ycliper

Популярное

Музыка Кино и Анимация Автомобили Животные Спорт Путешествия Игры Юмор

Интересные видео

2025 Сериалы Трейлеры Новости Как сделать Видеоуроки Diy своими руками

Топ запросов

смотреть а4 schoolboy runaway турецкий сериал смотреть мультфильмы эдисон
Скачать

ଈଶ୍ୱରଙ୍କ ଇଚ୍ଛା ଜାଣିବା ||Odia Bible Message by-Bro-Bijay sabar

Автор: Mu Utama Mesa Palaka

Загружено: 2026-01-08

Просмотров: 268

Описание: Topic -ଈଶ୍ୱରଙ୍କ ଇଛା ଜାଣିବା
Message by-Bro-Bijay sabar
You tube-Mu utama mesa palaka
Poster Design-Sangram Paricha
===========0=============
ବିଷୟ-ଈଶ୍ୱରଙ୍କ ଇଚ୍ଛା ଜାଣିବା
================0======
କିଏ ଜଣେ ପ୍ରଭୁଙ୍କ ଦାସ କହନ୍ତି -
ଖ୍ରୀଷ୍ଟିୟାନ କାହାକୁ କୁହାଯାଏ?
👇
ଯେ, ନିଜ ଜୀବନ ଓ ଜୀବନର ସମସ୍ତ କାର୍ଯ୍ୟ ପାଇଁ ନିଜ ଇଛାକୁ ଈଶ୍ୱରଙ୍କ ଇଛା ନିକଟରେ ଯେ ସମର୍ପଣ କରେ ସେ 'ଖ୍ରୀଷ୍ଟି୍ୟାନ '

ବାକ୍ୟ କହେ -ଏବ୍ରୀ ୧୦-୭ ପଦରେ
ଈଶ୍ୱରଙ୍କ ଇଛା ସାଧନ କରିବାକୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଜଗତକୁ ଆସିଥିଲେ

ପିତା ଜଗତରେ ଯେ ଯେ କର୍ମ କରିବାକୁ ଯୀଶୁଙ୍କୁ ଦେଇଥିଲେ ସେ ତାହା ସମାପ୍ତ କଲେ -ଯୋହନ -୧୭-୪ ପଦ ଅନୁସାରେ

ଠିକ ସେହିପରି ପ୍ରଭୁଙ୍କର ପ୍ରିୟ ଲୋକ ମାନେ ଈଶ୍ୱର ଆମ ଜୀବନ ପାଇଁ କି ଯୋଜନା ସ୍ଥିର କରିଛନ୍ତି ତାହା ଜାଣିବାକୁ ଆପଣଙ୍କର ଓ ମୋର ଦାୟିତ୍ୱ

୧. ବିଷୟ -ଏପିସିୟ-୨-୧୦ ପଦ ଅନୁସାରେ
👇
ସମସ୍ତ ସତକର୍ଯ୍ୟ କରନ୍ତୁ ବୋଲି ପ୍ରଭୁ ଆପଣଙ୍କ ଠାରୁ ଓ ମୁଁ ଠାରୁ ସେ ଇଛା କରୁଛନ୍ତି /ତା ପୂର୍ବରୁ ପ୍ରଭୁ ଆପଣଙ୍କ ପାଇଁ ମୁଁ ପାଇଁ ଆୟୋଜନ କରିଥିଲେ

୨. ବିଷୟ -ଏବ୍ରୀ -୧୨-୧ ପଦ ଅନୁସାରେ
👇
ସିଦ୍ଧି ଦାତା ଯୀଶୁଙ୍କୁ ଲକ୍ଷ୍ୟ କରି ଧର୍ଯ୍ୟ ସହକାରେ ଆମ୍ଭମାନଙ୍କ ଗନ୍ତବ୍ୟ ପଥରେ ଧାବମାନ ହେବା ଏହା ଈଶ୍ୱର ଆପଣଙ୍କ ଠାରୁ ମୁଁ ଠାରୁ ସେ ଇଛା କରୁଛନ୍ତି

ସାଧୁ ପାଉଲ କହନ୍ତି -
୨ୟ ତିମତୀ-୪-୭
👇
 ମୁଁ ଉତ୍ତମ ଯୁଦ୍ଧରେ ପ୍ରାଣପଣ କରିଅଛି, ନିରୂପିତ ପଥର ଶେଷ ପର୍ଯ୍ୟନ୍ତ ଦୌଡ଼ିଅଛି, ମୁଁ ବିଶ୍ୱାସ ରକ୍ଷା କରିଅଛି;

ପ୍ରଭୁଙ୍କ ଲୋକ ମାନେ ବାକ୍ୟ କହେ ପ୍ରେରିତ ୨୨-୧୪ ପଦ ଅନୁସାରେ - ଈଶ୍ୱରଙ୍କ ଇଛା ଜାଣିବାକୁ ଓ ସେ ଧାର୍ମିକ ବ୍ୟକ୍ତିଙ୍କୁ ଦେଖିବାକୁ ଓ ତାହାଙ୍କ ମୁଖରୁ ବାକ୍ୟ ଶୁଣିବାକୁ ମୋତେ ଓ ଆପଣ ମାନଙ୍କୁ ପ୍ରଭୁ ମନୋନୀତ କରିଅଛନ୍ତି

ଯଦି ଆମେ ଏହି ସମସ୍ତ ବିଷୟରେ ଇଛୁକ ହେବା ତେବେ ପରମେଶ୍ୱର କହନ୍ତି ଗୀତ -୩୨-୮
👇
 ମୁଁ ତୁମ୍ଭକୁ ଉପଦେଶ ଦେବି ଓ ତୁମ୍ଭର ଗନ୍ତବ୍ୟ ମାର୍ଗ ଶିଖାଇବି;
ମୁଁ ତୁମ୍ଭ ଉପରେ ଆପଣା ଦୃଷ୍ଟି ରଖି ତୁମ୍ଭକୁ ମନ୍ତ୍ରଣା ଦେବି।
ବାକ୍ୟ କହେ ପ୍ରଭୁଙ୍କର ଲୋକ ମାନେ -ଗୀତ -୩୭-୨୩
👇
ସଦାପ୍ରଭୁଙ୍କ ଦ୍ୱାରା ମନୁଷ୍ୟର ଗତି ସ୍ଥିରକୃତ ହୁଏ
ଜିଶାଇୟ -୫୮-୧୧-ପଦ ଅନୁସାରେ
👇
ସଦାପ୍ରଭୁ ନିତ୍ୟ ତାହାଙ୍କ ପଥରେ ଆମ୍ଭ ମାନଙ୍କୁ କଡେଇ ନେବେ ଓ ଆପଣଙ୍କ ପ୍ରାଣ ଓ ମୋର ପ୍ରାଣ ତୃପ୍ତ କରିବେ ଆମ୍ଭ ମାନଙ୍କ ଅସ୍ତି ସବୁ ସବଳ କରିବେ

ବାକ୍ୟ କହେ -ଯିଶାଇୟ -୩୦-୨୧
👇
ସଦାପ୍ରଭୁ ବାକ୍ୟ ଦେଇ ତାଙ୍କ ଆତ୍ମାଙ୍କ ଦ୍ୱାରା ଆମ୍ଭ ମାନଙ୍କୁ ବଡ଼ାଇ ନେବେ
ସାଧୁ ପାଉଲ କହନ୍ତି -ରୋମୀୟ -୧୨-୨
👇
ଈଶ୍ୱରଙ୍କ ଇଛା କଣ ଏହା ପରୀକ୍ଷା କରି ଜାଣି ପାର

କେତୁଟି ବିଷୟ ଦେଖିବା ପ୍ରଭୁ ଆପଣଙ୍କ ଠାରେ ଓ ମୁଁ ଠାରେ କଣ ଇଛା କରନ୍ତି?
-----------------------------------------------------------------------------
୧. ୧.ଥେସଲନିକୀୟ-୪-୩-ତୁମ୍ଭେମାନେ ଯେପରି ପବିତ୍ର ହୁଅ ଏହାହିଁ ଈଶ୍ୱରଙ୍କ ଇଛା
୨.୧. ଥେସଲ ନିକୀୟ-୫-୧୮-ସବୁ ଅବସ୍ଥାରେ ପ୍ରଭୁଙ୍କୁ ଧନ୍ୟବାଦ ଦେବା ଏହା ଈଶ୍ୱର ଇଛା କରନ୍ତି
୩. ୧. ପିତର-୨-୧୫-ଉତ୍ତମ କାର୍ଯ୍ୟ କରିବାକୁ କରିବାକୁ ସର୍ବଦା ପ୍ରଭୁଙ୍କର ଇଛା
୪. ଗୀତ -୩୭-୪-ତାଙ୍କ ଇଚ୍ଛା ଜାଣିବାକୁ ଆଗ୍ରହୀ ହେବା
୫. ରୋମୀୟ -୧୨-୨-ଜଗତ ଓ ଏହାର ପାପରୁ ପୃଥକ ରହିବାକୁ ଈଶ୍ୱର ଇଛା କରନ୍ତି
==================0=====================

My Video Link
👇
୧. ପରିପକ୍ୱ ବିଶ୍ୱାସୀ ଓ ଅପରିପକ୍ଵ ବିଶ୍ୱାସୀ
   • ପରିପକ୍ୱ ଓ ଅପରିପକ୍ଵ ||Odia Christian Bilbe ...  

୨.ମନୁଷ୍ୟ ଦୃଷ୍ଟିରେ ଯାହା ଅସମ୍ଭବ ଈଶ୍ୱରଙ୍କ ଦୃଷ୍ଟିରେ ସମ୍ଭବ
   • ଈଶ୍ୱରଙ୍କ ଠାରେ ସମ୍ଭବ ||Christian Odia Messa...  

୩.ବାଧ୍ୟତା ସିଦ୍ଧାନ୍ତ ଗୁଡ଼ିକ ଆମେ କିପରି ପ୍ରୟୋଗ କରିବା
   • ବାଧ୍ୟତା ସିଦ୍ଧାନ୍ତ ||Odia Christian Message...  

୪.ମଣ୍ଡଳୀରେ ୫ଟି ବିଷୟ ଥିବା ଆବଶ୍ୟକ
   • ମଣ୍ଡଳୀରେ ୫ଟି ବିଷୟ  ||Odia Christian Messag...  

୫. ଖ୍ରୀଷ୍ଟଙ୍କ ମନ ପରି ଆମେ କିପରି ପ୍ରାପ୍ତ ହେବା
   • ଖ୍ରୀଷ୍ଟଙ୍କ ମନ ||Odia Christian Message by ...  

୬. ୫ଟି ଚିକଣ ପଥର
   • ୫ଟି ଚିକଣ ପଥର||odia Christian Message by -B...  

୭.   • ଜୀବିତ ର ଉଦେଶ୍ୟ||Christian Odia Message by ...  
ପରମେଶ୍ୱର କାହିଁକି ଆମକୁ ଜୀବିତ ରଖିଛନ୍ତି
==============0=============
#Bijayasabar
#bijaysabar
#odiachristianmessage
#Bible message
#Jeetulimamessage
#Niranjanturukmessage
#Kishordigalmessage
#Upendraparichamessage
#bibleviralmessage
#OdiaBiblemessage
##muutamamesapalaka
#bibleshortvideo

Не удается загрузить Youtube-плеер. Проверьте блокировку Youtube в вашей сети.
Повторяем попытку...
ଈଶ୍ୱରଙ୍କ ଇଚ୍ଛା ଜାଣିବା ||Odia Bible Message by-Bro-Bijay sabar

Поделиться в:

Доступные форматы для скачивания:

Скачать видео

  • Информация по загрузке:

Скачать аудио

Похожие видео

ନୂତନ ଜୀବନ ||Odia Bible Message by-Bro. Bijay sabar

ନୂତନ ଜୀବନ ||Odia Bible Message by-Bro. Bijay sabar

ଅନୁଭବଙ୍କ ପାଟିରୁ ବାହାରିଗଲା ଦୋଷୀମାନଙ୍କ ନାଁ....| ANUBHAV | Arpita | Somesh|Dinesh |HUMAN SAGAR

ଅନୁଭବଙ୍କ ପାଟିରୁ ବାହାରିଗଲା ଦୋଷୀମାନଙ୍କ ନାଁ....| ANUBHAV | Arpita | Somesh|Dinesh |HUMAN SAGAR

NIEMCY CHCĄ RZĄDZIĆ EUROPĄ? Nawrocki w Davos: „Już raz wzięli odpowiedzialność...” | Gość Dzisiaj

NIEMCY CHCĄ RZĄDZIĆ EUROPĄ? Nawrocki w Davos: „Już raz wzięli odpowiedzialność...” | Gość Dzisiaj

JOB SPECIAL: 10th Pass Job: OAV Recruitment 2026 (₹21,175 Salary) - How to Apply

JOB SPECIAL: 10th Pass Job: OAV Recruitment 2026 (₹21,175 Salary) - How to Apply

ପ୍ରଶଂସା କାହିଁକି କରିବା ||Bible message by Bro.Bijay sabar

ପ୍ରଶଂସା କାହିଁକି କରିବା ||Bible message by Bro.Bijay sabar

INDIE: Najbardziej zaludniony slams świata jest w Bombaju! WCHODZĘ SAM do DHARAVI - czy to mądre?

INDIE: Najbardziej zaludniony slams świata jest w Bombaju! WCHODZĘ SAM do DHARAVI - czy to mądre?

"Nikt nie chce zielonego ładu” — drożyzna mimo protestów

Panchayat Executive Officer (PEO) VACANCY UPDATE II Upcoming 1501 PEO Post VACANCY

Panchayat Executive Officer (PEO) VACANCY UPDATE II Upcoming 1501 PEO Post VACANCY

Утреннее молитвенное правило

Утреннее молитвенное правило

SZOBOSZLAI WYKIWAŁ WSZYSTKICH! PEWNA WYGRANA

SZOBOSZLAI WYKIWAŁ WSZYSTKICH! PEWNA WYGRANA "THE REDS"! MARSYLIA - LIVERPOOL, SKRÓT MECZU

ବିଶ୍ୱାସର ଫଳ ||Bible Message by Bro. Bijay sabar

ବିଶ୍ୱାସର ଫଳ ||Bible Message by Bro. Bijay sabar

Po co władza włamuje się do gabinetów sędziów? | Piachem w tryby 1/2

Po co władza włamuje się do gabinetów sędziów? | Piachem w tryby 1/2

Поклонение фотографиям Шри Сатья Саи приносит благословения и чудеса

Поклонение фотографиям Шри Сатья Саи приносит благословения и чудеса

Неймовірні Українські Християнські Пісні: Ваша Духовна Подорож

Неймовірні Українські Християнські Пісні: Ваша Духовна Подорож

PAVLIDIS SIĘ MYLI, STARA DAMA NADAL W GRZE! JUVENTUS - BENFICA, SKRÓT MECZU

PAVLIDIS SIĘ MYLI, STARA DAMA NADAL W GRZE! JUVENTUS - BENFICA, SKRÓT MECZU

Jutrzenka prawdziwych rozliczeń? Sejfy w neo-KRS mówią więcej niż wszystkie konferencje razem

Jutrzenka prawdziwych rozliczeń? Sejfy w neo-KRS mówią więcej niż wszystkie konferencje razem

ପାପ କଣ? ||Odia Bible Message by -Bro.Bijay sabar

ପାପ କଣ? ||Odia Bible Message by -Bro.Bijay sabar

Pułapka Trumpa. Służby i tajemncie prezydenta.

Pułapka Trumpa. Służby i tajemncie prezydenta. "Tchórzostwo rządu" | BEZ TRYBU

🔴 NOCNA ZMIANA | KAMILA BIEDRZYCKA & DR MIROSŁAW OCZKOŚ

🔴 NOCNA ZMIANA | KAMILA BIEDRZYCKA & DR MIROSŁAW OCZKOŚ

Жизнь и революция Рамбама - урок 14

Жизнь и революция Рамбама - урок 14

© 2025 ycliper. Все права защищены.



  • Контакты
  • О нас
  • Политика конфиденциальности



Контакты для правообладателей: [email protected]