ycliper

Популярное

Музыка Кино и Анимация Автомобили Животные Спорт Путешествия Игры Юмор

Интересные видео

2025 Сериалы Трейлеры Новости Как сделать Видеоуроки Diy своими руками

Топ запросов

смотреть а4 schoolboy runaway турецкий сериал смотреть мультфильмы эдисон
Скачать

ପ୍ରେମ ଓ ଭକ୍ତି ପ୍ରଭୁଙ୍କ ଦୃଷ୍ଟିରେ କିଏ ଶ୍ରେଷ୍ଠ ? ଶୁଣନ୍ତୁ ମହନ୍ତ ଶ୍ରୀ ଚିନ୍ମୟ ଦାସଙ୍କ ଅନୁଭୂତିମୟ ବ୍ୟାଖ୍ୟା

Jay Jagannath Odia

Puri Jagannath

Namita agrawal

jay jagannath tv

jai jagannath tv

jai jagannath tv channel

Ajira DwaraphitaNiti

Ajira PatakalagiNiti

PatitapabanaDarshana

ajira mangalaalati

jay jagannath tv Live

bhaktankaanubhuti puri

Ratha Jatra Live

Bahuda Jatra Live

Sunabesa Live

Ekadashi Mahadipa Live

namita agrawal bhajan

sitaram agrawal

jay jagannth channel

jay jagannath

jai jagannath

jay jagannath live

SEBA O SEBAKA

Автор: JAY JAGANNATH TV

Загружено: 2025-04-25

Просмотров: 8407

Описание: ପ୍ରେମ ଓ ଭକ୍ତି – ଏହି ଦୁଇଟି ଶବ୍ଦ ଆଧ୍ୟାତ୍ମିକ ଜଗତରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ପ୍ରଭୁଙ୍କ ଦୃଷ୍ଟିରେ କିଏ ଅଧିକ ଶ୍ରେଷ୍ଠ? ପ୍ରେମ କି ଭକ୍ତି? ଏହି ଭିଡିଓରେ ଶୁଣନ୍ତୁ ମହନ୍ତ ଶ୍ରୀ ଚିନ୍ମୟ ଦାସଙ୍କ ଅନୁଭୂତିମୟ ବ୍ୟାଖ୍ୟା। ଆସନ୍ତୁ ଆମେ ଜାଣିବା ଯେ ପ୍ରଭୁ କାହାର ଭାବକୁ ଅଧିକ ଗ୍ରହଣ କରନ୍ତି।

Jay Jagannath TV ଚ୍ୟାନେଲକୁ ସବ୍ସକ୍ରାଇବ କରନ୍ତୁ ଓ ନିତ୍ୟ ଭାବେ ଦେବୀ ଦେବତାଙ୍କ ଗୁଣଗାନ ଶୁଣନ୍ତୁ।

"ଜୟ ଜଗନ୍ନାଥ ଟିଭି" ଚାନେଲ୍ କେବଳ DTH କିମ୍ବା କେବୁଲ୍ ମାଧ୍ୟମରେ ନିଜ ଟିଭି ପରଦାରେ ଦେଖିପାରିବେ ।
DTH Channel Nos : TATAPLAY-1799, Dish TV -1397,
Airtel -615, Sun Direct-490 ,D2H -1397
Also available on all cable networks.
ଚାନେଲ୍ ଦେଖି ପାରୁନଥିଲେ WhatsApp କରନ୍ତୁ - 6372804618

"ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀ ରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି,ଶ୍ରୀକ୍ଷେତ୍ରରୁ ଭକ୍ତଙ୍କ ଅନୁଭୂତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ର ସିଧା ପ୍ରସାରଣ I ଏହି ଚାନେଲ ରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧା ପ୍ରସାରଣ ଦେଖି ପାରିବେ I

"ଜୟ ଜଗନ୍ନାଥ ଟିଭି" ହେଉଛି ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କ ର ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀଜଗନ୍ନାଥ ଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି...ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନା କୁ ବିଶ୍ୱ ଦରବାର ରେ ପ୍ରତିଷ୍ଠିତ କରିବା I
ଜୟ ଜଗନ୍ନାଥ🙏🙏🙏

Also, visit our other social media pages :
Facebook: https://bit.ly/3kxvE7A
Instagram: https://bit.ly/3KEpYDF
YouTube: https://bit.ly/3KAQeyD
Twitter: https://bit.ly/38JpX3U

#jayjagannathtv #namitaagrawal #sidharthtv #sitaramagrawal #patitapaban_arati #jayjagannathtv #namitaagrawal #srimandiradarshan #flagchange #patakalagidarshan #mangalaratidarshansrijagannathtemple #mangalaalati #sidharthtv #sitaramagrawal #patitapaban_arati #purilive #পুরিজগন্নাথ #जगन्नाथ #jagannathpurilive #पुरीजगन्नाथ #जगन्नाथधाम #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम

Не удается загрузить Youtube-плеер. Проверьте блокировку Youtube в вашей сети.
Повторяем попытку...
ପ୍ରେମ ଓ ଭକ୍ତି ପ୍ରଭୁଙ୍କ ଦୃଷ୍ଟିରେ କିଏ ଶ୍ରେଷ୍ଠ ? ଶୁଣନ୍ତୁ ମହନ୍ତ ଶ୍ରୀ ଚିନ୍ମୟ ଦାସଙ୍କ ଅନୁଭୂତିମୟ ବ୍ୟାଖ୍ୟା

Поделиться в:

Доступные форматы для скачивания:

Скачать видео

  • Информация по загрузке:

Скачать аудио

Похожие видео

ଭାଗବତ ସପ୍ତାହ - Bhagabata Saptaha | ଦ୍ୱିତୀୟ ଦିନ - Mahanta Chinmaya Das Ji Maharaj | Odia Bhagabata

ଭାଗବତ ସପ୍ତାହ - Bhagabata Saptaha | ଦ୍ୱିତୀୟ ଦିନ - Mahanta Chinmaya Das Ji Maharaj | Odia Bhagabata

ମହାପ୍ରଭୁ କାହିଁକି ଗୀତଗୋବିନ୍ଦକୁ ସବୁବେଳେ ଧାରଣ କରନ୍ତି

ମହାପ୍ରଭୁ କାହିଁକି ଗୀତଗୋବିନ୍ଦକୁ ସବୁବେଳେ ଧାରଣ କରନ୍ତି

ଗାଇ ପରିସ୍ରାରେ ସ୍ନାନ କଲେ କଣ ମିଳେ ପୁଣ୍ୟ ଫଳ? ମହନ୍ତ ଶ୍ରୀ ଚିନ୍ମୟ ଦାସଙ୍କ ଦିବ୍ୟ ବ୍ୟାଖ୍ୟା | Jay Jagannath TV

ଗାଇ ପରିସ୍ରାରେ ସ୍ନାନ କଲେ କଣ ମିଳେ ପୁଣ୍ୟ ଫଳ? ମହନ୍ତ ଶ୍ରୀ ଚିନ୍ମୟ ଦାସଙ୍କ ଦିବ୍ୟ ବ୍ୟାଖ୍ୟା | Jay Jagannath TV

ଦ୍ଵିତିକୃଷ୍ଣଙ୍କ ସଂପୂର୍ଣ୍ଣ ପ୍ରବଚନ କଣ କଲେ ଆମର ଉନ୍ନତି ହେବ ||Dwitikrushna nka Sampurna prabachana

ଦ୍ଵିତିକୃଷ୍ଣଙ୍କ ସଂପୂର୍ଣ୍ଣ ପ୍ରବଚନ କଣ କଲେ ଆମର ଉନ୍ନତି ହେବ ||Dwitikrushna nka Sampurna prabachana

ସମୁଦ୍ର କେମିତି ସୃଷ୍ଟି ହେଲା ନାମ ମନୋଜ ପ୍ରଧାନ ଶ୍ରୀ ଜଗନ୍ନାଥ କଥା ଶ୍ରୀକ୍ଷେତ୍ର ପୁରୀ ଶୁଣନ୍ତୁ ଥରେ ତାପରେଜାଣିବେ

ସମୁଦ୍ର କେମିତି ସୃଷ୍ଟି ହେଲା ନାମ ମନୋଜ ପ୍ରଧାନ ଶ୍ରୀ ଜଗନ୍ନାଥ କଥା ଶ୍ରୀକ୍ଷେତ୍ର ପୁରୀ ଶୁଣନ୍ତୁ ଥରେ ତାପରେଜାଣିବେ

ଗୀତା ଭାଗବତରେ କଣ କଣ ଅଛି...? ( ONLINE CLASS ) HG Gyana Gamya Das, BBSR, ODISHA -2025

ଗୀତା ଭାଗବତରେ କଣ କଣ ଅଛି...? ( ONLINE CLASS ) HG Gyana Gamya Das, BBSR, ODISHA -2025

ପତକାଲାଗି ଦର୍ଶନ କଲେ ଶରଣ ଭାବ ଆସେ | 30-Jun-PATAKALAGI FULL VIDEO | JAY JAGANNATH TV

ପତକାଲାଗି ଦର୍ଶନ କଲେ ଶରଣ ଭାବ ଆସେ | 30-Jun-PATAKALAGI FULL VIDEO | JAY JAGANNATH TV

କଣ କଲେ ଖୁସି ମିଳିବ, ରାଗ ଉପରେ ନିୟନ୍ତ୍ରଣ ଆସିବ ? | EP - 64 | Podcast With Keshab Das Dwitikrushna

କଣ କଲେ ଖୁସି ମିଳିବ, ରାଗ ଉପରେ ନିୟନ୍ତ୍ରଣ ଆସିବ ? | EP - 64 | Podcast With Keshab Das Dwitikrushna

ଶ୍ରାବଣ ମାସକୁ କାହିଁକି ମହାଦେବଙ୍କ ମାସ କୁହନ୍ତି ? ମହାଦେବଙ୍କ ପରମ ଭକ୍ତ କିଏ ?

ଶ୍ରାବଣ ମାସକୁ କାହିଁକି ମହାଦେବଙ୍କ ମାସ କୁହନ୍ତି ? ମହାଦେବଙ୍କ ପରମ ଭକ୍ତ କିଏ ?

ଭାଗବତ କାହିଁକି ପଢ଼ିବା ଉଚିତ୍ । bhagabata kanhiki padhiba uchit (ସାଧୁବାଣୀ)

ଭାଗବତ କାହିଁକି ପଢ଼ିବା ଉଚିତ୍ । bhagabata kanhiki padhiba uchit (ସାଧୁବାଣୀ)

© 2025 ycliper. Все права защищены.



  • Контакты
  • О нас
  • Политика конфиденциальности



Контакты для правообладателей: [email protected]