କାଲି ରାତିରୁ NH ଜାମ୍, ଅଟକି ରହିଛି ଧାଡ଼ିକି ଧାଡ଼ି ଗାଡ଼ି | Odisha Reporter
Автор: Odisha Reporter
Загружено: 2026-02-25
Просмотров: 1077
Описание:
ଦୀର୍ଘ ୭ ଘଣ୍ଟା ଧରି ୧୬ ନମ୍ବର ଜାତୀୟ ରାଜପଥରେ ଗୋଟିଏ ପାଖ ଅଚଳାଅବସ୍ଥା । ଏହାସହ ଏହାର ସର୍ଭିସ ରୋଡର ମଧ୍ୟ ଅଚଳାବସ୍ଥା । ଭଦ୍ରକରୁ ବାଲେଶ୍ବର ଯାଉଥିବା ୧୬ ନମ୍ବର ଜାତୀୟ ରାଜପଥରେ ଦୀର୍ଘ କିଲୋମିଟର ପର୍ଯ୍ୟନ୍ତ ଗାଡି ସବୁ ଗତକାଲି ରାତି ୧୧ଟାରୁ ଛିଡ଼ା ହୋଇଛି ।
#odishareporter #bhadrak
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter
Повторяем попытку...
Доступные форматы для скачивания:
Скачать видео
-
Информация по загрузке: