E SHRABANA AKASHARE//ଏ ଶ୍ରାବଣ ଆକାଶରେ ମେଘ ରଙ୍ଗ//NEW CHRISTIAN SONG//S. JITU & ANANYA//SANJIB BISHOYI
Автор: SB Music Official (Sanjib Bishoyi)
Загружено: 2025-01-18
Просмотров: 126120
Описание:
Psalms 95:6-7
So come , let us worship: bow before him, on your knees before GOD, who made us! Oh yes, he's our God, and we are the people he pastures, the flock he feeds.
💐 Sing and praise the Lord.......
SB Music ତରଫରୁ ସମସ୍ତଙ୍କୁ ନବ ବର୍ଷର ଖ୍ରୀଷ୍ଟ ପ୍ରେମରେ ନମସ୍କାର।💐
ପୂର୍ବରୁ ଶଶାଙ୍କ ଶେଖର ଓ ଅନନ୍ୟା ଗାଇଥିବା " ପ୍ରଭୁଙ୍କର ଶ୍ରୀ ଛାମୁରେ" ଗୀତର ସଫଳତା ପରେ ପୁଣି ଆଉ ଏକ ଭିନ୍ନ ସ୍ୱାଦର ନିଆରା ଶୈଳୀର ନୂଆଁ ଖ୍ରୀଷ୍ଟୀୟ ଭକ୍ତି ପ୍ରବେଶିକା ଗୀତ ଭେଟି ଦେଉଅଛୁ।
ସଦାପ୍ରଭୁଙ୍କ ଆରାଧନା ଉଧେଶ୍ୟରେ ଗୀତଟି ବାସ୍ତବରେ ଭାବପୂର୍ଣ ହୋଇଛି। ଈଶ୍ୱରଙ୍କ ସୃଷ୍ଟିର ମହାନ ଦାନ ଓ ମାନବ ନିବେଦନର ଝଲକ ରହିଛି।
ଆପଣମାନେ ଏହି ଗୀତଟିକୁ ପ୍ରତ୍ୟକ ପ୍ରାର୍ଥନା ସଭାସ୍ଥଳରେ ବ୍ୟବହାର କରିପାରିବେ ଓ ପ୍ରଭୁଙ୍କୁ ଗୌରବ ଦେବା ହେବେ।
ଆଶା କରୁଛୁ, ଉକ୍ତ ଭକ୍ତି ଗୀତ ଅନେକଙ୍କ ମନ, ପ୍ରାଣ ଓ ଆତ୍ମିକ ଜୀବନର ଅନୁଗ୍ରହ ବୃଦ୍ଧି ନିମନ୍ତେ ସହାୟକ ହେଉ।
💐FULL LYRICS💐
ହେ ହେ ହେ....ଲା ଲା ଲା ...ହୁଁ...ହୁଁ... ହୁଁ
ଏ ଶ୍ରାବଣ ଆକାଶରେ ମେଘ ରଙ୍ଗ
କି ସୁନ୍ଦର ଦୃଶ୍ୟ ବିଚରଣେ ବିହଙ୍ଗ
ଝୁମି ଝୁମି, ହସି ହସି, ଗାଆନ୍ତି ନବ ଗୀତ
ନାଚି ନାଚି, ସଂଗେ ମିଶି, ବନ୍ଦନ୍ତି ତୁମ ନାମ
ସକଳ ସୃଷ୍ଟିକୁ, ଦିଅନ୍ତି ବାରତା
ତୁମେ ପ୍ରଭୁ ଶକ୍ତିମାନ
1. ନିରାକାର ପ୍ରଭୁ ତୁମେ, ବିରାଜିତ ସର୍ବ କୋଣେ
ସୃଷ୍ଟିକର୍ତ୍ତା ପ୍ରଭୁ ତୁମେ, ଅଧିପତି ସଦାକାଳେ
ତୁମରି ମହିମା
ତୁମ ଗୌରବ
ତୁମରି ପ୍ରେମ, ଅଟେ ଅସୀମ
ଏ ଶ୍ରାବଣ...
2. ଏ ପବିତ୍ର ବେଦୀରେ ବିରାଜ ହୁଅ ଆଜି
ଦେବାକୁ ଆଶିଷ ଆମ ଜୀବନେ ନୀତି
କରୁ ଆରାଧନା
କରୁଛୁ ବନ୍ଦନା
ତୁମ ଚରଣେ ରହି
ଏ ଶ୍ରାବଣ....
💐SONG CREDIT💐
💐Song: ଏ ଶ୍ରାବଣ ଆକାଶରେ ମେଘ ରଙ୍ଗ
💐Singer: S. Jitu & Ananya
💐 Lyrics & Music: P. Sanjib Bishoyi, SVD
💐Music Arrangements: Bapi Samal
💐DOP/Edit: Ambram Ganta (Bapi)
💐 Thumbnail: Sangram Paricha
💐Record & Mixing: MRR STUDIO CUTTACK
💐United in Prayer: Fr. Taking, Mr. Manas, Mr. Balindra, Mr. Amit
💐Special Thanks: Fr. Dr. Udayanath Bishoyi, Mr. Prasana Bishoyi.
💐Please drop your genuine Comments.
💐Like
💐Share
💐Subscribe
#amitpaniofficial #ananyachristiansong #humansagarchristmassong #newodiachristmassong #prasadlimachristiansong #sashanksekharsongs #amitpanichristiansong #latestodiachristiansongs #mantuchuriachristiansong
#ananyachristiansongsnew
#newchristianodiasong
#bijaymajhiofficial
#aseema_panda_song
#amitbadanayakchristiansongs
!!*ANTI-PRIVACY WARNING *!!
Unauthorized reproduction, redistribution, or re-upload is strictly prohibited from this material. All rights reserve with SB Music Official (Sanjib Bishoyi)
Повторяем попытку...
Доступные форматы для скачивания:
Скачать видео
-
Информация по загрузке: