👉 My Daily Vlog | ଭାଈ ମୋ ଗାଣ୍ଡୀ ଫାଟି ସାରିଲାଣି 😰 | ଆଜି Vlog ରେ କଣ ହେଲା? | Odia Vlog
Автор: Chiku Vlog
Загружено: 2026-02-05
Просмотров: 44
Описание:
ନମସ୍କାର ସବୁଜଣେ 🙏
ଆଜିର ଏହି daily vlog ରେ ମୁଁ ମୋର ପୁରା ଦିନଟା କେମିତି କଟିଲା ସେଇଟା ଆପଣମାନଙ୍କ ସହ share କରିଛି।
ସକାଳୁ ଉଠି fresh ହୋଇ chatua ଖାଇ office ପାଲେଇଗଲି। Office ରେ ପହଞ୍ଚିବା ପରେ ବହୁତ ସାରା କାମ ଥିଲା, ସେଇ କାମ କରିଲି।
ଦୁପର 1:30 ବେଳେ ଘରକୁ ଆସି lunch କରିଲି, ଅଲ୍ପ ମଜା ମସ୍ତି ହେଲା।
ତାପରେ bank କାମ ପାଇଁ ଗଲି, ରାସ୍ତାରେ train delay ହୋଇଗଲା। Train ଯାଇବା ପରେ bank କାମ ସାରି ପୁଣି office ପାଲେଇଗଲି।
ସନ୍ଧ୍ୟାବେଳେ office ରେ ଆଉଥରେ ବହୁତ କାମ ହେଲା, ସଙ୍ଗମାନେ ସହ ମଜା ମସ୍ତି ମଧ୍ୟ କରିଲୁ।
ରାତି 9ଟା ବେଳେ office ବନ୍ଦ କରି ଘରକୁ ଫେରିଲି। ଘରେ ଆସି fresh ହୋଇ ଖାଇ ସୋଇପଡିଲି।
ଏହିଭଳି ଥିଲା ଆଜିର daily vlog।
ଯଦି video ଭଲ ଲାଗିଲା ତେବେ
👉 Like, Share & Subscribe କରିଦିଅନ୍ତୁ ❤️
CREDIT:
Title: Scheming Weasel
Music: Kevin MacLeod
License: CC BY 3.0 (http://goo.gl/BlcHZR)
Download: http://incompetech.com...
Download: • Funny Background Music | Music #04 Schemin...
Original Credits:
Song: Saiyaara, Dhun, Barbaad
Movie: Saiyaara
Label: YRF
Download: • Saiyaara All BGMs - Raaj Sriram | Saiyara,...
#dailyvlog #joblife #stugglelife #mastimoment
Повторяем попытку...
Доступные форматы для скачивания:
Скачать видео
-
Информация по загрузке: