ycliper

Популярное

Музыка Кино и Анимация Автомобили Животные Спорт Путешествия Игры Юмор

Интересные видео

2025 Сериалы Трейлеры Новости Как сделать Видеоуроки Diy своими руками

Топ запросов

смотреть а4 schoolboy runaway турецкий сериал смотреть мультфильмы эдисон
Скачать

ଯିଏ ପ୍ରଭୁଙ୍କ ଗୁଣ ଗାନ କରେ, ସେ କିଏ? ପୁରାଣ ମତେ ତାଙ୍କର ମହିମା | Jay Jagannath TV

Автор: JAY JAGANNATH TV

Загружено: 2025-04-22

Просмотров: 34379

Описание: ପ୍ରଭୁଙ୍କ ଗୁଣ ଗାନ କରିବା ସେଇ ପରମ ପୂଣ୍ୟ କାର୍ଯ୍ୟ ଯାହା ଜୀବନକୁ ପବିତ୍ର କରେ। ଏହି ଭିଡିଓରେ ଆପଣ ଜାଣିପାରିବେ – ଯିଏ ଭକ୍ତି ସହିତ ପ୍ରଭୁଙ୍କ ଗୁଣ ଗାନ କରେ, ତାଙ୍କୁ ଶାସ୍ତ୍ର ଏବଂ ପୁରାଣ କେମିତି ବର୍ଣ୍ଣନା କରିଛନ୍ତି? ସେ ତାଙ୍କୁ କେତେ ପ୍ରଭୁନିଷ୍ଠ ଭାବରେ ଦେଖନ୍ତି?

🔔 ଏହି ଭିଡିଓ ଆପଣଙ୍କୁ ଦେବଭକ୍ତିର ଗଭୀର ଅର୍ଥ ବୁଝାଇବ। ଦେଖନ୍ତୁ, ଶୁଣନ୍ତୁ ଏବଂ ଅନୁଭବ କରନ୍ତୁ ପ୍ରଭୁ ନାମ ଗୁଣଗାନର ଅଦ୍ୱିତୀୟ ଶକ୍ତି।

🙏 ଏଭଳି ଧାର୍ମିକ ଭିଡିଓ ପାଇଁ ଆମ Jay Jagannath TV ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।


"ଜୟ ଜଗନ୍ନାଥ ଟିଭି" ଚାନେଲ୍ କେବଳ DTH କିମ୍ବା କେବୁଲ୍ ମାଧ୍ୟମରେ ନିଜ ଟିଭି ପରଦାରେ ଦେଖିପାରିବେ ।
DTH Channel Nos : TATAPLAY-1799, Dish TV -1397,
Airtel -615, Sun Direct-490 ,D2H -1397
Also available on all cable networks.
ଚାନେଲ୍ ଦେଖି ପାରୁନଥିଲେ WhatsApp କରନ୍ତୁ - 6372804618

"ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀ ରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି,ଶ୍ରୀକ୍ଷେତ୍ରରୁ ଭକ୍ତଙ୍କ ଅନୁଭୂତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ର ସିଧା ପ୍ରସାରଣ I ଏହି ଚାନେଲ ରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧା ପ୍ରସାରଣ ଦେଖି ପାରିବେ I

"ଜୟ ଜଗନ୍ନାଥ ଟିଭି" ହେଉଛି ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କ ର ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀଜଗନ୍ନାଥ ଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି...ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନା କୁ ବିଶ୍ୱ ଦରବାର ରେ ପ୍ରତିଷ୍ଠିତ କରିବା I
ଜୟ ଜଗନ୍ନାଥ🙏🙏🙏

Also, visit our other social media pages :
Facebook: https://bit.ly/3kxvE7A
Instagram: https://bit.ly/3KEpYDF
YouTube: https://bit.ly/3KAQeyD
Twitter: https://bit.ly/38JpX3U

#bhagabatakatha #jayjagannathtv #namitaagrawal #sidharthtv #sitaramagrawal #patitapaban_arati #jayjagannathtv #namitaagrawal #srimandiradarshan #flagchange #patakalagidarshan #mangalaratidarshansrijagannathtemple #mangalaalati #sidharthtv #sitaramagrawal #patitapaban_arati #purilive #পুরিজগন্নাথ #जगन्नाथ #jagannathpurilive #पुरीजगन्नाथ #जगन्नाथधाम #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम

Не удается загрузить Youtube-плеер. Проверьте блокировку Youtube в вашей сети.
Повторяем попытку...
ଯିଏ ପ୍ରଭୁଙ୍କ ଗୁଣ ଗାନ କରେ, ସେ କିଏ? ପୁରାଣ ମତେ ତାଙ୍କର ମହିମା | Jay Jagannath TV

Поделиться в:

Доступные форматы для скачивания:

Скачать видео

  • Информация по загрузке:

Скачать аудио

Похожие видео

భాగవత కథలు (జడ భరతుడు)

భాగవత కథలు (జడ భరతుడు)

ଭଗବାନ ଙ୍କୁ ଡାକିବାର ସମୟ ? | ପ୍ରବକ୍ତା - ବାବାଜୀ ଅମୃତାନନ୍ଦ

ଭଗବାନ ଙ୍କୁ ଡାକିବାର ସମୟ ? | ପ୍ରବକ୍ତା - ବାବାଜୀ ଅମୃତାନନ୍ଦ

ଗାଇ ପରିସ୍ରାରେ ସ୍ନାନ କଲେ କଣ ମିଳେ ପୁଣ୍ୟ ଫଳ? ମହନ୍ତ ଶ୍ରୀ ଚିନ୍ମୟ ଦାସଙ୍କ ଦିବ୍ୟ ବ୍ୟାଖ୍ୟା | Jay Jagannath TV

ଗାଇ ପରିସ୍ରାରେ ସ୍ନାନ କଲେ କଣ ମିଳେ ପୁଣ୍ୟ ଫଳ? ମହନ୍ତ ଶ୍ରୀ ଚିନ୍ମୟ ଦାସଙ୍କ ଦିବ୍ୟ ବ୍ୟାଖ୍ୟା | Jay Jagannath TV

ଭାଗବତ ସପ୍ତାହ - Bhagabata Saptaha | ଦ୍ୱିତୀୟ ଦିନ - Mahanta Chinmaya Das Ji Maharaj | Odia Bhagabata

ଭାଗବତ ସପ୍ତାହ - Bhagabata Saptaha | ଦ୍ୱିତୀୟ ଦିନ - Mahanta Chinmaya Das Ji Maharaj | Odia Bhagabata

द्वादश ज्योतिर्लिंग कथा: जीवन के सारे कष्ट दूर होंगे #bhakti #mahadev #jyotirlinga #anwaratsanatan 🙏

द्वादश ज्योतिर्लिंग कथा: जीवन के सारे कष्ट दूर होंगे #bhakti #mahadev #jyotirlinga #anwaratsanatan 🙏

ନୀଳମାଧବ ଦିବ୍ୟ ଦର୍ଶନ । ଶ୍ରୀ ଜଗନ୍ନାଥଙ୍କ ପ୍ରବଚନ । ପ୍ରବକ୍ତା ସତ୍ୟାନନ୍ଦ ଦାସ। ଜୟ ଜଗନ୍ନାଥ

ନୀଳମାଧବ ଦିବ୍ୟ ଦର୍ଶନ । ଶ୍ରୀ ଜଗନ୍ନାଥଙ୍କ ପ୍ରବଚନ । ପ୍ରବକ୍ତା ସତ୍ୟାନନ୍ଦ ଦାସ। ଜୟ ଜଗନ୍ନାଥ

କଳିଯୁଗରେ ମଣିଷ ଜାଣିପାଗେଳା ! କାହିଁକି ଏମିତି ଅବସ୍ଥା ? ଧାର୍ମିକ ଦୃଷ୍ଟିକୋଣରୁ ବ୍ୟାଖ୍ୟା | Jay Jagannath TV

କଳିଯୁଗରେ ମଣିଷ ଜାଣିପାଗେଳା ! କାହିଁକି ଏମିତି ଅବସ୍ଥା ? ଧାର୍ମିକ ଦୃଷ୍ଟିକୋଣରୁ ବ୍ୟାଖ୍ୟା | Jay Jagannath TV

ଶ୍ରୀମଦ、 ଭାଗବତ କଥା ,ନୟାଗଡ଼ --ସପ୍ତମ   ଦିବସ    |  Live Nayagad Bhagavat katha--Day 07

ଶ୍ରୀମଦ、 ଭାଗବତ କଥା ,ନୟାଗଡ଼ --ସପ୍ତମ ଦିବସ | Live Nayagad Bhagavat katha--Day 07

ମନୁଷ୍ୟ କିଏ || ଶ୍ରଦ୍ଧାନନ୍ଦଗିରି || @SwamiShradhanandaGiri ​

ମନୁଷ୍ୟ କିଏ || ଶ୍ରଦ୍ଧାନନ୍ଦଗିରି || @SwamiShradhanandaGiri ​

ମଙ୍ଗଳ ଆଳତୀ ଦର୍ଶନ (24-dec) | Today's Live Mangala Alati - Puri Jagannath Temple | Jay Jagannath Tv

ମଙ୍ଗଳ ଆଳତୀ ଦର୍ଶନ (24-dec) | Today's Live Mangala Alati - Puri Jagannath Temple | Jay Jagannath Tv

ମଣିଷ  କଣ କଲେ ମୁଢ  ଜନ୍ମ ପାଏ ? // ବାବାଜୀ ଅମୃତାନନ୍ଦ ଦାସ //ଭାଗବତ କଥା//dt odia story//satgyana

ମଣିଷ କଣ କଲେ ମୁଢ ଜନ୍ମ ପାଏ ? // ବାବାଜୀ ଅମୃତାନନ୍ଦ ଦାସ //ଭାଗବତ କଥା//dt odia story//satgyana

Shrimad Bhagwat Katha || Tarapur Dharmagarh|| Day 1 || Pujya Shri Chinmay Das ji Maharaj | vrindavan

Shrimad Bhagwat Katha || Tarapur Dharmagarh|| Day 1 || Pujya Shri Chinmay Das ji Maharaj | vrindavan

ଶାସ୍ତ୍ର କୁହେ କଳି ବାସ କରନ୍ତି ଏହି 4ଟି ଜାଗାରେ ! ଆପଣ ଜାଣନ୍ତି କି ? Jay Jagannath TV

ଶାସ୍ତ୍ର କୁହେ କଳି ବାସ କରନ୍ତି ଏହି 4ଟି ଜାଗାରେ ! ଆପଣ ଜାଣନ୍ତି କି ? Jay Jagannath TV

ମହାପ୍ରଭୁ କାହିଁକି ଗୀତଗୋବିନ୍ଦକୁ ସବୁବେଳେ ଧାରଣ କରନ୍ତି

ମହାପ୍ରଭୁ କାହିଁକି ଗୀତଗୋବିନ୍ଦକୁ ସବୁବେଳେ ଧାରଣ କରନ୍ତି

ପ୍ରେମ ଓ ଭକ୍ତି ପ୍ରଭୁଙ୍କ ଦୃଷ୍ଟିରେ କିଏ ଶ୍ରେଷ୍ଠ ? ଶୁଣନ୍ତୁ ମହନ୍ତ ଶ୍ରୀ ଚିନ୍ମୟ ଦାସଙ୍କ ଅନୁଭୂତିମୟ ବ୍ୟାଖ୍ୟା

ପ୍ରେମ ଓ ଭକ୍ତି ପ୍ରଭୁଙ୍କ ଦୃଷ୍ଟିରେ କିଏ ଶ୍ରେଷ୍ଠ ? ଶୁଣନ୍ତୁ ମହନ୍ତ ଶ୍ରୀ ଚିନ୍ମୟ ଦାସଙ୍କ ଅନୁଭୂତିମୟ ବ୍ୟାଖ୍ୟା

ଭାଗବତ ସପ୍ତାହ - Bhagabata Saptaha | ଷଷ୍ଠ ଦିନ - Mahanta Chinmaya Das Ji Maharaj | Odia Bhagabata

ଭାଗବତ ସପ୍ତାହ - Bhagabata Saptaha | ଷଷ୍ଠ ଦିନ - Mahanta Chinmaya Das Ji Maharaj | Odia Bhagabata

ଭାଗବତ ସପ୍ତାହ || ସତ୍ୟାନନ୍ଦ ଦାସ || DAY-7 || Tirtol || WC BHAKTI

ଭାଗବତ ସପ୍ତାହ || ସତ୍ୟାନନ୍ଦ ଦାସ || DAY-7 || Tirtol || WC BHAKTI

ନମିତା ଅଗ୍ରୱାଲଙ୍କ କଣ୍ଠରେ ଓଡ଼ିଆ ଭାଗବତ ପ୍ରଥମ ସ୍କନ୍ଧର ୧୫ ଅଧ୍ୟାୟ | Jay Jagannath TV

ନମିତା ଅଗ୍ରୱାଲଙ୍କ କଣ୍ଠରେ ଓଡ଼ିଆ ଭାଗବତ ପ୍ରଥମ ସ୍କନ୍ଧର ୧୫ ଅଧ୍ୟାୟ | Jay Jagannath TV

APANABI KANDIBE THARE SUNILE AMITI PRABACHAN!!@BHABADIBAKAR

APANABI KANDIBE THARE SUNILE AMITI PRABACHAN!!@BHABADIBAKAR

Odia Spiritual Podcast | ବଣରେ  FILTER COFFEE ! I Jagannath, Dharma & Inner Peace | Episode -2

Odia Spiritual Podcast | ବଣରେ FILTER COFFEE ! I Jagannath, Dharma & Inner Peace | Episode -2

© 2025 ycliper. Все права защищены.



  • Контакты
  • О нас
  • Политика конфиденциальности



Контакты для правообладателей: [email protected]