KETE PAPE MANA DEBU || NEW ODIA CHRISTIAN SONG 2026 || SASHANK SEKHAR || FULL VIDEO
Загружено: 2026-02-01
Просмотров: 3478
Описание:
#ketepapemanadebu #newodiachristiansong #odiachristiansong #newodiachristiansong2026 #newchristiandevotionalsongs #newchristiandevotionalsong #wtchristianmusic
#odiajesussong #latestchristiandevotionalsongs #jesussong
#sashanksekhar
Praise the Lord to all 🙏
ତେବେ, ଆମ୍ଭେମାନେ କଅଣ କରିବା? ଅନୁଗ୍ରହ ଯେପରି ପ୍ରଚୁର ହୁଏ, ଏଥିପାଇଁ କି ପାପରେ ରହିଥିବା? ତାହା କେବେ ହେଁ ନ ହେଉ। ପାପ ପ୍ରତି ମୃତ୍ୟୁ ଯେ ଆମ୍ଭେମାନେ, କିପରି ସେଥିରେ ଆଉ ଆମ୍ଭେମାନେ ଜୀବନ କାଟିବା?
ରୋମୀୟ 6:1-2
Praise the Lord Everyone 🙏 WT CHRISTIAN MUSIC YOUTUBE CHANNEL ତରଫରୁ ସମସ୍ତ ଖ୍ରୀଷ୍ଟିୟ ସଂଗୀତ ଶ୍ରୋତା ମାନଙ୍କ ପାଇଁ ଏକ ସଚେତନତା ର ଭକ୍ତି ଗୀତ ଭେଟି ଦେଉଅଛି 🙏, ଯେଉଁ ଗୀତ ର ଶୀର୍ଷକ ହେଉଛି "କେତେ ପାପେ ମନ ଦେବୁ" ଯାହା ଈଶ୍ୱରଙ୍କ ଦୃଷ୍ଟିରେ ବାରମ୍ବାର ପାପ କରିବା ବ୍ୟକ୍ତି ମାନଙ୍କୁ ଈଶ୍ୱରଙ୍କ ନିକଟକୁ ଫେରାଇ ଆଣିବା ନିମନ୍ତେ ଏହି ଗୀତ ଏକ ସୁନ୍ଦର ମାଧ୍ୟମ🙏
🙏 WT CHRISTIAN MUSIC ହେଉଛି ଏକ ସୁନ୍ଦର Youtube platform ଯେଉଁ platform ର କେବଳ ଗୋଟିଏ ଚେଷ୍ଟା,ଯାହା- ସାରା ଜଗତରେ ଆମ୍ଭମାନଙ୍କ ଜୀବିତ ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କର ସୁସମାଚାର କୁ ଗୀତ ମାଧ୍ୟମରେ କୋଣେ ଅନୁକୋଣେ ପହଞ୍ଚାଇବା ଏବଂ ଯେଉଁ ମାନେ ଆଜି ପାପ ର ଅନ୍ଧକାରରେ ଜୀବନ ଅତି ବାହିତ କରୁ ଅଛନ୍ତି ସେମାନେ ଯେପରି ସତ୍ୟ ଈଶ୍ୱରଙ୍କୁ ଜାଣି ନିଜେ ପରିବର୍ତ୍ତନ ହେବା ସହ ଅନ୍ୟମାନଙ୍କୁ ଈଶ୍ୱରଙ୍କ ନିକଟକୁ ଆଣିବେ।
ଆସନ୍ତୁ ଆମ୍ଭେମାନେ ବର୍ତ୍ତମାନ ଉନ୍ମୋଚନ ହୋଇଥିବା ସୁନ୍ଦର ଗୀତ କୁ ଶୁଣିବା, ପ୍ରଭୁଙ୍କର ମହିମା ନିମନ୍ତେ ନିଜେ ଗୀତ ଶୁଣି ଅନ୍ୟମାନଙ୍କୁ ମଧ୍ୟ ପଠେଇବା....ପୁଣି ଯଦି ଆପଣ ମାନେ ଆମ YouTube Channel ନିମନ୍ତେ ନୂତନ ଅଟନ୍ତି ତେବେ ନୂତନ ନୂତନ ଭକ୍ତି ମୂଳକ ଗୀତ ଶୁଣିବା ନିମନ୍ତେ ଆମ channel କୁ SUBSCRIBE କରିବା କୁ ଭୁଲନ୍ତୁ ନାହିଁ 🙏
କେତେ ପାପେ ମନ ଦେବୁ
ଏହି ଜଗତରେ
କେତେ ଆଉ ଯିବୁ ବନ୍ଧୁ
ପାପ ର ପଥରେ
ଫେରିଆ ଫେରିଆ ଆଜି ତୁ ବନ୍ଧୁ
ଯୀଶୁଙ୍କ ପଥରେ
ଆଗାମୀ କ୍ରୋଧରୁ ରକ୍ଷା ପାଇବୁ
ବୁଝିଯା ତୁ ଥରେ
୧
ଦିନ ତୋର ଗଲାଣି କଥିତ କାହାଣୀ ପରି
ବୁଝିବୁ କେବେ ତାଙ୍କ ପ୍ରେମକୁ ସମୟ ଆଉ ନାହିଁ
କ୍ଷଣିକ ସୁଖ ପାଇଁ ପାପେ ଧାବମାନ ହୋଇ
ଅନୁଗ୍ରହ କି ପ୍ରଚୁର ବୋଲି ପାପ କରୁଛୁ ଜାଣି ଜାଣି
ତୁ କେବେ ଫେରିବୁ(୨)
୨
ପାପ ର ମହାସାଗରେ ବୁଡ଼ିଅଛି ତୋର ପ୍ରାଣ
ଉଦ୍ଧାର କେବେ ପାଇବ ଜାଣିଛି କି ତୋର ମନ
ଯୀଶୁ ହିଁ ତୋ ଉଦ୍ଧାର ଜାଣିନିକି ତୋ ଜୀବନ
ସୁଯୋଗ ଆଜି ହିଁ ଅଛି ଫେରା ବନ୍ଧୁ ତୋର ମନ
ତୁ କେବେ ଫେରିବୁ(୨)
🎼 SONG CREDIT
..........................................
🎵 Song: କେତେ ପାପେ ମନ ଦେବୁ
🎤 Singer: SASHANK SEKHAR
✍️ Lyrics & Composition: SALEM LIMMA
🎹 Music Arrangement: BAPI SAMAL
🎬 Producer: HEMANTH NEELAPU
🎙️ Recording: MRR Studio, Cuttack
🖼️ Thumbnail: THE EDIT HUB
CAMERA & EDIT: DIGITAL CREW
👉 SUPPORT US 🙏
ନୂଆ ନୂଆ Odia & Sambalpuri Christian Songs ପାଇବାକୁ👇
✅ Subscribe କରନ୍ତୁ
👍 Like କରନ୍ତୁ
🔁 Share କରନ୍ତୁ
💬 Comment କରି ଆମକୁ ଉତ୍ସାହିତ କରନ୍ତୁ
ଆଗକୁ ଆହୁରି ଭଲ ଭଲ ଖ୍ରୀଷ୍ଟିଆନ ଗୀତ ନେଇ ଆସିବା ପାଇଁ ଆମ ଟିମ ସଦା ପ୍ରତିବଦ୍ଧ ❤️ Praise the Lord! 👑
🚫 ANTI-PIRACY WARNING🚫
This content is © WT Christian Music.
Unauthorized copying, reuploading, or redistribution is strictly prohibited.
Legal action ⚖️ will be taken against copyright violation.
Повторяем попытку...
Доступные форматы для скачивания:
Скачать видео
-
Информация по загрузке: