ଧର୍ମ ବିରୁଦ୍ଧେ ଧର୍ମ ଉଠିବ | DHARMA BIRUDHE DHARMA UTHIBA | NEW ODIA CHRISTIAN SONG | ଶେଷ କାଳ ଉପସ୍ଥିତ
Автор: Amit Badanayak
Загружено: 2025-02-11
Просмотров: 122955
Описание:
ଧର୍ମ ବିରୁଦ୍ଧେ ଧର୍ମ ଉଠିବ || DHARMA BIRUDHE DHARMA UTHIBA || NEW ODIA CHRISTIAN SONG || AKSHAY PAL || AMIT BADANAYAK
Praise The Lord.... ପ୍ରଭୁ ଯୀଶୁଙ୍କ ମହତ୍ ନାମର ଧନ୍ୟବାଦ ହେଉ...AB Music ତରଫରୁ ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀ ମାନଙ୍କୁ ପ୍ରଭୁ ଯୀଶୁଙ୍କ ବହୁମୂଲ୍ୟ ନାମରେ ଆନ୍ତରିକ ପ୍ରେମଭରା ନମସ୍କାର। ବର୍ତ୍ତମାନ ପରିସ୍ଥିତିରେ ଯାହା ସବୁ ଧର୍ମ ବିରୁଦ୍ଧେ ଧର୍ମ ଉଠୁଛି ଜାତି ବିପକ୍ଷେ ଜାତି ଉଠୁଛି ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି କି ଯୀଶୁଙ୍କର ଆଗମନ ଅତି ସନ୍ନିକଟ ଏ ସକଳ ବିଷୟ ଉପରେ ଆଧାରିତ ଉକ୍ତ ଗୀତ ଶୁଣନ୍ତୁ ଏବଂ ପ୍ରାର୍ଥନାର ସହ ସଚେତନ ରୁହନ୍ତୁ।
ସେଥିରେ ଯୀଶୁସେମାନଙ୍କୁ ଉତ୍ତର ଦେଲେ, ସାବଧାନ, କେହି ଯେପରି ତୁମ୍ଭମାନଙ୍କୁ ଭ୍ରାନ୍ତ ନ କରେ। କାରଣ ଅନେକେ ମୋʼ ନାମରେ ଆସି ମୁଁ ଖ୍ରୀଷ୍ଟ ବୋଲି କହି ଅନେକଙ୍କୁ ଭ୍ରାନ୍ତ କରିବେ। ଆଉ, ତୁମ୍ଭେମାନେ ଯୁଦ୍ଧର ବିଷୟ ଓ ସଂଗ୍ରାମର ଜନରବ ଶୁଣିବ; ସାବଧାନ, ବ୍ୟାକୁଳ ହୁଅ ନାହିଁ। କାରଣ ଏହିସମସ୍ତ ଅବଶ୍ୟ ଘଟିବ, କିନ୍ତୁ ସେହି କାଳ ଯୁଗା; ନୁହେଁ। କାରଣ ଜାତି ବିପକ୍ଷରେ ଜାତି ଓ ରାଜ୍ୟ ବିପକ୍ଷରେ ରାଜ୍ୟ ଉଠିବ, ପୁଣି ସ୍ଥାନେ ସ୍ଥାନେ ଦୁର୍ଭିକ୍ଷ ଓ ଭୂମିକମ୍ପ ହେବ। କିନ୍ତୁ ଏହିସମସ୍ତ ପ୍ରସବବେଦନାର ଆରମ୍ଭ ମାତ୍ର। (ମାଥିଉ ୨୪ : ୪ ରୁ ୮)
SONG CREDITS :
Song : ଧର୍ମ ବିରୁଦ୍ଧେ ଧର୍ମ ଉଠିବ
Singer : Akshay Pal
Lyrics : Amit Badanayak (8895583382)
Music Composition : Amit Badanayak
Arrangement & Programming : Bapi Samal
Record & Mixing : MD Studio, Cuttack
Mastering by : Bunu Bhai
Video Editing - Mina Bhai
Thumbnail Design - Sangram Parichha
WhatsApp & Contact : 8895583382,7978601423
#dharmabirudhedharmauthiba
#dharmabirudhedharmauthibasong
#akshaypalsongs
#odiachristiansongs
#newodiachristiansong
#newodiachristiansongs
#odiachristiansong
#amitbadanayaknewchristiansongs
#newodiachristiansongs
#humanesagarsongs
#christiansongs
#amitpanichristiansongs
#amitpaninewchristiansong
#newodiachristiansong
#odiachristiansong
#amitbadanayaksongs
#latestodiachristiansongs
#amitpani
#amitbadanayak
#humansagar
#akshaypal
#humanesagarchristiansongs
#amitbadanayakchristiansongs
#odiachristiansongs
#abmusic
#latestodiachristiansongs
#humanesagarchristiansongs
#newodiajisusongs
!!* ANTI-PIRACY WARNING *!!
This content is copyright to Amit Badanayak. Any unauthorized reproduction redistribution, re-upload (audio or video) is strictly prohibited of this material. Legal action will be taken against those who violate this copyright material presented.
Повторяем попытку...
Доступные форматы для скачивания:
Скачать видео
-
Информация по загрузке: