ଘଟୁଛି ତାଡ଼ନା | GHATUCHI TADANA | ତାଡ଼ନା ଉପରେ ଆଧାରିତ|NEW ODIA CHRISTIAN SONG|AMIT PANI AMIT BADANAYAK
Автор: Amit Badanayak
Загружено: 2025-01-22
Просмотров: 144089
Описание:
ଦୟାମୟ କରୁଣାମୟ...(୨ଥର)
ସହିବାକୁ ସାହସ ଦିଅ...ହୋ...(୨ଥର)
ବାକ୍ୟ ଅନୁସାରେ ଘଟୁଛି ତାଡ଼ନା
ଖ୍ରୀଷ୍ଟିୟାନ ପାଇଁ ଏତେ ନିର୍ଯାତନା
ଜୀବନେ ଆମକୁ ଶକ୍ତି ଯୋଗାଅ
ସହିବାକୁ ସାହସ ଦିଅ...ହୋ...(୨ଥର)...=୦=
ଯୁଆଡ଼େ ବି ଗଲେ ଯୋଉଠି ବି ଗଲେ
ସବୁଠି ତାଡ଼ନାର ଭୟ
ଶୁଭୁଛି ଚିତ୍କାର ବିଦ୍ରୋହର ସ୍ୱର
କୋଉଠି ନେବୁ ଆଶ୍ରୟ...
ଆସିଛି ଘନେଇ ଖ୍ରୀଷ୍ଟିୟାନ ପାଇଁ
ଏମିତି ତାଡ଼ନା ସମୟ
କୋଉଠି ରହିବୁ କେମିତି ବଞ୍ଚିବୁ
ତୁମେ ହିଁ ଆମ ସହାୟ...
ଆମ ପାଇଁ ଅଛି ଜଗତେ ବିପଦ
ଦୁଃଖ କଷ୍ଟ କ୍ଳେଶ ନିନ୍ଦା ଅପବାଦ...
ସବୁ ସମ୍ଭାଳିବାକୁ ବଳ ଦିଅ
ସହିବାକୁ ସାହସ ଦିଅ...ହୋ...(୨ଥର)...=୧=
ତୁମ ସେବା ଆଉ ଉପାସନା କଲେ
ଆସୁଛି ନିନ୍ଦା ବାରମ୍ବାର
ତୁମରି ନାମରେ ଏଇ ଜୀବନରେ
ଘୃଣିତ ହେଉଛୁ ପ୍ରଚୁର
ସେବକ ଗଣଙ୍କୁ ବିଶ୍ୱାସୀ ମାନଙ୍କୁ
ହେଉଛି ଖାଲି ଅତ୍ୟାଚାର
କ'ଣ କରୁଛନ୍ତି ଜାଣୁ ତ ନାହାନ୍ତି
ଏମାନଙ୍କୁ କ୍ଷମା କର
ହେଲେ ହେବୁ ପଛେ ତାଡ଼ିତ ଲାଞ୍ଛିତ
ଆସୁ ପଛେ କେତେ ଘାତ ପ୍ରତିଘାତ
ଯୀଶୁ ତୁମେ ସାଥେ ଥିଲେ କି ଭୟ
ସହିବାକୁ ସାହସ ଦିଅ...ହୋ...(୨ଥର)...=୨=
କଣ୍ଠଦାନ - ଅମିତ୍ ପାଣି (ସୁସମାଚାର ଗାୟକ)
ରଚନା ଓ ସ୍ୱର - ଅମିତ୍ ବଡ଼ନାୟକ
This video is not made to insult or protest against any person or group.
In fact, according to the Holy Bible, there are many condemnations and persecutions in the world for Christ believers. There are troubles and difficulties around us so let us pray to the Lord Jesus to give us the strength to endure all this...
Praise The Lord.... ପ୍ରଭୁ ଯୀଶୁଙ୍କ ମହତ୍ ନାମର ଧନ୍ୟବାଦ ହେଉ...AB Music ତରଫରୁ ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀ ବିଶ୍ୱାସିନୀ ମାନଙ୍କୁ ପ୍ରଭୁ ଯୀଶୁଙ୍କ ବହୁମୂଲ୍ୟ ନାମରେ ନମସ୍କାର। AB Music ତରଫରୁ ବର୍ତ୍ତମାନ ଖ୍ରୀଷ୍ଟିୟାନ ମାନଙ୍କ ପ୍ରତି ଯାହା ସବୁ ଘଟୁଛି ସେ ସକଳ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏକ ଦୁଃଖ ଭରା ଗୀତ ଭେଟି ଦେଇଛୁ ଶୁଣନ୍ତୁ ଏବଂ ପ୍ରାର୍ଥନାର ସହ ସଚେତନ ରୁହନ୍ତୁ।
ବାସ୍ତବରେ ପବିତ୍ର ବାକ୍ୟ ଅନୁସାରେ ପ୍ରତ୍ୟେକ ସେବକ ଓ ଖ୍ରୀଷ୍ଟ ବିଶ୍ୱାସୀ ମାନଙ୍କ ପାଇଁ ଜଗତରେ ଅନେକ ନିନ୍ଦା ,ତାଡ଼ନା ,ଦୁଃଖ ,କଷ୍ଟ, କ୍ଳେଶ ରହିଛି
ଏଣୁ ଆସୁ ଏ ସବୁକୁ ସହ୍ୟ କରିବା ପାଇଁ ଯେପରି ବଳ ଶକ୍ତି ଧୈର୍ଯ୍ୟ ଆଉ ସାହସ ପ୍ରାପ୍ତ ହେଉ ଏଥି ନିମନ୍ତେ ପ୍ରଭୁ ଯୀଶୁଙ୍କ ନିକଟରେ ପ୍ରାର୍ଥନା କରିବା...
ଲୋକେ ଯେବେ ତୁମ୍ଭମାନଙ୍କୁ ମୋʼ ସକାଶେ ନିନ୍ଦା ଓ ତାଡ଼ନା କରନ୍ତି, ପୁଣି ମିଥ୍ୟାରେ ତୁମ୍ଭମାନଙ୍କ ବିରୁଦ୍ଧରେ ସମସ୍ତ ପ୍ରକାର ମନ୍ଦ କଥା କହନ୍ତି, ତେବେ ତୁମ୍ଭେମାନେ ଧନ୍ୟ। (ମାଥିଉ ୫ : ୧୧)
ଯେଉଁମାନେ ତୁମ୍ଭମାନଙ୍କୁ ତାଡ଼ନା କରନ୍ତି, ସେମାନଙ୍କୁ ଆଶୀର୍ବାଦ କର; ଆଶୀର୍ବାଦ କର, ଅଭିଶାପ ଦିଅ ନାହିଁ । (ରୋମୀୟ ୧୨ : ୧୪)
ପ୍ରକୃତରେ ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଧାର୍ମିକ ଜୀବନଯାପନ କରିବାକୁ ଇଚ୍ଛା କରନ୍ତି, ସେମାନେ ତାଡ଼ନା ଭୋଗ କରିବେ।
(୨ ତୀମଥି ୩ : ୧୨)
ତୁମ୍ଭେମାନେ ଯେପରି ମୋʼ ଠାରେ ଶାନ୍ତି ପ୍ରାପ୍ତ ହୁଅ, ଏଥିନିମନ୍ତେ ମୁଁ ତୁମ୍ଭମାନଙ୍କୁ ଏହିସବୁ ବିଷୟ କହିଅଛି। ଜଗତରେ ତୁମ୍ଭମାନଙ୍କ ନିମନ୍ତେ କ୍ଳେଶ ଅଛି, କିନ୍ତୁ ସାହସ ଧର; ମୁଁ ଜଗତକୁ ଜୟ କରିଅଛି।
(ଯୋହନ ୧୬ : ୩୩)
କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ତୁମ୍ଭମାନଙ୍କ ଶତ୍ରୁ-ମାନଙ୍କୁ ପ୍ରେମ କର, ପୁଣି ଯେଉଁମାନେ ତୁମ୍ଭମାନଙ୍କୁ ତାଡ଼ନା କରନ୍ତି, ସେମାନଙ୍କ ନିମନ୍ତେ ପ୍ରାର୍ଥନା କର
(ମାଥିଉ ୫ : ୪୪)
SONG CREDITS :
Song : Ghatuchi Tadana (ଘଟୁଛି ତାଡ଼ନା)
Singer : Amit Pani (Gospel Singer)
Lyrics : Amit Badanayak (8895583382)
Music Composition : Amit Badanayak
Arrangement & Programming : Bapi Samal
Record & Mixing : Prativa Studio, Cuttack
Mastering by : Sundaram
DOP & Editing - Ambram Ganta
Thumbnail Design - Sangram Parichha
Banner : AB Music
Production : AB Music
WhatsApp & Contact : 8895583382,7978601423
#ghatuchitadana
#ghatuchitadanasong
#amitpanisongs
#odiachristiansongs
#ghatuchitadanachristiansong
#newodiachristiansongs
#odiachristiansongs
#amitbadanayaknewchristiansongs
#newodiachristiansongs
#humanesagarsongs
#christiansongs
#amitpanichristiansongs
#amitpaninewchristiansong
#newodiachristiansong
#odiachristiansong
#amitbadanayaksongs
#latestodiachristiansongs
#amitpani
#amitbadanayak
#humansagar
#humanesagarchristiansongs
#amitbadanayakchristiansongs
#odiachristiansongs
#abmusic
#latestodiachristiansongs
#humanesagarchristiansongs
#newodiajisusongs
!!* ANTI-PIRACY WARNING *!!
This content is copyright to Amit Badanayak. Any unauthorized reproduction redistribution, re-upload (audio or video) is strictly prohibited of this material. Legal action will be taken against those who violate this copyright material presented.
Повторяем попытку...
Доступные форматы для скачивания:
Скачать видео
-
Информация по загрузке: