ଫୁଲ ରସିଆ ପୋଲିସ ବାବୁ | Odisha Reporter
Автор: Odisha Reporter
Загружено: 2026-02-25
Просмотров: 901
Описание:
#ପୋଲିସ_ବାବୁଙ୍କ_ଫୁଲ_ପ୍ରେମ
ଫୁଲ ରସିଆ ପୋଲିସ ବାବୁ। ଅତିରିକ୍ତ ଏସ୍ପିଙ୍କ ଫୁଲ ପ୍ରେମ, ଆଖି ଝଲସିଲା ପରି ବଗିଚା କରିଛନ୍ତି ନିଜ ସରକାରୀ ବାସଭବନରେ। ଯିଏ ବାଟରେ ଯାଉଛି କ୍ଷଣିକ ଅଟକି ଯିବ ସୁନ୍ଦର ବଗିଚାକୁ ଦେଖି। ବାଲେଶ୍ୱର ଜିଲ୍ଲାର ଅତିରିକ୍ତ ଏସ୍ପି ନିରଞ୍ଜନ ବେହେରା । କାମ ପୋଲିସର ହେଲେ ମନ ବଗିଚାରେ , ଯେତେବେଳେ ଡିଉଟି ସରିଲା ସେତେବେଳେ ବଗିଚାରେ ଦିନ ରାତି କାଟି ଦିଅନ୍ତି ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter #OdishaReporter #flowergarden #balasore #AdditionalSP #flowerlovers
Повторяем попытку...
Доступные форматы для скачивания:
Скачать видео
-
Информация по загрузке: