ycliper

Популярное

Музыка Кино и Анимация Автомобили Животные Спорт Путешествия Игры Юмор

Интересные видео

2025 Сериалы Трейлеры Новости Как сделать Видеоуроки Diy своими руками

Топ запросов

смотреть а4 schoolboy runaway турецкий сериал смотреть мультфильмы эдисон
Скачать

ବରଗଡ଼ରେ ନିଶା କାରବାର ଉପରେ ବୋଲଡୋଜର ଆକ୍ସନ: ଗୋବିନ୍ଦପାଲିରେ ଧୂଳିସାତ୍ ହେଲା ନିଶା ଆଡ୍ଡା

Автор: Ganashakti Tv

Загружено: 2026-03-12

Просмотров: 1632

Описание: ବରଗଡ଼ରେ ନିଶା କାରବାର ଉପରେ ବୋଲଡୋଜର ଆକ୍ସନ: ଗୋବିନ୍ଦପାଲିରେ ଧୂଳିସାତ୍ ହେଲା ନିଶା ଆଡ୍ଡା
Bulldozer Action Against Drug Trade in Bargarh: Illegal Drug Den Destroyed in Gobindpali
ବରଗଡ଼ ସହରରେ ବଢ଼ି ଚାଲିଥିବା ନିଶା କାରବାର ପୋଲିସ ପାଇଁ ଏବେ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଥରେ ଥରେ ପୋଲିସ ଚଢ଼ାଉ କରି କଫ୍ ସିରପ୍, ମଦ, ବ୍ରାଉନ ସୁଗର ଓ ଗଞ୍ଜେଇ ପରି ନିଶା ଦ୍ରବ୍ୟ ଜବତ କରୁଥିବା ସତ୍ତ୍ୱେ ମଧ୍ୟ ଏହି ଅବୈଧ କାରବାର ଉପରେ ପୂରାପୂରି ଅଙ୍କୁଶ ଲାଗି ପାରିନାହିଁ।
ଅନ୍ୟପକ୍ଷରେ ପୋଲିସ ଓ ଅବକାରୀ ବିଭାଗକୁ ଚ୍ୟାଲେଞ୍ଜ କରି ବରଗଡ଼ ଜିଲ୍ଲାର ଗାଁଠୁ ସହର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ନିଶା ବେପାରୀମାନେ ଅବାଧରେ ତାଙ୍କର କାରବାର ଚଳାଇ ଆସୁଛନ୍ତି। ଏହି ନିଶା କାରବାର ଫଳରେ ଲୁଟପାଟ, ଛୁରାମାଡ଼ ଓ ହତ୍ୟାକାଣ୍ଡ ଭଳି ଅପରାଧ ମଧ୍ୟ ବଢ଼ିବାକୁ ଲାଗିଛି।
ଏହି ପରିପ୍ରେକ୍ଷିତରେ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଢ କରିବା ପାଇଁ ବରଗଡ଼ ପୋଲିସ ଏବେ ଆକ୍ସନ ମୋଡରେ ଦେଖାଯାଉଛି। ନିଶା କାରବାର ଚାଲିଥିବା ଆଡ୍ଡାସ୍ଥଳୀଗୁଡ଼ିକୁ ଚିହ୍ନଟ କରି ବୋଲଡୋଜର ମଡାଇ ସେଗୁଡ଼ିକୁ ଧ୍ୱଂସ କରାଯାଉଛି।
ଗତ କିଛିଦିନ ତଳେ ବରଗଡ଼ ସହରର ଭଟଲି ଛକ ଓ ଦୋରାବନ୍ଧ ନିକଟରେ ଥିବା ନିଶା ଆଡ୍ଡାକୁ ବୋଲଡୋଜର ମଡାଇ ଭଙ୍ଗାଯାଇଥିଲା।
ଏହାସହ ବରଗଡ଼ ସହରର ଗୋବିନ୍ଦପାଲି ଅଞ୍ଚଳରେ ମଧ୍ୟ ଏହି ପଦକ୍ଷେପ ଜାରି ରହିଛି। ଗତକାଲି ଏହି ଅଞ୍ଚଳର ଯୁବକମାନେ ଗୋବିନ୍ଦପାଲିକୁ ନିଶାମୁକ୍ତ କରିବା ଲକ୍ଷ୍ୟରେ ଅଭିଯାନ ଆରମ୍ଭ କରିଥିଲେ।
ଆଜି ତାହାର ପରିଣାମ ସ୍ୱରୂପ ଗୋବିନ୍ଦପାଲିରେ ଥିବା ନିଶା କାରବାର ଆଡ୍ଡାସ୍ଥଳୀକୁ ବୋଲଡୋଜରରେ ଧୂଳିସାତ୍ କରାଯାଇଛି। ଏହି କାର୍ଯ୍ୟକୁ ସହରବାସୀମାନେ ସ୍ୱାଗତ କରିଥିବା ଦେଖାଯାଇଛି ଏବଂ ନିଶା ବିରୋଧରେ ଏଭଳି କଡ଼ା କାର୍ଯ୍ୟାନୁଷ୍ଠାନ ଆଗକୁ ମଧ୍ୟ ଜାରି ରହିବାକୁ ଦାବି କରିଛନ୍ତି।
The growing illegal drug trade in Bargarh town has become a major concern for the police. Despite frequent raids and seizures of intoxicating substances such as cough syrup, liquor, brown sugar, and ganja, authorities have not yet been able to completely control the illegal business.
Meanwhile, drug traffickers continue to operate freely from villages to urban areas in Bargarh district, openly challenging both the police and the excise department. As a result, crimes such as robbery, stabbing incidents, and even murder cases have reportedly increased in the region.
In response to the deteriorating law and order situation, Bargarh Police have now switched to action mode. Illegal drug dens are being identified and demolished using bulldozers to dismantle the network of narcotics trade.
A few days ago, bulldozer action was taken against drug dens near Bhatli Chhak and Dorabandh in Bargarh town.
Similarly, on Thursday, a drug den in the Gobindpali area of Bargarh was demolished. Notably, local youths had launched a campaign a day earlier to make Gobindpali a drug-free area.
As a result of this initiative, authorities demolished the illegal drug hub in Gobindpali using a bulldozer. The action has been widely welcomed by residents of the city, who have demanded continued strict measures against the drug menace.

Не удается загрузить Youtube-плеер. Проверьте блокировку Youtube в вашей сети.
Повторяем попытку...
ବରଗଡ଼ରେ ନିଶା କାରବାର ଉପରେ ବୋଲଡୋଜର ଆକ୍ସନ: ଗୋବିନ୍ଦପାଲିରେ ଧୂଳିସାତ୍ ହେଲା ନିଶା ଆଡ୍ଡା

Поделиться в:

Доступные форматы для скачивания:

Скачать видео

  • Информация по загрузке:

Скачать аудио

Похожие видео

Aparadh Pratidin || ମିଶ୍ଚର ଖୁଆଇ ତଣ୍ଟି କାଟିଦେଲା || After feeding him namkeen, he slit his throat

Aparadh Pratidin || ମିଶ୍ଚର ଖୁଆଇ ତଣ୍ଟି କାଟିଦେଲା || After feeding him namkeen, he slit his throat

ବାର୍ ବାର୍ ବରଗଡନେ ଛୁରାମାଡ୍ ଘଟନା | BARGARH CRIME SPOT HUB

ବାର୍ ବାର୍ ବରଗଡନେ ଛୁରାମାଡ୍ ଘଟନା | BARGARH CRIME SPOT HUB

ନାଁ ଶ୍ରୀହରି କରୁଥିଲେ ଟ୍ରାକ୍ଟର ଚୁରି || Loisinga Police || Balangir Crime ||OTV FeeDin

ନାଁ ଶ୍ରୀହରି କରୁଥିଲେ ଟ୍ରାକ୍ଟର ଚୁରି || Loisinga Police || Balangir Crime ||OTV FeeDin

ଯେଉଁମାନେ ଚାଷୀମାନଙ୍କୁ ଶୋଷଣ କରୁଛନ୍ତି ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।

ଯେଉଁମାନେ ଚାଷୀମାନଙ୍କୁ ଶୋଷଣ କରୁଛନ୍ତି ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।

ବରଗଡ଼ ରେ ଧରା ପଡ଼ିଲା ବ୍ରାଉନ ସୁଗର୍। ତିନିଜଣ ଗିରଫ।

ବରଗଡ଼ ରେ ଧରା ପଡ଼ିଲା ବ୍ରାଉନ ସୁଗର୍। ତିନିଜଣ ଗିରଫ।

ବରଗଡ଼ରେ ବଢୁଛି ଅପରାଧ, ଖୁଲ୍ଲମଖୁଲ୍ଲl ଅପରାଧ ଘଟାଉଛନ୍ତି ଅପରାଧୀ..କେତେବେଳେ ଲୁଟପାଟ ତ ଆଉ କେତେବେଳେ ଛୁ-ରାମାଡ

ବରଗଡ଼ରେ ବଢୁଛି ଅପରାଧ, ଖୁଲ୍ଲମଖୁଲ୍ଲl ଅପରାଧ ଘଟାଉଛନ୍ତି ଅପରାଧୀ..କେତେବେଳେ ଲୁଟପାଟ ତ ଆଉ କେତେବେଳେ ଛୁ-ରାମାଡ

Bhoolbhulaiya House Under Vigilance Scanner | Mystery Layout Found During Raid in Kesura

Bhoolbhulaiya House Under Vigilance Scanner | Mystery Layout Found During Raid in Kesura

ଛୁଆ ଚୋର ସନ୍ଦେହରେ ନିର୍ଧୁମ ମାଡ ଖାଇଲା ବିଚରା😭😭

ଛୁଆ ଚୋର ସନ୍ଦେହରେ ନିର୍ଧୁମ ମାଡ ଖାଇଲା ବିଚରା😭😭

ବେପରୁଆ ଗାଡି ଚାଲକ୍ ମାନଙ୍କର ଲାଗି ଯାଉଛେ ନିରୀହ ଜୀବନ,ପାଟଣାଗଡ ପୋଲିସ କରୁଛନ ସଚେତନ

ବେପରୁଆ ଗାଡି ଚାଲକ୍ ମାନଙ୍କର ଲାଗି ଯାଉଛେ ନିରୀହ ଜୀବନ,ପାଟଣାଗଡ ପୋଲିସ କରୁଛନ ସଚେତନ

ପୁଣି ରାଜଧାନୀରେ ବୁଲିଲା ଖଣ୍ଡା, ମୋ ସ୍ବାମୀ ଘରକୁ ଆସିଥିଲେ, ତାଙ୍କୁ ଖଣ୍ଡାରେ ହାଣି ଦେଇଗଲେ

ପୁଣି ରାଜଧାନୀରେ ବୁଲିଲା ଖଣ୍ଡା, ମୋ ସ୍ବାମୀ ଘରକୁ ଆସିଥିଲେ, ତାଙ୍କୁ ଖଣ୍ଡାରେ ହାଣି ଦେଇଗଲେ

ବମ୍ବୁ ଦେମି ବମ୍ବୁ ଭାଇରାଲ ହେଉଛେ ଭିଡ଼ିଓ ବମ୍ବୁ ଦେମି ବମ୍ବୁ ଜଣେ ପୂର୍ବତନ ଆର୍ମି ଜବାନ କହେଲେ ସବୁ କଥା

ବମ୍ବୁ ଦେମି ବମ୍ବୁ ଭାଇରାଲ ହେଉଛେ ଭିଡ଼ିଓ ବମ୍ବୁ ଦେମି ବମ୍ବୁ ଜଣେ ପୂର୍ବତନ ଆର୍ମି ଜବାନ କହେଲେ ସବୁ କଥା

ବରଗଡ଼ ଜିଲ୍ଲା ଅତାବିରା ଏନଏଚ ରୋଡ ରୁ ଆସଲା ବଡ଼ଟେ ଖବର, ମୁହାଁମୁହିଁ ହେଲେ ଦୁଇଟା ଟ୍ରକ.. ଚୁରମାର ହେଇଗଲା ଗାଡି

ବରଗଡ଼ ଜିଲ୍ଲା ଅତାବିରା ଏନଏଚ ରୋଡ ରୁ ଆସଲା ବଡ଼ଟେ ଖବର, ମୁହାଁମୁହିଁ ହେଲେ ଦୁଇଟା ଟ୍ରକ.. ଚୁରମାର ହେଇଗଲା ଗାଡି

ବରଗଡ଼ ଟାଉନ୍ ଥାନା ସାମ୍ନା ରୁ ସିଧା ପ୍ରସାରଣ #bargarh #odishanewsexpress

ବରଗଡ଼ ଟାଉନ୍ ଥାନା ସାମ୍ନା ରୁ ସିଧା ପ୍ରସାରଣ #bargarh #odishanewsexpress

କାର ପଛେ ପଛେ ବାଇକ୍ ରେ ଆସିଲେ ଢୋ ଢୋ କରି ବନ୍ଧୁକରେ ନାଛି ଦେଇଗଲେ | CrimeNews || ViolenceNews | PublicSafety

କାର ପଛେ ପଛେ ବାଇକ୍ ରେ ଆସିଲେ ଢୋ ଢୋ କରି ବନ୍ଧୁକରେ ନାଛି ଦେଇଗଲେ | CrimeNews || ViolenceNews | PublicSafety

ହେଲମେଟ ବି ନାଇଁ ଖୁଲବାର ପଇସା ଖାଉଥିବାର ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ରେଙ୍ଗାଲି ପଞ୍ଚାୟତ ର ଜି.ଆର.ଏସ୍ ବାବୁ।

ହେଲମେଟ ବି ନାଇଁ ଖୁଲବାର ପଇସା ଖାଉଥିବାର ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ରେଙ୍ଗାଲି ପଞ୍ଚାୟତ ର ଜି.ଆର.ଏସ୍ ବାବୁ।

ଉମା ଟକିଜ ସାଇଡରେ ନିଶା ବେପାରୀ ଆଡ୍ଡା ଭଙ୍ଗିଲା ପ୍ରଶାସନ

ଉମା ଟକିଜ ସାଇଡରେ ନିଶା ବେପାରୀ ଆଡ୍ଡା ଭଙ୍ଗିଲା ପ୍ରଶାସନ

ନିଶାମୁକ୍ତ ବରଗଡ଼ ପାଇଁ ଗୋବିନ୍ଦପାଲିରେ ଯୁବମାନଙ୍କ ସଚେତନତା ଅଭିଯାନ

ନିଶାମୁକ୍ତ ବରଗଡ଼ ପାଇଁ ଗୋବିନ୍ଦପାଲିରେ ଯୁବମାନଙ୍କ ସଚେତନତା ଅଭିଯାନ

ଯୁଦ୍ଧ ଭିତରେ ମରିଥିଲେ ଓଡିଆ ପୁଅ, ଦୀର୍ଘ ଦିନ ପରେ ଯୁଦ୍ଧ ଭୁଇଁରୁ ଫେରିଲାନି ଗେହ୍ଲା ପୁଅ, ଫେରିଛି ବାସି ଶ-ବ

ଯୁଦ୍ଧ ଭିତରେ ମରିଥିଲେ ଓଡିଆ ପୁଅ, ଦୀର୍ଘ ଦିନ ପରେ ଯୁଦ୍ଧ ଭୁଇଁରୁ ଫେରିଲାନି ଗେହ୍ଲା ପୁଅ, ଫେରିଛି ବାସି ଶ-ବ

ଶହେ ଟଙ୍କା ଆମେ ଚାଷୀମାନଙ୍କୁ କାହିଁକି ଦେଇ ପାରିଲୁ ନାହିଁ - ପ୍ରସନ୍ନ ଆଚାର୍ଯ୍ୟ

ଶହେ ଟଙ୍କା ଆମେ ଚାଷୀମାନଙ୍କୁ କାହିଁକି ଦେଇ ପାରିଲୁ ନାହିଁ - ପ୍ରସନ୍ନ ଆଚାର୍ଯ୍ୟ

Marine police conduct operation on island after drone spots naxalites hiding | Kalinga TV

Marine police conduct operation on island after drone spots naxalites hiding | Kalinga TV

© 2025 ycliper. Все права защищены.



  • Контакты
  • О нас
  • Политика конфиденциальности



Контакты для правообладателей: [email protected]