My First Vlog | ମୁଁ କିଏ? ପାଠ ଛାଡ଼ି Job କାହିଁକି କରିଲି? | Full Story | Odia Vlog
Автор: Chiku Vlog
Загружено: 2026-02-04
Просмотров: 58
Описание:
ନମସ୍କାର ସବୁଙ୍କୁ 🙏
ଏହା ମୋର YouTube ର ପ୍ରଥମ Vlog।
ଏହି Vlog ରେ ମୁଁ ମୋର Intro ଦେଇଛି —
👉 ମୁଁ କିଏ
👉 କେଉଁଠୁ ଆସିଛି
👉 ଏବେ ମୁଁ କଣ କରୁଛି
👉 କଣ ପାଇଁ ପାଠ ପଢ଼ିବା ଛାଡ଼ି Job କରିଲି
👉 କେତେ ବୟସରୁ Job କରିବା ଆରମ୍ଭ କଲି
ଏହି Vlog ରେ ମୋ ଜୀବନର ସତ କାହାଣୀ ଆପଣଙ୍କ ସହ ସେୟାର କରିଛି।
ଯଦି ଏହି Vlog ଆପଣଙ୍କୁ ଭଲ ଲାଗେ,
👉 Like କରନ୍ତୁ
👉 Share କରନ୍ତୁ
👉 Subscribe କରି Support କରନ୍ତୁ ❤️
ଆଗକୁ ଆହୁରି ଭଲ-ଭଲ Odia Vlogs ଆସୁଛି 😊
ଧନ୍ୟବାଦ 🙏
#MyFirstVlog #JobLife #strugglestory #lifestory
Повторяем попытку...
Доступные форматы для скачивания:
Скачать видео
-
Информация по загрузке: