ମଟନ ପାଇଁ ମାଡ଼ !ରାଜା ସ୍ୱାଇଁଙ୍କ ପୁଅ ବାହାଘରେ ଅବ୍ୟବସ୍ଥା |Chaos at BJD MLA Raja Swain’s Son Wedding Feast
Автор: Odisha News Now
Загружено: 2026-03-14
Просмотров: 1008
Описание: କଟକ ବାଲିଯାତ୍ରା ପାଡିଆରେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ (ରାଜା ସ୍ୱାଇଁ)ଙ୍କ ପୁଅ ବାହାଘର ଭୋଜିରେ ଦେଖିବାକୁ ମିଳିଲା ଅବ୍ୟବସ୍ଥା। ହଜାର ହଜାର ଲୋକ ଯୋଗ ଦେଇଥିବା ବେଳେ ଖାଇବା ପାଇଁ ଠେଲାପେଲା ହୋଇଥିଲା ଓ ଅନେକେ ହଇରାଣ ହୋଇଥିଲେ। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। #rajaswain #ranendrapratapswain #weddingfeast #viralvideo #crowdchaos #breakingnews #cuttack #weddingchaos #latestnews #foodrush #politicalnews #odishanewsnow #trendingnews #weddingchaos
Повторяем попытку...
Доступные форматы для скачивания:
Скачать видео
-
Информация по загрузке: