ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଯାଇଛି. ଭୁବନେଶ୍ୱରରେ ଛାତ୍ରଛାତ୍ରୀଙ୍କ ଉତ୍ସାହ । Matric Exam - Bhubaneswar.
Автор: NAYANTIKA VLOGS
Загружено: 2026-02-21
Просмотров: 10
Описание:
ମାଟ୍ରିକ ପରୀକ୍ଷା ଆରମ୍ଭ.
-ବହୁ ପ୍ରତିକ୍ଷୀତ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଯାଇଛି. ଏହି ଅବସରରେ, ପରୀକ୍ଷାର୍ଥୀମାନଙ୍କ ମଧ୍ୟରେ ନାହିଁ ନ ଥିବା ଉତ୍ସାହ ଦେଖିବାକୁ ମିଳିଥିଲା.
ଚଳିତ ବର୍ଷ ସମଗ୍ର ରାଜ୍ୟ ରେ 3082 ଟି ପରୀକ୍ଷା କେନ୍ଦ୍ର ହୋଇଥିବା ବେଳେ, ପ୍ରାୟ 3ଲକ୍ଷ 61ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି. ଏହି ଅବସରରେ, ଭୁବନେଶ୍ୱର ଠାରେ ଥିବା ବିଭିର୍ନ୍ନ ପରୀକ୍ଷା କେନ୍ଦ୍ରରେ,
ଏହି ପରୀକ୍ଷା ଆରମ୍ଭ ହୋଇଥିଲା.
ଏଥିରେ ପରୀକ୍ଷାର୍ଥୀମାନେ ପ୍ରଥମ ଦିନର ପରୀକ୍ଷାର ସମ୍ମୁଖୀନ ହୋଇ ନିଜକୁ ଆଶ୍ୱସ୍ତ ମନେ କରିଥିଲେ . ସୂଚନାଯୋଗ୍ୟ,ଏହି ପରୀକ୍ଷା ମାର୍ଚ୍ଚ 2ରେ ସମାପ୍ତ ହେବ.
#viral
#matricexam2026
Повторяем попытку...
Доступные форматы для скачивания:
Скачать видео
-
Информация по загрузке: