ଆସ୍କା ଘୋଡ଼ାର ଦାମ୍ କେତେ?Horse Trading Allegations Rock Aska MLA Vote Debate Rajya Sabha Election 2026
Автор: Odisha News Now
Загружено: 2026-03-13
Просмотров: 3114
Описание:
ଓଡ଼ିଶାରେ ରାଜ୍ୟସଭା ନିର୍ବାଚନକୁ ନେଇ ରାଜନୀତି ଗରମ। ୪ଟି ଆସନ ପାଇଁ ୫ ଜଣ ପ୍ରାର୍ଥୀ ମଞ୍ଚରେ ଥିବା ବେଳେ ଚତୁର୍ଥ ଆସନକୁ ନେଇ ଚର୍ଚ୍ଚା ତେଜ। ଆସ୍କା ବିଧାୟକ କାହାକୁ ଭୋଟ୍ ଦେବେ ତାହାକୁ ନେଇ ଅଙ୍କକଷା ଚାଲିଛି। ଦିଲ୍ଲୀପ ରାୟ ଓ ଦତ୍ତେଶ୍ୱର ହୋତାଙ୍କ ମଧ୍ୟରେ କଡ଼ା ଟକ୍କର ସମ୍ଭାବନା। ରାଜ୍ୟସଭା ରେସ୍ କେଉଁ ଦିଗକୁ ଘୁଞ୍ଚିବ? ଦେଖନ୍ତୁ ଏହି ଖବର। #rajyasabhaelection #askamla #horsetrading #politicalnews #breakingnews #odishaupdate #breakup #thursdaymotivation #regionalweather
#onlinegaming #politicalcontroversy #rajyasabhapoll #politicaldebate #assemblypolitics #newsanalysis #politicaldrama #viralpolitics #odishapoliticalnews #rajyasabhapolls #rajyasabhacrossvoting #odishanewsnow
Повторяем попытку...
Доступные форматы для скачивания:
Скачать видео
-
Информация по загрузке: