ମିଥ୍ୟାବାଦି ମଣିଷ | MITHYABADI MANISHA | PRASAD LIMA MUSIC OFFICIAL VIDEO | BARSHAT PANI | SUNDAR
Автор: PRASAD LIMA MUSIC
Загружено: 2023-08-05
Просмотров: 52009
Описание:
FOR BETTER SOUND CLARITY
" USE HEADPHONES "
OFFICIAL FULL VIDEO ......
ମିଥ୍ୟାବାଦି ମଣିଷ ............
MITHYABADI MANISHA ............
AUDIO CREDITS :-
Music Banner : PRASAD LIMA MUSIC
Singer : BARSHAT PANI
Lyrics/Composition : SUNDAR KUMAR
Music Scoring : SUBHAM SAMAL
Vocal Recording / Mastering at : M D STUDIO ( CUTTACK )
Recordist : BUNNU Bhai
VIDEO CREDITS :-
In Frame : BARSHAT PANI / PRASAD LIMA
D.O.P / Camera : GOURAV KUMAR
Editing: : GOURAV KUMAR
Project Manager : SISIR LIMA
Thumbnail designed by : PARSURAM SAGARIA
✝️✝️ ସମସ୍ତଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟ ଙ୍କ ମହା ପବିତ୍ର ନାମ ନେଇ ନମସ୍କାର ଜ୍ଞାପନ କରୁ ...... 🙏 🙏
ମଣିଷର ଚରିତ୍ର ଯେ ଦୁରାଚାର, ଅଧାର୍ମିକ ଏବଂ ମିଥ୍ୟାବାଦୀ ଅଟେ ....
ହେ ଦୁରାଚାର, ଅଧାର୍ମିକ ଏବଂ ମିଥ୍ୟାବାଦୀ ମଣିଷ .... କେତେ କାଳ , କେତେ ଯୁଗ , କେତେ ଦିନ , କେତେ ସମୟ ଏହିପରି ମିଥ୍ୟାବାଦି ଜୀବନ କାଟି କାଟି ଚାଲି ଥିବୁ .... ???
ତୁ .... ହୁଏତଃ ଅଧାର୍ମିକ , ଅଯୋଗ୍ୟ , ମିଥ୍ୟାବାଦି ପାପୀ ଅଟୁ କିନ୍ତୁ ସେ ସଦାପ୍ରଭୁ ଧାର୍ମିକ , ଯୋଗ୍ୟବନ୍ତ, ସତ୍ୟବାଦୀ ପରମେଶ୍ବର ଅଟନ୍ତି , ତାଙ୍କ ପଥ ଯେ ଅନନ୍ତ ଆଉ ତାଙ୍କ ଅନନ୍ତ ଜୀବନ ପଥର ଅନୁସରଣ କାରୀ ହୋଇ ଆପଣା ଜୀବନର ରକ୍ଷାକାରୀ ହୁଅ ....... 🙏🙏
ଏବଂ ପରମେଶ୍ବର ସେହି ଅନ୍ଧାରମୟ ମିଥ୍ୟାବାଦୀ ଜୀବନରୁ ମନୁଷ୍ୟକୁ ଉଦ୍ଧାର କରି ଉଜ୍ଵଳମୟ ତଥା ଅନନ୍ତ ଜୀବନମୟ ସ୍ବର୍ଗ ପଥରେ ନେବା ପାଇଁ ଇଚ୍ଛା କରିବାର ଏକ ସୁନ୍ଦର ହୃଦୟସ୍ପର୍ଶୀ ଗୀତ.... "ମିଥ୍ୟାବାଦି"
ଯେଉଁ ଗିତଟିକୁ ଅତି ମାଧୂର୍ଯ୍ୟତା ରେ ଗାଇଛନ୍ତି ଖ୍ରୀଷ୍ଟିଆନ୍ ଜଗତର ଏକ ସୁନ୍ଦର ଉଦୟମାନ କଳାକାର ବା (Varsetile Singer) ମୋ ପ୍ରିୟ ଭାଈ ବାର୍ଷାତ୍ ପାଣି ଏବଂ ଅତି ସୁନ୍ଦର ଭାବରେ ସଙ୍ଗୀତ ରେ ସଜାଇଛନ୍ତି ମୋ ସାନ ଭାଇ ସୁନ୍ଦର୍ କୁମାର୍ ....
ଆମ୍ଭେମାନେ ହୁଏତଃ ଅଧାର୍ମିକ , ଅଯୋଗ୍ୟ , ମିଥ୍ୟାବାଦି ପାପୀ ଅଟୁ କିନ୍ତୁ ସେ ସଦାପ୍ରଭୁ ଧାର୍ମିକ , ଯୋଗ୍ୟବନ୍ତ, ସତ୍ୟବାଦୀ ପରମେଶ୍ବର ଅଟନ୍ତି , ତାଙ୍କ ପଥ ଯେ ଅନନ୍ତ ଆଉ ତାଙ୍କ ଅନନ୍ତ ଜୀବନ ପଥର ଅନୁସରଣ କାରୀ ହୋଇ ତାଙ୍କ ଗୌରବର କାରଣ ହେଉ ... ( ଆମେନ୍ )
#ମିଥ୍ୟାବାଦିମଣିଷ
#Mithyabadimanisha
#PrasdLimaMusic
#BarshatPani
#ShashankSekharSong
#RiturajDeeptirekhaSong
#NewMantuchuriaChristianSong
#MantuchuriaSambalpurisongs
#NewHumanSagarSongs
#NewHumanSagarChristianSong
#NewChristmasSongs #NewYearSongs2021
#BestHindiChristianSongs
#KumarBapiSongs
#LatestOdiaChristianSongs #LatestHindiChristianSongs
#HindiSongs #Gospelsongs #IndianDevotionalSongs
#JesusSongs #ChristianSongs #WorshipSongs #HolySpiritSongs
#AmitPaniNewSongs
#NewOdiachristianDevotionalSongs
#NewOdiachristianDevotionalalbum
#NewOdiachristianvideoalbum
Повторяем попытку...
Доступные форматы для скачивания:
Скачать видео
-
Информация по загрузке: