ବତୀଘର ପଞ୍ଚାୟତରେ ଏମିତି ଦୁର୍ଦ୍ଦଶା..| Election 2024 | Kendrapara Constituency | Odisha Reporter
Автор: Odisha Reporter
Загружено: 2024-05-31
Просмотров: 13143
Описание:
କେନ୍ଦ୍ରାପଡ଼ା ମହାକାଳପଡ଼ା ନିର୍ବାଚନ ମଣ୍ଡଳୀର ଉପାନ୍ତ ଅଞ୍ଚଳ ବତୀଘର । ଗୋଟିଏ ପଞ୍ଚାୟତରେ ରହିଛି 8 ଖଣ୍ଡ ଗାଁ। ମହାକାଳପଡ଼ା ର ଏହି ଉପାନ୍ତ ଅଂଚଳର ଲୋକେ କିମିତି ଆସନ୍ତା କାଲି ସାମ୍ବିଧାନିକ ଅଧିକାର ସାବ୍ୟସ୍ତ କରିବେ ତାହା ଜାଣିବା ପାଇଁ ଆମେ ପହଞ୍ଚିଥିଲୁ ବତୀଘର ପଞ୍ଚାୟତରେ .. ଯୋଗା ଯୋଗ ନାହିଁ। ପିଇବା ପାଣି ନାହିଁ। ନଦୀ ଉପରେ ପୋଲ ପାଇଁ ପ୍ରତିଶୁତି ଦେଇ ନେତା ପ୍ରତାରଣା କରିଥିବା ଲୋକେ କହିଛନ୍ତି। ତିନିଥର ପୋଲ ପାଇଁ ଶିଳାନ୍ୟାସ ହୋଇଛି। ମାତ୍ର ପୋଲ କାହିଁ ହେଉନି, ତାର ଉତ୍ତର ନାଁ ଲୋକଙ୍କ ପାଖରେ ଅଛି ନାଁ ନେତାଙ୍କ ପାଖରେ
#Kendrapara #mahakalapada #odisha #OdishaReporter #Election2024
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter
Повторяем попытку...
Доступные форматы для скачивания:
Скачать видео
-
Информация по загрузке: