ycliper

Популярное

Музыка Кино и Анимация Автомобили Животные Спорт Путешествия Игры Юмор

Интересные видео

2025 Сериалы Трейлеры Новости Как сделать Видеоуроки Diy своими руками

Топ запросов

смотреть а4 schoolboy runaway турецкий сериал смотреть мультфильмы эдисон
Скачать

ବରଗଡ଼ ଜିଲ୍ଲା ଅତାବିରା ଏନଏଚ ରୋଡ ରୁ ଆସଲା ବଡ଼ଟେ ଖବର, ମୁହାଁମୁହିଁ ହେଲେ ଦୁଇଟା ଟ୍ରକ.. ଚୁରମାର ହେଇଗଲା ଗାଡି

Автор: BARGARH TV

Загружено: 2026-03-12

Просмотров: 8245

Описание: ବରଗଡ - ସମ୍ବଲପୁର ଜାତୀୟ ରାଜପଥରେ ମୁହାଁମୁହିଁ ଧକ୍କା ହେଲେ ଦୁଇ ଟ୍ରକ। ଅତାବିରା - ଧର୍ମଶାଳା ଛକରେ ଦୁଇ ଟ୍ରକ ମଧ୍ୟରେ ଜୋରଦାର ଆକ୍ସିଡେଣ୍ଟ। ଦୁର୍ଘଟଣା ଏତେ ଭୟଙ୍କର ଯେ ଉଭୟ ଟ୍ରକ ଚୁରମାର ହୋଇଯାଇଛି। ଘଟଣାରେ ଉଭୟ ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ହେଲପର ଆହତ ହୋଇଥିବା ସୂଚନା।ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଅଭାବନୀୟ ଘଟଣା। ଘଟଣା ସ୍ଥଳରେ ଦମକଳ ବାହିନୀ ଓ ପୋଲିସ ପହଂଚି ଗାଡି ଭିତରୁ ଡ୍ରାଇଭର ଓ ହେଲପର ଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲ କୁ ପଠାଇଥିଲା। ପରେ ଉଭୟ ଟ୍ରକ ଡ୍ରାଇଭର ଙ୍କୁ ଗୁରୁତର ଭାବେ ବୁର୍ଲା ହସ୍ପିଟାଲ ସ୍ଥାନାନ୍ତରିତ କରାଯାଇଥିଲା। ତେବେ ହସ୍ପିଟାଲ ରେ ଡାକ୍ତର ଉଭୟ ଙ୍କୁ ମୃତ ଘୋଷଣା କରିଥିବା ସୂଚନା ମିଳିଛି। ଜଣେ ଟ୍ରକ ଡ୍ରାଇଭର ବିହାର ରାଜ୍ୟର ହୋଇଥିବା ବେଳେ ତାଙ୍କ ନାମ ମହମଦ ଈସ୍ମାଇଲ ବୋଲି ତାଙ୍କ ସହଯୋଗୀ ହେଲପର କହିଥିବା ବେଳେ ଅନ୍ୟ ଡ୍ରାଇଭରଙ୍କ ପରିଚୟ ବର୍ତମାନ ସୁଦ୍ଧା ଜଣାପଡ଼ିନାହିଁ। ବରଗଡ଼ ପଟରୁ WB 23M 9786 ଓ ସମ୍ବଲପୁର ପଟରୁ MH 40 CT 8345 ନମ୍ବର ଟ୍ରକ ଆସୁଥିଲା। ତେବେ କେଉଁ କାରଣରୁ ଉଭୟ ଟ୍ରକ ମୁହାଁମୁହିଁ ହେଲେ ତାକୁ ନେଇ ଅତାବିରା ପୋଲିସ ତଦନ୍ତ ଆରମ୍ଭ କରିଛି।

Не удается загрузить Youtube-плеер. Проверьте блокировку Youtube в вашей сети.
Повторяем попытку...
ବରଗଡ଼ ଜିଲ୍ଲା ଅତାବିରା ଏନଏଚ ରୋଡ ରୁ ଆସଲା ବଡ଼ଟେ ଖବର, ମୁହାଁମୁହିଁ ହେଲେ ଦୁଇଟା ଟ୍ରକ.. ଚୁରମାର ହେଇଗଲା ଗାଡି

Поделиться в:

Доступные форматы для скачивания:

Скачать видео

  • Информация по загрузке:

Скачать аудио

Похожие видео

Tara Prasad Bahinipati Says 8 Congress MLAs Have Gone to Bengaluru “For a Trip”

ହୀରାକୁଦ ଡ୍ୟାମ ଭିତରୁ ଏତେ ବଡ଼ ମାଛ ଦେଖି ସମସ୍ତେ ଛାନିଆ l HIRAKUD DYAM FISH l @A1odia

Атака дронами по США / Удар по небоскрёбам

11AM Headlines | 13th MARCH 2026 | Odia News | Breaking News | Kanak News

ଏତେ ଦିନ ପରେ ମମୀ ବାପା ବୁଝିଲେ || ସେ A/C ଲଗେଇଲେ କିଛି ନାହିଁ ମୁଁ ଲଗେଇଲେ ବିଲ୍ ଆସିବ || Lui's Good Life

🔴Live | ବିଧାନସଭା | Odisha Legislative Assembly | Budget Session 2026 | Amara Khabar Din Bhar News

⚡️НОВОСТИ | «ГАЗПРОМ» ВОРУЕТ У КАБАЕВОЙ | ЗА VPN — В ТЮРЬМУ? | РОССИЯ ЗАРАБАТЫВАЕТ НА ВОЙНЕ В ИРАНЕ

ଏ ଦେଶର ଚାଷୀ କ'ଣ ରାଜନୀତି କରୁଛି - ପ୍ରସନ୍ନ ଆଚାର୍ଯ୍ୟ

୪୮ ଘଣ୍ଟାରେ ଡାକବାଜିରେ ପ୍ରଚାର, ହୀରାକୁଦରେ ବନ୍ୟାଜଳ...

ବନେ ଉସତ୍ ବୁଢୀମା ଦେଖେବାର ଲାଗି ଅସିଛନ ବିଶ୍ଵପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା

ମଟନ ପାଇଁ ମାଡ଼ !ରାଜା ସ୍ୱାଇଁଙ୍କ ପୁଅ ବାହାଘରେ ଅବ୍ୟବସ୍ଥା |Chaos at BJD MLA Raja Swain’s Son Wedding Feast

ବରଗଡ଼ ଟାଉନ୍ ଥାନା ସାମ୍ନା ରୁ ସିଧା ପ୍ରସାରଣ #bargarh #odishanewsexpress

ଭେଡେନ -ମେହେନା ରୋଡରେ ଭୟଙ୍କର ଦୁର୍ଘଟଣା , ଦୁଇ ବାଇକ୍ କେ ଜୋରଦାର ଧକ୍କା ଦେଲା ବୋଲେରୋ ଗାଡ଼ି.. ସ୍ପଟ୍ ରେ ଘଟିଗଲା

Срочно! Сурков сбежал из России! Что происходит в кремле? Система начинает пожирать своих? Антизомби

କୌଶଲ୍ୟା ମା ଙ୍କ ଆଖିରେ ରାମାୟଣ || କାହା ଗୀତରେ କେତେ ଦମ୍  || Sunita Sahu VS Bhanumati Seth At - Attabira

IRAN MINUJE ORMUZ, STATKI SIĘ PALĄ, SENATOR USA “ROZWAŻAMY INWAZJĘ LĄDOWĄ”, ROPA PO 200 USD/BARYŁKĘ

ବରଗଡ଼ର ଇ ଅବସ୍ଥା କେ ନେଇକରି ଗର୍ଜିଲେ ଆଇନଜିବୀ ନିପନ ଦାଶ, କହେଲେ ବରଗଡ଼ରେ ବାଡ଼ି ପାର୍ଟି କେ ସଭେ ଡରୁଥିଲେ ...

ଘରୋଇ ବସ ଷ୍ଟାଣ୍ଡର ରୁପାନ୍ତିକରଣ ପାଇଁ ପରିଦର୍ଶନ କଲେ ବରଗଡ଼ ବିଧାୟକ ଅଶ୍ଵିନୀ ଷଡଙ୍ଗୀ #bargarh #busstand #news

ବିନିକା ବ୍ଲକ ସିଂଘୀଯୁବା ଠାରେ ଯାତ୍ରୀବାହି ବସ୍ ଦୁର୍ଘଟଣା | Passenger Bus Accident In Binika.

Nowa broń Iranu zmienia wojnę? Iron Dome nie powstrzymał rakiet

© 2025 ycliper. Все права защищены.

  • Контакты
  • О нас
  • Политика конфиденциальности

Контакты для правообладателей: [email protected]