ହୋର୍ଡିଂରେ ନଥିଲା କଣା ! ଗଳିପଡି 2 ଜୀବନ ନେଲା || Bhubaneswar Hoarding Collapse Incident ||Odisha Reporter
Автор: Odisha Reporter
Загружено: 2026-02-25
Просмотров: 3350
Описание:
#ଦୁଇଜଣଙ୍କ_ଜୀବନ_ନେଲା_ହୋର୍ଡିଂ
ବିଏମସି ଧରାଉଛି ଚେକ୍। 30 ହଜାର ଟଙ୍କାର ଚେକ୍। ଚାଲିଗଲା ଜୀବନ ବିଏମସି ଦେଉଛି କ୍ଷତିପୁରଣ। ହୋର୍ଡିଂ ଲଗାଇ ମାଲାମାଲ ହେଉଛି ବିଏମସି। ଅନସେଫ ହୋର୍ଡିଂ ନେଉଛି ନିରିହ ଲୋକଙ୍କ ମୁଣ୍ଡ। ବର୍ଗଫୁଟ୍ ହିସାବରେ ବିଏମସି ବିକୁଛି ବିଜ୍ଞାପନ ପାଇଁ ଜାଗା। ହେଲେ ଭୁଲିଯାଉଛି କି ଲୋକଙ୍କ ସୁରକ୍ଷା। ମଙ୍ଗଳବାର ବିପଦ ସଙ୍କୁଳ ଅବସ୍ଥାରେ ଥିବା ହୋର୍ଡିଂ ପଡି ଭୁବନେଶ୍ବର ଆଇଗିଣିଆର 2 ଜଣ ପ୍ରାଣ ହରାଇଥିଲେ।
#Protest #RoadBlock #CompensationIssue #IllegalHoarding #JusticeForVictims
#SachidanandaParida #TunaGauda
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter #BMC #Bhubaneswar #HoardingCollapse #Aiginia
Повторяем попытку...
Доступные форматы для скачивания:
Скачать видео
-
Информация по загрузке: