ycliper

Популярное

Музыка Кино и Анимация Автомобили Животные Спорт Путешествия Игры Юмор

Интересные видео

2025 Сериалы Трейлеры Новости Как сделать Видеоуроки Diy своими руками

Топ запросов

смотреть а4 schoolboy runaway турецкий сериал смотреть мультфильмы эдисон
Скачать

ପ୍ରଶଂସା କାହିଁକି କରିବା ||Bible message by Bro.Bijay sabar

Автор: Mu Utama Mesa Palaka

Загружено: 2026-01-17

Просмотров: 94

Описание: Topic- ପ୍ରଶଂସା କାହିଁକି କରିବା
You tube -Mu utama mesa palaka
Message by -Bro. Bijay sabar
Poster Design-Sangram parichha
=============0=================
ବିଷୟ-ପ୍ରଶଂସା କାହିଁକି କରିବା
👇
ପ୍ରିୟ ପ୍ରଭୁଙ୍କ ଲୋକ ମାନେ -
[ ] ପରମେଶ୍ୱରଙ୍କୁ ଗୌରବ ଦେବା ପାଇଁ
[ ] ପରମେଶ୍ୱରଙ୍କୁ ମହିମା ଦେବା ପାଇଁ
[ ] ପରମେଶ୍ୱରଙ୍କୁ ପ୍ରଶଂସା ଦେବା ପାଇଁ
[ ] ପରମେଶ୍ୱରଙ୍କୁ ଆରାଧନା ଓ ସ୍ତୁତି ବନ୍ଧନା କରିବା ପାଇଁ
ପ୍ରତିଦିନ ପରମେଶ୍ୱରଙ୍କୁ ପ୍ରସଂଶା ଓ ଗୌରବାନିତ କରିବାକୁ
ପରମେଶ୍ୱର ଆପଣଙ୍କୁ ଓ ମୋତେ ସୃଷ୍ଟି କରିଅଛନ୍ତି
ଜିଶାଇୟ -୪୩-୨୧
👇
ସେହି ଲୋକମାନଙ୍କୁ ଆମ୍ଭେ ଆପଣା ପ୍ରଶଂସା ବର୍ଣ୍ଣନା କରିବା ନିମନ୍ତେ ସୃଷ୍ଟି କରିଅଛୁ।
ପ୍ରଶଂସାର ଅର୍ଥ କଣ?
. ପରମେଶ୍ୱରଙ୍କୁ ସମ୍ମାନିତ କରିବା
. ପରମେଶ୍ୱରଙ୍କୁ ପୂଜା ବା ଆରାଧନା କରିବା
. ପରମେଶ୍ୱରଙ୍କୁ ଗୌରବା ନିତ କରିବା
. ପରମେଶ୍ୱରଙ୍କର ଗୁଣ ଗାନ କରିବା

ପ୍ରସଂଶା ଏବ୍ରୀ ଶବ୍ଦ-ୟାଦାହ କୁହାଯାଏ
ୟାଦାହ ର ଅର୍ଥ-ହସ୍ତ ବିସ୍ତାର କରିବା
ଅର୍ଥାତ-ମାନ୍ୟ ସହକାରେ ହସ୍ତ ବିସ୍ତାର କରିବା
ହସ୍ତ ମୁକ୍ତ କରି ସମସ୍ତ ବିଷୟକୁ ମୁକ୍ତ କରିବା
ମୁକ୍ତ ହସ୍ତରେ ଦଣ୍ଡାୟ ମାନ ହୋଇ ପରମେଶ୍ୱରଙ୍କୁ ପ୍ରଶଂସା କରିବା
👇
ପ୍ରିୟ ପ୍ରଭୁଙ୍କ ଲୋକ ମାନେ
ପରମେଶ୍ୱରଙ୍କୁ ପ୍ରଶଂସା ଦେବା ପାଇଁ ବାଇବଲ ଆମକୁ ନିର୍ଦେଶ ଦିଏ
👇
୧. ଦୂତ ମାନଙ୍କୁ ମଧ୍ୟ ପରମେଶ୍ୱରଙ୍କୁ ପ୍ରଶଂସା କରିବାକୁ ନିର୍ଦେଶ ଦିଆଯାଇଛି
ଗୀତ -୧୪୮-୨
୨. ସାଧୁ ମାନଙ୍କୁ ମଧ୍ୟ ପରମେଶ୍ୱରଙ୍କୁ ପ୍ରଶଂସା କରିବାକୁ ନିର୍ଦେଶ ଦିଆଯାଇଛି
ଗୀତ -୧୪୯-୫
୩.ସର୍ବ ଦେଶୀୟ ଲୋକ ମାନଙ୍କୁ ମଧ୍ୟ ପରମେଶ୍ୱରଙ୍କୁ ପ୍ରଶଂସା କରିବାକୁ ନିର୍ଦେଶ ଦିଆଯାଇଛି
ଗୀତ -୧୧୭-୧
୪.ଶିଶୁ ମାନଙ୍କୁ ମଧ୍ୟ ପରମେଶ୍ୱରଙ୍କୁ ପ୍ରଶଂସା କରିବାକୁ ନିର୍ଦେଶ ଦିଆଯାଇଛି
ଗୀତ -୨୧-୧୬/ଗୀତ -୮-୨
୫.ଉଛ ଓ ନିଚ୍ଛ ଲୋକ ମାନଙ୍କୁ ମଧ୍ୟ ପରମେଶ୍ୱରଙ୍କୁ ପ୍ରଶଂସା କରିବାକୁ ନିର୍ଦେଶ ଦିଆଯାଇଛି
ଗୀତ -୧୪୮-୧୧
୬.ଯୁବା ଓ ବୃଦ୍ଧା ଲୋକ ମାନଙ୍କୁ ମଧ୍ୟ ପରମେଶ୍ୱରଙ୍କୁ ପ୍ରଶଂସା କରିବାକୁ ନିର୍ଦେଶ ଦିଆଯାଇଛି
ଗୀତ -୧୪୮-୧୩
୭.ସକଳ ସୃଷ୍ଟିକୁ ମଧ୍ୟ ପରମେଶ୍ୱରଙ୍କୁ ପ୍ରଶଂସା କରିବାକୁ ନିର୍ଦେଶ ଦିଆଯାଇଛି
ଗୀତ -୧୫୦-୧
ପରମେଶ୍ୱରଙ୍କୁ କାହିଁକି ପ୍ରଶଂସା କରିବା କାରଣ କଣ?
👇
୧. ପରମେଶ୍ୱରଙ୍କ ମହାନତା ନିମନ୍ତେ -ଗୀତ -୧୪୫-୩
୨. ପରମେଶ୍ୱର ପବିତ୍ରତା ଯୋଗୁଁ -ଯାତ୍ରା -୧୫-୧୧
୩. ପରମେଶ୍ୱରଙ୍କ ପରାକ୍ରମ ଯୋଗୁଁ -ଗୀତ -୨୧-୧୩
୪. ପରମେଶ୍ୱରଙ୍କ ଉତ୍ତମତା ହେତୁ -ଗୀତ -୧୦୭-୮
୫.ପରମେଶ୍ୱରଙ୍କ କରୁଣା ହେତୁ -୨ୟ ବଂଶାବଳି-୨୦-୨୧
୬. ପରମେଶ୍ୱରଙ୍କ ବିଶ୍ଵସ୍ତତା ଓ ସତ୍ୟତା ହେତୁ -ଜିଶାଇୟ -୨୫-୧
୭. ପରମେଶ୍ୱରଙ୍କ ପରିତ୍ରାଣ କାର୍ଯ୍ୟ ସକାଶୁ-ଲୂକ -୧-୬୮-୬୯
୮. ପରମେଶ୍ୱରଙ୍କ ମହା ଆଶୁର୍ଯ୍ୟ କାର୍ଯ୍ୟ ସକାଶୁ -ଗୀତ -୧୫୦-୨
==============0===============0=========
My Video Link
👇
୧. ପରିପକ୍ୱ ବିଶ୍ୱାସୀ ଓ ଅପରିପକ୍ଵ ବିଶ୍ୱାସୀ
   • ପରିପକ୍ୱ ଓ ଅପରିପକ୍ଵ ||Odia Christian Bilbe ...  

୨.ମନୁଷ୍ୟ ଦୃଷ୍ଟିରେ ଯାହା ଅସମ୍ଭବ ଈଶ୍ୱରଙ୍କ ଦୃଷ୍ଟିରେ ସମ୍ଭବ
   • ଈଶ୍ୱରଙ୍କ ଠାରେ ସମ୍ଭବ ||Christian Odia Messa...  

୩.ବାଧ୍ୟତା ସିଦ୍ଧାନ୍ତ ଗୁଡ଼ିକ ଆମେ କିପରି ପ୍ରୟୋଗ କରିବା
   • ବାଧ୍ୟତା ସିଦ୍ଧାନ୍ତ ||Odia Christian Message...  

୪.ମଣ୍ଡଳୀରେ ୫ଟି ବିଷୟ ଥିବା ଆବଶ୍ୟକ
   • ମଣ୍ଡଳୀରେ ୫ଟି ବିଷୟ  ||Odia Christian Messag...  

୫. ଖ୍ରୀଷ୍ଟଙ୍କ ମନ ପରି ଆମେ କିପରି ପ୍ରାପ୍ତ ହେବା
   • ଖ୍ରୀଷ୍ଟଙ୍କ ମନ ||Odia Christian Message by ...  

୬. ୫ଟି ଚିକଣ ପଥର
   • ୫ଟି ଚିକଣ ପଥର||odia Christian Message by -B...  

୭.   • ଜୀବିତ ର ଉଦେଶ୍ୟ||Christian Odia Message by ...  
ପରମେଶ୍ୱର କାହିଁକି ଆମକୁ ଜୀବିତ ରଖିଛନ୍ତି

୮.   / __ଖ୍ରୀଷ୍ଟଙ୍କ   ଆଜ୍ଞା ସମୂହ
ଖ୍ରୀଷ୍ଟଙ୍କ ଆଜ୍ଞା ସମୂହ
===============0=================
#Bijayasabar
#bijaysabar
#odiachristianmessage
#Biblemessage
#Jeetulimamessage
#Niranjanturukmessage
#Kishordigalmessage
#Upendraparichamessage
#bibleviralmessage
#OdiaBiblemessage
##muutamamesapalaka
#bibleshortvideo
=====================================

Не удается загрузить Youtube-плеер. Проверьте блокировку Youtube в вашей сети.
Повторяем попытку...
ପ୍ରଶଂସା କାହିଁକି କରିବା ||Bible message by Bro.Bijay sabar

Поделиться в:

Доступные форматы для скачивания:

Скачать видео

  • Информация по загрузке:

Скачать аудио

Похожие видео

ଈଶ୍ୱରଙ୍କ ଇଚ୍ଛା ଜାଣିବା ||Odia Bible Message by-Bro-Bijay sabar

ଈଶ୍ୱରଙ୍କ ଇଚ୍ଛା ଜାଣିବା ||Odia Bible Message by-Bro-Bijay sabar

Президент выводит войска? / Спецборт срочно вылетел в Москву

Президент выводит войска? / Спецборт срочно вылетел в Москву

JYOTIRGYAN PART 4//ଜ୍ୟୋତ୍ରିଜ୍ଞ PART 4//MR PRALAYA COMEDY//MR GULUA COMEDY//ODIACOMEDY//PRALUCOMEDY//

JYOTIRGYAN PART 4//ଜ୍ୟୋତ୍ରିଜ୍ଞ PART 4//MR PRALAYA COMEDY//MR GULUA COMEDY//ODIACOMEDY//PRALUCOMEDY//

НАТАЛЬЯ БЕХТЕРЕВА: Главный секрет ЗДОРОВЫХ НОГ, о котором молчат врачи?!

НАТАЛЬЯ БЕХТЕРЕВА: Главный секрет ЗДОРОВЫХ НОГ, о котором молчат врачи?!

Mun Kalia Rajara Praja - Audio Jukebox | Best Of Jagannatha Bhajan | Odia Bhajan Hits | Bhakti Song

Mun Kalia Rajara Praja - Audio Jukebox | Best Of Jagannatha Bhajan | Odia Bhajan Hits | Bhakti Song

ବିଶ୍ୱାସର ଫଳ ||Bible Message by Bro. Bijay sabar

ବିଶ୍ୱାସର ଫଳ ||Bible Message by Bro. Bijay sabar

Утреннее молитвенное правило

Утреннее молитвенное правило

NAWROCKI MIAŻDŻY TUSKA: nie będę łamał Konstytucji tak jak oni! | Gość Dzisiaj

NAWROCKI MIAŻDŻY TUSKA: nie będę łamał Konstytucji tak jak oni! | Gość Dzisiaj

Почему «хороших» людей не уважают? Сделайте это, и вас зауважает даже самый гордый!

Почему «хороших» людей не уважают? Сделайте это, и вас зауважает даже самый гордый!

ନୂତନ ବର୍ଷ ପାଳନ କରିବା ଉଚିତ୍ କି ? Should we celebrate the New Year?  Rev. Kc digal

ନୂତନ ବର୍ଷ ପାଳନ କରିବା ଉଚିତ୍ କି ? Should we celebrate the New Year? Rev. Kc digal

Thukulu Thakulu + Aa Aa Re Bai Chadei & More Odia Cartoon Song | Sishu Batika | Salman Creation

Thukulu Thakulu + Aa Aa Re Bai Chadei & More Odia Cartoon Song | Sishu Batika | Salman Creation

Po co władza włamuje się do gabinetów sędziów? | Piachem w tryby 2/2

Po co władza włamuje się do gabinetów sędziów? | Piachem w tryby 2/2

ନୂତନ ଜୀବନ ||Odia Bible Message by-Bro. Bijay sabar

ନୂତନ ଜୀବନ ||Odia Bible Message by-Bro. Bijay sabar

Секрет Еврейского спокойствия: Как перестать переживать и начать жить!

Секрет Еврейского спокойствия: Как перестать переживать и начать жить!

SUPERHIT FULL FILM - GANGA JAMUNA  - ଗଙ୍ଗା ଯମୁନା | Odia Full Film | Sidhanta,Rachana,Mihir Das,Hara

SUPERHIT FULL FILM - GANGA JAMUNA - ଗଙ୍ଗା ଯମୁନା | Odia Full Film | Sidhanta,Rachana,Mihir Das,Hara

Правду скрывают, чтобы не вызвать панику. Открытие Петра Гаряева

Правду скрывают, чтобы не вызвать панику. Открытие Петра Гаряева

Поклонение фотографиям Шри Сатья Саи приносит благословения и чудеса

Поклонение фотографиям Шри Сатья Саи приносит благословения и чудеса

Мазхабы: следовать или нет? Разбор без фанатизма

Мазхабы: следовать или нет? Разбор без фанатизма

Спросили «Как дела?» — МОЛЧИ! Ты теряешь силу | Мудрость Тибета

Спросили «Как дела?» — МОЛЧИ! Ты теряешь силу | Мудрость Тибета

21.01.2026. Літургія. Післясвято Богоявлення

21.01.2026. Літургія. Післясвято Богоявлення

© 2025 ycliper. Все права защищены.



  • Контакты
  • О нас
  • Политика конфиденциальности



Контакты для правообладателей: [email protected]