Seba Karibi || ସେବା କରିବି || New Odia Christian Song Studio Version 2026|| Singer - Tejaswini Naika
Автор: Stiphenson music
Загружено: 2026-02-04
Просмотров: 9362
Описание:
Seba Karibi || ସେବା କରିବି || New Odia Christian Song Studio Version 2026|| Singer - Tejaswini Naika
Singer - Miss Tejaswini Naika
Lyrics and Music - Sobulan Bhuyan
Music Arrangements - Kumar Mantu
Producer - Stiphenson Bhuyan
Recording and Mixing - Style Studio ( Nuagada )
DOP and Edit - Style Studio
Full Lyrics:-
__________
ସେବା କରିବି ଯୀଶୁ ତୁମକୁ
ଦେଇ ମୋ ମନ,ପ୍ରାଣ, ଆତ୍ମାକୁ
ତୁମ ବିନା ମୁଁ ବଞ୍ଚି ପାରେ ନା
ତୁମରି ପ୍ରେମ ଭୁଲି ହୁଏ ନା
ପାଇଛି ମୁଁ ପ୍ରଭୁ ପ୍ରେମ ତୁମ
ଅପାସୋରା ଚିରନ୍ତନ ପ୍ରେମ =0=
ପ୍ରଭୁ ତୁମେ ଯେ, ମଙ୍ଗଳମୟ
ଯୀଶୁ ତୁମେ ତ କରୁଣାମୟ
ପ୍ରଭୁ ତୁମେ କ୍ଷମାର ଆକର
ଅତୁଳ ପ୍ରେମ, ଦୟା ତୁମର
ସବୁ ସହି ଆମରି ସକାଶୁ
ରଚିଲ ସତ୍ୟ ପଥ ହେ ଯୀଶୁ
ଚାଲିବି ସେ ପଥେ ପ୍ରତି ଦିନ
ହୁଅ ସାହା ଯୀଶୁ ମୋ ରାଜନ =1=
କେତେ ଭଲ ପ୍ରଭୁ ଯୀଶୁ ମୋର
କଲ ମୋତେ ଅତି ଆପଣାର
ମୋ ପ୍ରିୟତମ କେଡ଼େ ସୁନ୍ଦର
ତୁମ ନାମ ଲାଗଇ ମଧୁର
ସଦା ଗାଇ ଗାଇ ତୁମ ନାମ
ନିତି ଭଜି ଭଜି ଗୁଣ ତୁମ
ଧନ୍ୟ ହେବ ଏ ଛାର ଜୀବନ
ଲଭିବ ଶାନ୍ତି ଏହି ମୋ ପ୍ରାଣ . =2=
ଆଶାକରୁଛି କି, ଏହି ଭକ୍ତି ସଂଗୀତ ଆପଣ ମାନଙ୍କୁ ନିଶ୍ଚୟ ଭଲ ଲାଗିବ.. ଓ ସଭିଙ୍କ ଆତ୍ମିକ ଜୀବନକୁ ଗଢ଼ିତୋଳିବାରେ ସହାୟକ ହେବ....
ଗୀତଟିକୁ Like, comments ଏବଂ share କରନ୍ତୁ.. ଏବଂ channel କୁ subscribe କରିବାକୁ ଭୁଲନ୍ତୁ ନାହିଁ
ଧନ୍ୟବାଦ ।
!! ANTI- PIRACY WARNING !!
This content is copyright to Stiphenson Music YouTube channel . Any unauthorized reproduction, redistribution, reupload is strictly prohibited of this material. Legal action will be taken against those who violate this copyright materials presented.
#sebakaribinewodiachristiansong
#stiphensonmusic
Повторяем попытку...
Доступные форматы для скачивания:
Скачать видео
-
Информация по загрузке: