ABUJHAA MANISA || GOOD FRIDAY SONG || SANJAY SENAPATI || SAMARTH MUSIC || JJSM MINISTRY ||
Автор: Sanjay Senapati Official
Загружено: 2024-03-16
Просмотров: 170156
Описание:
ABUJHAA MANISA
CHRISTIAN ODIYA SONG
GOOD FRIDAY SONG
SAMARTH MUSIC PRASENTS
SINGER - PASTOR SANJAY SENAPATI
LIRICS - REV. SAHIL NAG
MUSIC - SUDIT AND ANKIT
SPONSER BY JEHOVAH JEREH SINGING MINISTRY
RECORDED AT SAMARTH STUDIO TITILAGARH
CONTACT NO - 8917407998. 9178873214
-----------------------------------------------------------------------------------
SONG
ଅବୁଝା ମଣିଷ କେବେ ତୁ ବୁଝିବୁ
ଲହୁ ଝରେ କୃଶରୁ
କଣ୍ଟା ମୁକୁଟ ମଥାରେ ବହି , ଅଙ୍ଗେ କୋରୋଡା ଆଘାତ ସହି
ପ୍ରେମେ ଅଧରୁ , କ୍ଷମା ଝରେ କୃଶରୁ
ଅବୁଝା ମଣିଷ କେବେ ତୁ ବୁଝିବୁ ।।। =0=
ଶୁଣିନାହୁକିରେ ବନ୍ଧୁ କୃଶର କାହାଣୀ
ଦେଖିନାହୂ କି ଯୀଶୁଙ୍କ ରକତ ଚାହାଣି
ପ୍ରେମରେ ଡାକନ୍ତି ତତେ
କଣ୍ଟା ବିଦ୍ଧ ସେହି ନିଜ ହାତେ
ଚାହିଁ ଦେଖ ଥରେ ଯୀଶୁଙ୍କୁ
କ୍ଷମା ଝରେ କୃଶରୁ
ଅବୁଝା ମଣିଷ କେବେ ତୁ ବୁଝିବୁ
ଲହୁ ଝରେ କୃଶରୁ .......... = 1 =
ଫେରିଆ ଫେରିଆ ଆଜି ସେ କୃଶ ପାଶେ
ପାଇବୁ ରେ ପରିତ୍ରାଣ ଯୀଶୁଙ୍କ ଆଶିଶେ
ବକ୍ଷରୁ ବୁହାଇ ଦେଲେ ସେ ରୁଧିର
ରୁଧିର ନୁହେଁ ସେ ଥିଲା ପ୍ରେମ ଯୀଶୁଙ୍କର
ଖୋଲି ମୁକଟିର ଦ୍ବାର ଆମ ପାପୀ ମାନବର
କହିଲେ ହେ ପିତା , କ୍ଷମା କର ପାପ ଅବୁଝାର
ଅବୁଝା ମଣିଷ କେବେ ତୁ ବୁଝିବୁ
ଲହୁ ଝରେ କୃଶରୁ ............. = 2 =
ANTI-PIRACY WARNING *
Unauthorized reproduction, redistribution, or re-upload is strictly prohibited from this material.
All rights reserve with SAMARTH MUSIC Originals.
Повторяем попытку...
Доступные форматы для скачивания:
Скачать видео
-
Информация по загрузке: