ବିଶ୍ୱାସର ଫଳ ||Bible Message by Bro. Bijay sabar
Автор: Mu Utama Mesa Palaka
Загружено: 2026-01-19
Просмотров: 133
Описание:
ବିଷୟ -ବିଶ୍ୱାସର ଫଳ
Message by-Bijay sabar
You tube -Mu Utama Mesa Palaka
poster Design-Sangram parichha
Please, Subscribe, Like, Share, Comment &Support
==========0================
କାହିଁକି ଆମେ ପ୍ରଭୁ ଯୀଶୁଙ୍କୁ ବିଶ୍ୱାସ କରିବା
-----------------===0------------------------
👉ବିଶ୍ୱାସ କରିବା ଦ୍ୱାରା ଆମେ କଣ ମିଳିବା ବା ପାଇବା
👇
୧.*ପ୍ରଥମ ବିଷୟ*-ଆମେ ପାପ କ୍ଷମା ପାଇବା
_ବାକ୍ୟ କହେ*ଯାକୁବ-୫-୧୫
👇
-ବିଶ୍ୱାସଯୁକ୍ତ ପ୍ରାର୍ଥନା ସେହି ରୋଗୀକୁ ରକ୍ଷା କରିବ, ପୁଣି, ପ୍ରଭୁ ତାହାକୁ ଉଠାଇବେ ଆଉ ଯଦି ସେ ପାପ କରିଥାଏ, ତାହାହେଲେ ତାହାକୁ କ୍ଷମା ଦିଆଯିବ।
ଦ୍ୱତୀୟ ବିଷୟ- ଆମେ ତାଙ୍କର ସନ୍ତାନର ଅଧିକାର ପାଇବା
ବାକ୍ୟ କହେ ଯୋହନ -୧-୧୨
👇
ମାତ୍ର ଯେତେ ଲୋକ ତାହାଙ୍କୁ ଗ୍ରହଣ କଲେ, ଅର୍ଥାତ୍, ଯେଉଁମାନେ ତାହାଙ୍କ ନାମରେ ବିଶ୍ୱାସ କଲେ, ସେ ସମସ୍ତଙ୍କୁ ସେ ଈଶ୍ବରଙ୍କ ସନ୍ତାନ ହେବା ନିମନ୍ତେ ଅଧିକାର ଦେଲେ;
*ତୃତୀୟ ବିଷୟ*-ଅନନ୍ତ ଜୀବନର ଅଧିକାରୀ ହେବା
ବାକ୍ୟ କହେ-ଯୋହନ-୩-୧୬
କାରଣ ଈଶ୍ବର ଜଗତକୁ ଏଡ଼େ ପ୍ରେମ କଲେ ଯେ, ସେ ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ, ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ
*ଚତୃର୍ଥ ବିଷୟ*-ଆମେ ଧାର୍ମିକତା ଅଧିକାରୀ ହେବା ବା ଗଣନା ହେବା
ବାକ୍ୟ କହେ -ଆଦି ପୁସ୍ତକ-୧୫-୬
👇
ସେତେବେଳେ ଅବ୍ରାମ ସଦାପ୍ରଭୁଙ୍କଠାରେ ବିଶ୍ୱାସ କରନ୍ତେ, ସେ ତାଙ୍କ ପକ୍ଷରେ ତାକୁ ଧାର୍ମିକତା ବୋଲି ଗଣନା କଲେ।
*ପଞ୍ଚମ ବିଷୟ*-ଆମେ ସୁରକ୍ଷା ପାଇବା ବା ଉଦ୍ଧାର ପାଇବା
ବାକ୍ୟ କହେ -୨. ଥିମତୀ-୧-୧୨
👇
ଏହି କାରଣ ଯୋଗୁଁ ମୁଁ ଏହିସବୁ ମଧ୍ୟ ଦୁଃଖଭୋଗ କରୁଅଛି; ତଥାପି ମୁଁ ଲଜ୍ଜିତ ନୁହେଁ, କାରଣ ମୁଁ ଯାହାଙ୍କଠାରେ ବିଶ୍ୱାସ କରିଅଛି, ତାହାଙ୍କୁ ଜାଣେ, ପୁଣି, ମୁଁ ତାହାଙ୍କ ହାତରେ ଯାହା ସମର୍ପଣ କରିଅଛି, ତାହା ମହାଦିନd ପର୍ଯ୍ୟନ୍ତ ସୁରକ୍ଷା କରିବାକୁ ସେ ଯେ ସମର୍ଥ ଅଟନ୍ତି, ଏହା ଦୃଢ଼ରୂପେ ବିଶ୍ୱାସ କରୁଅଛି।
👉ଏହି ପରି ଯୀଶୁଙ୍କ ଠାରେ ବିଶ୍ୱାସ କରିବା ଆମେ ଏହି ସବୁ ଆଶୀର୍ବାଦ ମିଳିବା
ତେଣୁ ଆସୁ ଆମେ ସମସ୍ତେ ଅବିଶ୍ୱାସୀ ନ ହୋଇ ଯୀଶୁଙ୍କ ଠାରେ ବିଶ୍ୱାସ ରହି ସ୍ଥିର ରହିବା
👉ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ
===================0=================
💐My Video Link💐
👇
୧. ପରିପକ୍ୱ ବିଶ୍ୱାସୀ ଓ ଅପରିପକ୍ଵ ବିଶ୍ୱାସୀ
• ପରିପକ୍ୱ ଓ ଅପରିପକ୍ଵ ||Odia Christian Bilbe ...
୨.ମନୁଷ୍ୟ ଦୃଷ୍ଟିରେ ଯାହା ଅସମ୍ଭବ ଈଶ୍ୱରଙ୍କ ଦୃଷ୍ଟିରେ ସମ୍ଭବ
• ଈଶ୍ୱରଙ୍କ ଠାରେ ସମ୍ଭବ ||Christian Odia Messa...
୩.ବାଧ୍ୟତା ସିଦ୍ଧାନ୍ତ ଗୁଡ଼ିକ ଆମେ କିପରି ପ୍ରୟୋଗ କରିବା
• ବାଧ୍ୟତା ସିଦ୍ଧାନ୍ତ ||Odia Christian Message...
୪.ମଣ୍ଡଳୀରେ ୫ଟି ବିଷୟ ଥିବା ଆବଶ୍ୟକ
• ମଣ୍ଡଳୀରେ ୫ଟି ବିଷୟ ||Odia Christian Messag...
୫. ଖ୍ରୀଷ୍ଟଙ୍କ ମନ ପରି ଆମେ କିପରି ପ୍ରାପ୍ତ ହେବା
• ଖ୍ରୀଷ୍ଟଙ୍କ ମନ ||Odia Christian Message by ...
୬. ୫ଟି ଚିକଣ ପଥର
• ୫ଟି ଚିକଣ ପଥର||odia Christian Message by -B...
୭. • ଜୀବିତ ର ଉଦେଶ୍ୟ||Christian Odia Message by ...
ପରମେଶ୍ୱର କାହିଁକି ଆମକୁ ଜୀବିତ ରଖିଛନ୍ତି
୮. / __ଖ୍ରୀଷ୍ଟଙ୍କ ଆଜ୍ଞା ସମୂହ
ଖ୍ରୀଷ୍ଟଙ୍କ ଆଜ୍ଞା ସମୂହ
===============0=================
#Bijayasabar
#bijaysabar
#odiachristianmessage
#Biblemessage
#Jeetulimamessage
#Niranjanturukmessage
#Kishordigalmessage
#Upendraparichamessage
#bibleviralmessage
#OdiaBiblemessage
##muutamamesapalaka
#bibleshortvideo
=====================================
Повторяем попытку...
Доступные форматы для скачивания:
Скачать видео
-
Информация по загрузке: