ycliper

Популярное

Музыка Кино и Анимация Автомобили Животные Спорт Путешествия Игры Юмор

Интересные видео

2025 Сериалы Трейлеры Новости Как сделать Видеоуроки Diy своими руками

Топ запросов

смотреть а4 schoolboy runaway турецкий сериал смотреть мультфильмы эдисон
Скачать

ନୀଳମାଧବ ଦିବ୍ୟ ଦର୍ଶନ । ଶ୍ରୀ ଜଗନ୍ନାଥଙ୍କ ପ୍ରବଚନ । ପ୍ରବକ୍ତା ସତ୍ୟାନନ୍ଦ ଦାସ। ଜୟ ଜଗନ୍ନାଥ

Jay Jagannath

Pabitra Entertainment

Odia Bhaktisagar

Shree Jagannath Bhajan

Jagannatha Mahima

Jagannatha Sahasranama

Nilamadhaba Dibya Darshana

Satyananda Das

Автор: Jay Jagannath

Загружено: 2019-01-03

Просмотров: 220650

Описание: ପ୍ରଭୁ ଶ୍ରୀ ଜଗନ୍ନାଥ ସମଗ୍ର ବିଶ୍ୱ ତଥା ଆମ ଓଡ଼ିଆ ମାନଙ୍କର ପୂଜ୍ୟ ଦେବତା I କାହିଁ ଅନନ୍ତ କାଳରୁ ପ୍ରଭୁ ପୂଜା ପାଉଛନ୍ତି ଆମ ଓଡିଶା ମାଟିର ପୁରୀ ଧାମରେ I ସମଗ୍ର ଜାତି, ଧର୍ମ, ଓ ବର୍ଣ୍ଣ ନିର୍ବିଶେଷରେ ପ୍ରଭୁ ଶ୍ରୀ ଜଗନ୍ନାଥ ତାଙ୍କ ବଡ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ନେଇ ରତ୍ନ ସିଂହାସନ ଉପରେ ବିଜେ କରି ତାଙ୍କ ଭକ୍ତ ମାନଙ୍କର ସମସ୍ତ ଦୁଃଖ ଓ କଷ୍ଟ ହରି, ନିଜର ଭକ୍ତି ଆଶିଷ ପ୍ରଦାନ କରିଆସୁଅଛନ୍ତି I ଯେପରି ବଡ ତାଙ୍କ ହୃଦୟ ସେହିପରି, ବଡ ତାଙ୍କ ଦେଉଳ, ବଡ ତାଙ୍କ ସଂସ୍କୃତି, ବଡ ତାଙ୍କ ଏଇତିହ, ଓ ବଡ ତାଙ୍କ ପରମ୍ପରା I ସେଇ ବଡ ଠାକୁର, କାଳିଆ ଠାକୁର, ଚକାନୟନ, ଶଙ୍ଖ ନୟନ, ଜଗତର ନାଥ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭକ୍ତି ଅନୁଗ୍ରହରେ, ତାଙ୍କ ଅନନ୍ୟ ମହିମାରେ ସୁଗନ୍ଧ ସମଗ୍ର ବିଶ୍ୱ ଜଗତରେ ପହଁଚାଇବା ପାଇଁ ସମସ୍ତ ଜଗନ୍ନାଥ ପ୍ରେମୀ ଭକ୍ତ ମାନଙ୍କୁ ଭେଟି ଦେଉଛୁ ଏକ ଭକ୍ତି ଭରା ଉପହାର "ଜୟ ଜଗନ୍ନାଥ" I

"Pabitra Entertainment" ଭେଟି ଦେଉଛି ଶ୍ରୀ ଜଗନ୍ନାଥଙ୍କ ଭକ୍ତି ରସରେ ପୂର୍ଣ୍ଣ ଏକ ସମ୍ପୂର୍ଣ୍ଣ ନୂତନ ଚ୍ୟାନେଲ "ଜୟ ଜଗନ୍ନାଥ"

✽ ଭେଟି ଦେଉଛୁ ପ୍ରବକ୍ତା ସତ୍ୟାନନ୍ଦ ଦାସଙ୍କ ଓଡ଼ିଆ ପ୍ରବଚନ "ନୀଳମାଧବ ଦିବ୍ୟ ଦର୍ଶନ" ✽
✽ ତେବେ ଆସନ୍ତୁ ଶୁଣିନେବା "ନୀଳମାଧବ ଦିବ୍ୟ ଦର୍ଶନ" ପ୍ରବଚନଟିକୁ I
✽ ଯଦି ଏହି ଗୀତଟି ଆପଣଙ୍କ ମନକୁ ଛୁଇଁଥାଏ ତେବେ ଏହି ଭିଡ଼ିଓଟିକୁ Like ଓ Share କରିବା ସହିତ ଆମ Channel "Jay Jagannath" କୁ Subscribe କରନ୍ତୁ। ଏଥିସହିତ ଆମ Channel ସମ୍ବନ୍ଧୀୟ ସମସ୍ତ Update ପାଇବା ପାଇଁ Bell Button ଟିକୁ Press କରନ୍ତୁ।
✽II Please Like, Share & Subscribe " Jay Jagannath " II✽
✽II Click Here To Subscribe:    / @jayjagannath   II✽

✽II Nilamadhaba Dibya Darshana II✽
✽II Shree Jagannathanka Prabachana II✽
✽II Presented By Jay Jagannath II✽

✽II Video Credits II✽

✽ Prabakta- Satyananda Das
✽ Produced By: Pabitra Entertainment
✽ Edited By: Pritiranjan Parija
✽ Design By: Sneharanjan Sahoo
✽ Radio Partner- Odisha Radio
✽ Digital Partner- E Halchal
✽ Upload, Description & Published By: Somnath Mohapatra
▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪
#JayJagannath #Prabachan #PabitraEntertainment
♪ Enjoy and stay connected with us!! ♪
✽ Mail Id: [email protected]
✽ Whatsapp Us:+919937173456/+919437273456
✽ Phone: 06712973456/06712430595
▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪
✽All Copyright Reserved By Pabitra Entertainment. Any Misuse,Reuse, Unauthorized Use, Re Upload Of The Content May Subject To Copyright Claim Against The Third Party ✽

Не удается загрузить Youtube-плеер. Проверьте блокировку Youtube в вашей сети.
Повторяем попытку...
ନୀଳମାଧବ ଦିବ୍ୟ ଦର୍ଶନ । ଶ୍ରୀ ଜଗନ୍ନାଥଙ୍କ ପ୍ରବଚନ । ପ୍ରବକ୍ତା ସତ୍ୟାନନ୍ଦ ଦାସ। ଜୟ ଜଗନ୍ନାଥ

Поделиться в:

Доступные форматы для скачивания:

Скачать видео

  • Информация по загрузке:

Скачать аудио

Похожие видео

© 2025 ycliper. Все права защищены.



  • Контакты
  • О нас
  • Политика конфиденциальности



Контакты для правообладателей: [email protected]