ALAPA AYUSHA || ଅଳପ ଆୟୁଷ || ANANYA SRITAM NANDA || 2022 NEW ODIA CHRISTIAN SONG || AMIT BADANAYAK
Автор: Amit Badanayak
Загружено: 2022-01-08
Просмотров: 2121887
Описание:
ALAPA AYUSHA || ଅଳପ ଆୟୁଷ || 2022 NEW ODIA CHRISTIAN SONG || ANANYA SRITAM NANDA || AMIT BADANAYAK
RE MANA || HUMANE SAGAR NEW ODIA CHRISTIAN SONG || FULL HD VIDEO LINK
• RE MANA | ରେ ମନ | HUMANE SAGAR | NEW ODIA ...
ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମଧୁର ନାମରେ ସମସ୍ତଙ୍କୁ ନମସ୍କାର। ମୁଁ ଆପଣ ମାନଙ୍କର ସାନ ଭାଇ ଅମିତ୍ ବଡ଼ନାୟକ।
ସମସ୍ତ ଶ୍ରୋତା ମଣ୍ଡଳୀକୁ AB MUSIC ତରଫରୁ ବଡ଼ଦିନ ଓ ନବ ବର୍ଷର ଅନେକ ଅନେକ ଶୁଭେଚ୍ଛା ଓ ହାର୍ଦ୍ଦିକ ଅଭିନନ୍ଦନ। ନୂତନ ବର୍ଷ ଉପଲକ୍ଷେ AB MUSIC ତରଫରୁ ଆପଣ ମାନଙ୍କୁ ଉପହାର ସ୍ୱରୂପ ଭେଟି ଦେଉଛି "ଅଳପ ଆୟୁଷ" ଗୀତ ।
ବାସ୍ତବରେ ବାଇବଲ ଅନୁସାରେ ସ୍ତ୍ରୀ ଜାତ ମନୁଷ୍ୟ ଅତି ଅଳ୍ପାୟୁ ଅଟେ। ଏଣୁ ଏହି ଅଳପ ଆୟୁଷ ମଧ୍ୟରେ ଯୀଶୁଙ୍କୁ ହୃଦୟରେ ଗ୍ରହଣ ନ କରି ଯଦି ମୃତ୍ୟୁ ବରଣ କରିବା ତେବେ କିଛି ମୂଲ୍ୟ ନାହିଁ। ଏହି ସକଳ ବିଷୟ ବସ୍ତୁ ଉପରେ ଆଧାରିତ ହୋଇଛି ଏହି ନୂଆ ମନଛୁଆଁ ଓ ହୃଦୟସ୍ପର୍ଶୀ ଗୀତ ।
ଆଶା ରଖୁଛୁ ଏହି ନୂଆ ମନଛୁଆଁ ଗୀତଟି ନିଶ୍ଚୟ ଆପଣ ମାନଙ୍କ ମନ ପରିବର୍ତ୍ତନ ନିମନ୍ତେ ଓ ପ୍ରଭୁଙ୍କ ନିକଟବର୍ତ୍ତୀ ହେବା ନିମନ୍ତେ ସହାୟକ ହେବ। ଗୀତଟି ଯେପରି ପ୍ରଭୁଙ୍କର ଗୌରବ ଉଦ୍ଧେଶ୍ୟରେ ବ୍ୟବହୃତ ହେଇ ପାରିବ ଓ ଆମର ପରିଶ୍ରମ ସାର୍ଥକ ହେଇ ପାରିବ ଏଥି ନିମନ୍ତେ ପ୍ରାର୍ଥନାରେ ତୋଳି ଧରନ୍ତୁ। ଧନ୍ୟବାଦ। Praise The Lord
Full Lyrics
ହାଏରେ ମଣିଷ ମାଟିର ମଣିଷ
ଅତି ଅଳ୍ପ ତୋ ଆୟୁଷ ..ହୋ.. (୨ଥର)
ତୋ ଜୀବନ ଦୀପ ଲିଭିବା ଆଗରୁ (୨ଥର)
ଯୀଶୁଙ୍କୁ କରିଯା ବିଶ୍ୱାସ ......=୦=
କେଉଁ ବାଟେ କେତେବେଳେ ମରଣ ଆସେ ଅକାଳେ
ମନୁଷ୍ୟ ତ ଜାଣେ ନାହିଁ
ତଥାପି କାହିଁକି ସତେ ଗର୍ବ ଅହଙ୍କାର ଏତେ
ଜୀବନ ତ କ୍ଷଣସ୍ଥାୟୀ ....
ଯେତେ ଧନଶାଳୀ ହେଉ ଅବା ଜ୍ଞାନି ଗୁଣୀ ହେଉ
ମୃତ୍ୟୁ ସଭିଙ୍କର ପାଇଁ
ଅଟକାଇ ରଖିବାକୁ ମଣିଷର ନିଃଶ୍ୱାସକୁ
କାହାର କ୍ଷମତା ନାହିଁ
ଜନମ ମୃତ୍ୟୁର ସବୁ ଅଧିକାର (୨ଥର)
ରହିଅଛି ଯୀଶୁ ପାଶ ....=୧=
ଯୀଶୁଙ୍କୁ ହୃଦେ ନ ପାଇ ଯଦି ମରିଯିବୁ ତୁହି
ତେବେ କିଛି ମୂଲ୍ୟ ନାହିଁ
ଦୁଷ୍ଟର ମରଣେ ପ୍ରଭୁ ସନ୍ତୋଷ ହୁଅନ୍ତି ନାହିଁ
ଏହା କି ଜାଣିନୁ ତୁହି
ଆଜି ବି ସୁଯୋଗ ଅଛି ଫେରିବାର ବାଟ ଅଛି
ବିଳମ୍ବ କରୁଛୁ କାହିଁ
ତୋ ଜୀବନ ଥାଉ ଥାଉ ଏ ସମୟ ରହୁ ରହୁ
ଚାଲିଆ ତୁ ବେଗେ ଧାଇଁ
ଡେରି ତୁ ନ କରି ପାପକୁ ସ୍ୱୀକାରୀ
ଫେରିଆ ତୁ କ୍ରୁଶ ପାଶ ......=୨=
SONG CREDITS :
Song : Alapa Ayusha (Studio Version)
Singer : Ananya Nanda (Ollywood Singer)
Lyrics : Amit Badanayak
Music : Amit Badanayak (8895583382)
Programming & Arrangement : Bapi Samal
Flute By : Prafulla, Bangalore
Camera & Edit : Digital Crew , Cuttack
DOP : Bapi Bhai
Production : AB Music
Banner : AB Music
Poster Design : Biswo
Special Thanks : Kuldeep Bardhan, Amit Pani & Abhinash
Music label : AB music
WhatsApp : 8895583382,7978601423
Contact : 7978601423,8895583382
ଅନ୍ୟ ସମସ୍ତ ସୁପର୍ ହିଟ୍ ଖ୍ରୀଷ୍ଟିଆନ ଗୀତର Link
ରେ ମନ (Humane Sagar) Full HD Video
• RE MANA | ରେ ମନ | HUMANE SAGAR | NEW ODIA ...
ରେ ମନ (Humane Sagar) Full HD Video
• RE MANA | ରେ ମନ | HUMANE SAGAR | NEW ODIA ...
ଆସିଛି ବଡ଼ଦିନ Asima Panda (Studio Version)
• ASICHI BADADINA | ଆସିଛି ବଡ଼ଦିନ | NEW CHRIS...
ଆସିଛି ବଡ଼ଦିନ (Dance Video)
• ASICHI BADADINA | FULL DANCE VIDEO | NEW C...
ମହାମାରୀରୁ ରକ୍ଷା କର (Asima Panda)
• MAHAMARIRU RAKHYA KARA | ମହାମାରୀରୁ ରକ୍ଷା କ...
ପ୍ରଶଂସା ହେଉ ତୁମର (Amit Pani)
• PRASANGSA HEU TUMARA || ପ୍ରଶଂସା ହେଉ ତୁମର |...
ଆରାଧ୍ୟ ଈଶ୍ୱର (Acting Video)
• Aradhya Iswara | New Odia Christian Music ...
ଆରାଧ୍ୟ ଈଶ୍ୱର (Ira Mohanty)
• ARADHYA ESWARA | ଆରାଧ୍ୟ ଈଶ୍ୱର | NEW ODIA C...
ଶୁଣ ମୋର କ୍ରନ୍ଦନ (Studio Version)
• SUNA MORA KRANDANA || ଶୁଣ ମୋର କ୍ରନ୍ଦନ || N...
ହେ ପ୍ରିୟ ଯୀଶୁ (FULL HD VIDEO)
• HALLELUJAH GAUTHIBI MU | ହାଲ୍ଲେଲୁୟା ଗାଉଥିବ...
କାନ୍ଦେ ଆଜି ମୋ ଅନ୍ତର
• Kande Aji Mo Antara | କାନ୍ଦେ ଆଜି ମୋ ଅନ୍ତର ...
ମୋ ପାଇଁ କ୍ରୁଶେ ଗଲ ମରି
• MO PAIN KRUSHE GALA MARI || NEW ODIA GOOD ...
ଲହୁ ଭିଜା ଲଲାଟ (Studio Version)
• LAHU BHIJA LALATA || ଲହୁ ଭିଜା ଲଲାଟ || GOOD...
ମୁଁ ଯେ ଅକିଞ୍ଚନ (Studio Version)
• MU JE AKINCHANA || ମୁଁ ଯେ ଅକିଞ୍ଚନ || NEW O...
ହେ ପ୍ରଭୁ (Full HD Video)
• HE PRABHU || ହେ ପ୍ରଭୁ || HUMANE SAGAR NEW ...
କେଡ଼େ ପ୍ରେମ କଲେ ବୋଲି (Studio Version)
• KEDE PREMA KALE BOLI || କେଡ଼େ ପ୍ରେମ କଲେ |...
ହେ କ୍ରୁଶଧାରୀ (Studio Version)
• NEW ODIA GOOD FRIDAY SPECIAL SONG 2022 || ...
କମ୍ପିଉଠେ ଏ ଧରା ଧାମ (Studio Version)
• KAMPIUTHE | କମ୍ପିଉଠେ | NEW ODIA CHRISTMAS ...
କମ୍ପିଉଠେ ଏ ଧରା ଧାମ (Dance Video)
• NEW ODIA CHRISTMAS DANCE VIDEO || KAMPIUTH...
କେତେବେଳେ ଚାଲିଯିବ ଜୀବନ (Full Video)
• KETEBELE CHALIJIBA JEEBANA | କେତେବେଳେ ଚାଲି...
କେତେ କାଳରେ ମନ (Studio Version)
• KETE KALA RE MANA || କେତେ କାଳ ରେ ମନ || AMI...
କେତେ କାଳରେ ମନ (Music Video)
• Kete Kala Re Mana Music Video || Superhit ...
ସତର୍କ ଟିକେ ରୁହ (Studio Version)
• Satarka Tike Ruha || Studio Version || ସତର...
ଶେଷ ଘଣ୍ଟି ( Full Video)
• SESHA GHANTI || ଶେଷ ଘଣ୍ଟି || HUMANE SAGAR ...
ଯୀଶୁ ମୁଁ ତୁମକୁ ହୃଦେ ରଖିବି (Studio Version)
• JISU MU TUMAKU HRUDE RAKHIBI | ANTARA CHAK...
#alapaayusha
#newodiachristiansong2022
#ananyasritamnandanewodiachristiansong
#amitbadanayakchristiansongs
#alapaayushasong
#ananyasritamnanda
#amitbadanayaknewchristiansongs
#abmusicchristiansong
#odiachristiansong2022
#newodiachristiansong
#newchristmasspecialsong
#annanyanandanewchristiansong
#ananyasritamnandanewchristiansongs
#amitbadanayakchristmasspecialsongs
#newodiachristmassong2022
#odiachristmassongs
#newodiachristiansongs2022
#asimapandanewodiachristiansong
#aseemapanda
#newodiaviralsong
#newodiachristiansong
#latestodiachristiansong
#ananyanandachristiansongs
#newodiachristiansong2022
#amitbadanayakchristiansongs
#latestodiachristiansongs
#odiachristiansong
#odiachristiansongs2022
#newodiachristiansong
#amitbadanayak
#humanesagar
#amitpani
#bapisamal
#abmusic
#amitpanichristiansongs
#humanesagarchristiansongs
.
!!* ANTI-PIRACY WARNING *!!
This content is copyright to Amit Badanayak. Any unauthorized reproduction redistribution, re-upload (audio or video) is strictly prohibited of this material. Legal action will be taken against those who violate this copyright material presented.
Повторяем попытку...
Доступные форматы для скачивания:
Скачать видео
-
Информация по загрузке: