ୟ ହେଉ.. AB MUSIC ତରଫରୁ ସମସ୍ତଙ୍କୁ ଖ୍ରୀଷ୍ଟ ପ୍ରେମରେ ନମସ୍କାର। ପବିତ୍ର ବାଇବଲ ପ୍ରକାଶ କରେ ସଦାପ୍ରଭୁଙ୍କ ମହା କ୍ରୋଧର ଦିନ ଅତି ନିକଟବର୍ତ୍ତୀ ତାହା ଅତି ଶୀଘ୍ର ଆସୁଅଛି,ସେହି ଦିନ କ୍ରୋଧର ଦିନ,ସଙ୍କଟ ଓ କ୍ଳେଶର ଦିନ,ଉଜାଡ଼ ଓ ସର୍ବନାଶର ଦିନ, ଅନ୍ଧକାର ଓ ଘୋର ତିମିରର ଦିନ ମେଘ ଓ ନିବିଡ଼ ଅନ୍ଧକାରର ଦିନ, ତୂରୀ ଧ୍ୱନି ଓ ଭୟାନକ ନାଦର ଦିନ । (ସିଫନୀୟ ୧ - ୧୪,୧୫,୧୬)
ଦେଖ, ଦେଶ ଧ୍ୱଂସ କରିବାକୁ ଓ ତହିଁ ମଧ୍ୟରୁ ପାପୀମାନଙ୍କୁ ବିନାଶ କରିବାକୁ ସଦାପ୍ରଭୁଙ୍କର ଦିନ ଭୟଙ୍କର; କ୍ରୋଧ ଓ ପ୍ରଚଣ୍ଡ କ୍ରୋଧ ସଂଯୁକ୍ତ ହୋଇ ଆସୁଅଛି। କାରଣ ଆକାଶମଣ୍ଡଳର ତାରାଗଣ ଓ ତହିଁର ନକ୍ଷତ୍ରଗଣ ଦୀପ୍ତି ଦେବେ ନାହିଁ; ସୂର୍ଯ୍ୟ ଆପଣା ଉଦୟ ସମୟରେ ଅନ୍ଧାରଗ୍ରସ୍ତ ହେବ ଓ ଚନ୍ଦ୍ର ଆପଣା ଜ୍ୟୋତ୍ସ୍ନା ପ୍ରକାଶ କରିବ ନାହିଁ। ପୁଣି, ଆମ୍ଭେ ଜଗତକୁ ଦୁଷ୍ଟତା ସକାଶେ ଓ ଦୁଷ୍ଟମାନଙ୍କୁ ସେମାନଙ୍କ ଅଧର୍ମ ସକାଶେ ଶାସ୍ତି ଦେବା ଓ ଆମ୍ଭେ ଅହଙ୍କାରୀମାନଙ୍କର ଦର୍ପ ନିବୃତ୍ତ କରାଇବା ଓ ଭୟଙ୍କର ଲୋକର ଗର୍ବ ଖର୍ବ କରିବା। ଏହେତୁ ଆମ୍ଭେ ଆକାଶମଣ୍ଡଳକୁ କମ୍ପାନ୍ୱିତ କରିବା, ଆଉ ସୈନ୍ୟାଧିପତି ସଦାପ୍ରଭୁଙ୍କ କୋପରେ ଓ ତାହାଙ୍କ ପ୍ରଚଣ୍ଡ କ୍ରୋଧର ଦିନରେ ପୃଥିବୀ ଟଳି ସ୍ୱସ୍ଥାନ ଚ୍ୟୁତ ହେବ।(ଯିଶାଇୟ ୧୩ : ୯,୧୦,୧୧,୧୩)
SONG CREDITS :
Song : Madi Asuchi (Studio Version)
Singer : Humane Sagar (Ollywood Singer)
Lyrics : Amit Badanayak (8895583382)
Music Composition : Amit Badanayak
Arrangement & Programming : Bapi Samal
Dialogue Written By - Amit Badanayak
Dialogue Delivery By - Humane Sagar
Record & Mixing : MRR Studio, Cuttack
Mastering by : Shaktiswar Mohapatra
Camera ,Edit & Poster - Biswo (7077882504)
Banner : AB Music
Special Thanks : Bulu Badanayak
Production : AB Music
WhatsApp : 8895583382,7978601423
Contact : 7978601423,8895583382
#madiasuchisong
#madiasuchichristiansong
#humanesagarchristiansongs
#newodiachristiansongs
#humanesagarnewchristiansong
#newodiachristiansong
#amitbadanayaknewchristiansongs
#odiachristiansong
#amitbadanayaksongs
#latestodiachristiansongs
#humanesagar
#humansagar
#amitbadanayaksongs
#amitbadanayak
#humanesagarnewsongs
#amitbadanayakchristiansongs
#humansagarchristiansongs
#odiachristiansongs
#abmusic
#latestodiachristiansongs
#humanesagarchristiansongs
#humanesagarnewchristiansongs
ଅନ୍ୟ ସମସ୍ତ ଲୋକ ପ୍ରିୟ ଖ୍ରୀଷ୍ଟିଆନ ଗୀତ ଗୁଡ଼ିକର Links
ତଳେ ଦିଆଯାଇଛି ଦେଖି ନିଅନ୍ତୁ
ଅବାଧ୍ୟ ମଣିଷ (Shasank Sekhar)
• ABADHYA MANISHA | ଅବାଧ୍ୟ ମଣିଷ | SHASANK SE...
ଜୀବନ ଦୀପ (Shasank Sekhar)
• JIBANA DIPA || ଜୀବନ ଦୀପ || NEW ODIA CHRIST...
ଧନ୍ୟ ଧନ୍ୟ (Amit Pani)
• DHANYA DHANYA || ଧନ୍ୟ ଧନ୍ୟ || NEW ODIA CHR...
ଅଛି ଦିନେ ମରଣ (Humane Sagar)
• ACHI DINE MARANA || ଅଛି ଦିନେ ମରଣ || NEW O...
ବଡ଼ଦିନର ଅଭିନନ୍ଦନ ( Humane Sagar)
• BADADINARA ABHINANDANA | ବଡ଼ଦିନର ଅଭିନନ୍ଦନ ...
ନରକ ଦଣ୍ଡ (Studio Version)
• NARAKA DANDA | ନରକ ଦଣ୍ଡ | NEW ODIA CHRISTI...
ସଙ୍ଗୀତର ସାତ ସୂରେ (Asima Panda)
• SANGITARA SATA SURE || ସଙ୍ଗୀତର ସାତ ସୂରେ | ...
ନାଉରୀ (JYOTIRMAYEE NAYAK)
• NAURI | ନାଉରୀ | NEW ODIA CHRISTIAN SONG 20...
ରେ ମନ (HUMANE SAGAR)
• RE MANA | ରେ ମନ | HUMANE SAGAR | NEW ODIA ...
ସରଗ ରାଇଜ (SHASANK SEKHAR)
• SARAGA RAIJA | ସରଗ ରାଇଜ | NEW ODIA CHRISTI...
ଅଳପ ଆୟୁଷ (Ananya Sritam Nanda)
• ALAPA AYUSHA || ଅଳପ ଆୟୁଷ || ANANYA SRITAM ...
ଆସିଛି ବଡ଼ଦିନ Asima Panda
• ASICHI BADADINA | ଆସିଛି ବଡ଼ଦିନ | NEW CHRIS...
ମହାମାରୀରୁ ରକ୍ଷା କର (Asima Panda)
• MAHAMARIRU RAKHYA KARA | ମହାମାରୀରୁ ରକ୍ଷା କ...
ପ୍ରଶଂସା ହେଉ ତୁମର (Amit Pani)
• PRASANGSA HEU TUMARA || ପ୍ରଶଂସା ହେଉ ତୁମର |...
ଆରାଧ୍ୟ ଈଶ୍ୱର (Ira Mohanty)
• ARADHYA ESWARA | ଆରାଧ୍ୟ ଈଶ୍ୱର | NEW ODIA C...
ଲହୁ ଭିଜା ଲଲାଟ (Studio Version)
• LAHU BHIJA LALATA || ଲହୁ ଭିଜା ଲଲାଟ || GOOD...
ହେ ପ୍ରଭୁ (Full HD Video)
• HE PRABHU || ହେ ପ୍ରଭୁ || HUMANE SAGAR NEW ...
ହେ କ୍ରୁଶଧାରୀ (Studio Version)
• NEW ODIA GOOD FRIDAY SPECIAL SONG 2022 || ...
କମ୍ପିଉଠେ ଏ ଧରା ଧାମ (Studio Version)
• KAMPIUTHE | କମ୍ପିଉଠେ | NEW ODIA CHRISTMAS ...
କେତେବେଳେ ଚାଲିଯିବ ଜୀବନ (Full Video)
• KETEBELE CHALIJIBA JEEBANA | କେତେବେଳେ ଚାଲି...
କେତେ କାଳରେ ମନ (Studio Version)
• KETE KALA RE MANA || କେତେ କାଳ ରେ ମନ || AMI...
ସତର୍କ ଟିକେ ରୁହ (Studio Version)
• Satarka Tike Ruha || Studio Version || ସତର...
ଶେଷ ଘଣ୍ଟି ( Full Video)
• SESHA GHANTI || ଶେଷ ଘଣ୍ଟି || HUMANE SAGAR ...
ଯୀଶୁ ମୁଁ ତୁମକୁ ହୃଦେ ରଖିବି (Studio Version)
• JISU MU TUMAKU HRUDE RAKHIBI | ANTARA CHAK...
!!* ANTI-PIRACY WARNING *!!
This content is copyright to Amit Badanayak. Any unauthorized reproduction redistribution, re-upload (audio or video) is strictly prohibited of this material. Legal action will be taken against those who violate this copyright material presented.
Повторяем попытку...
Доступные форматы для скачивания:
Скачать видео
-
Информация по загрузке: