ଦିଲ୍ଲୀପଙ୍କ ପାଇଁ ଭୋଟ୍ ମାଗିଲେ ବିଜେଡି ନେତା || Rajya Sabha Election || Dilip Ray || Odisha Reporter
Автор: Odisha Reporter
Загружено: 2026-03-13
Просмотров: 14382
Описание:
#ଦିଲ୍ଲୀପଙ୍କ_ପାଇଁ_ଭୋଟ୍_ମାଗିଲେ_ବିଜେଡି_ନେତା
ରାଜ୍ୟସଭା ନିର୍ବାଚନରେ ସ୍ଵାଧୀନ ପ୍ରାର୍ଥୀ ହୋଇଥିବା ଦିଲ୍ଲୀପ ରାୟଙ୍କୁ ବିଧାୟକ ମାନେ ବିବେକ ଅନୁଯାୟୀ ଭୋଟ ଦେବାକୁ ନିବେଦନ କରିଛନ୍ତି ପୁରୀର ପୂର୍ବତନ ନଗରପାଳ ତଥା ବିଜେଡ଼ିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୌରହରି ପ୍ରଧାନ । ସେ ଯୁକ୍ତି ଦର୍ଶାଇଛନ୍ତି ଯେ ଦିଲ୍ଲୀପ ରାୟ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ମାନସ ପୁତ୍ର । ସେ ଜନତା ଦଳର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ। ସେ ରାଜ୍ୟସଭା ସାଂସଦ ହୋଇ ଗଲେ ଦିଲ୍ଲୀରେ ଓଡ଼ିଶାର ସ୍ଵର ଆହୁରି ଶାଣିତ ହେବ ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter #OdishaReporter #gouraharipradhan #RajyaSabhaElection #puri #DillipRay
Повторяем попытку...
Доступные форматы для скачивания:
Скачать видео
-
Информация по загрузке: