ACHI DINE MARANA || ଅଛି ଦିନେ ମରଣ || NEW ODIA CHRISTIAN SONG || HUMANE SAGAR || AMIT BADANAYAK
Автор: Amit Badanayak
Загружено: 2023-01-28
Просмотров: 1449616
Описание:
Presenting You A Beautiful New Odia Heart Touching Emotional and Soulful Christian Devotional Song From AB Music. We Hope This New Odia Heart Touching Emotional Christian Song Will Surely Touch All Your Heart. The Song Is Sung By Human Sagar In Very Beautifully And Soulfully. Lyrics & Music Composition By Amit Badanayak.
PRAISE THE LORD..........AB MUSIC ତରଫରୁ ସମସ୍ତ ଖ୍ରୀଷ୍ଟୀୟ ଶ୍ରୋତା ମଣ୍ଡଳୀକୁ ପ୍ରଭୁ ଯୀଶୁଙ୍କ ବହୁମୂଲ୍ୟ ନାମରେ ଆନ୍ତରିକ ନମସ୍କାର। ଲୋକ ମାନଙ୍କର ଆତ୍ମିକ ଜାଗରଣ ଏବଂ ମନ ପରିବର୍ତ୍ତନ ନିମନ୍ତେ AB MUSIC ତରଫରୁ ଖ୍ରୀଷ୍ଟୀୟ ସଙ୍ଗୀତ ଜରିଆରେ ସୁସମାଚାର ପ୍ରଚାର କରିବା ଉଦ୍ଦେଶ୍ୟରେ କ୍ଷୁଦ୍ର ପ୍ରୟାସ କରି ଭେଟି ଦେଉଛୁ ଏକ ଭିନ୍ନ ସ୍ୱାଦର ହୃଦୟସ୍ପର୍ଶୀ ଓ ଭାବପୂର୍ଣ୍ଣ ଗୀତ "ଅଛି ଦିନେ ମରଣ"।
ଦିନେ ଯେ ଆମ ସମସ୍ତଙ୍କ ପାଇଁ ମରଣ ରହିଛି ତଥାପି ସବୁ ଜାଣି ଶୁଣି ଆମେ ଜଗତ ପଛରେ ଧାଉଁଛୁ ଆମର ବହୁମୂଲ୍ୟ ସମୟକୁ ସାଂସାରିକ ଚିନ୍ତାରେ କ୍ଷେପଣ କରାଉଛୁ। ଏଣୁ ବାଇବଲ କହେ ଏନିମନ୍ତେ ମୁଁ ତୁମ୍ଭମାନଙ୍କୁ କହୁଅଛି, କଅଣ ଖାଇବ, ଏପରି ଭାଳି ତୁମ୍ଭମାନଙ୍କ ଜୀବନ ନିମନ୍ତେ, କିଅବା କଅଣ ପିନ୍ଧିବ, ଏପରି ଭାଳି ତୁମ୍ଭମାନଙ୍କ ଶରୀର ନିମନ୍ତେ ମଧ୍ୟ ଚିନ୍ତା କର ନାହିଁ। (ଲୂକ ୧୨:୨୨)
ଧନ, ଜ୍ଞାନ ଓ ବଳକୁ ନେଇ ଯେଉଁ ଗର୍ବ ଅନୁଭବ କରୁଛୁ ତାହା କ'ଣ ଆମକୁ ପରିତ୍ରାଣ ଦେବ ନା ସାରା ଜୀବନ ବଞ୍ଚାଇ ରଖି ପାରିବ ?? ଜଣେ ମନୁଷ୍ୟ ମୃତ୍ୟୁ ପରେ ଗର୍ତ୍ତକୁ ଗଲା ପରେ ଆଉ କ'ଣ ବା କରିବ ?? ଏହି ହେତୁ ଆସୁ ଜୀବନ ଥାଉ ଥାଉ ଆମ ଜୀବନକୁ ସଜାଡିବା ଏବଂ ସତ୍ୟ ଈଶ୍ଵର ଯୀଶୁଙ୍କୁ ହୃଦେ ଧାରଣ କରି ପବିତ୍ର ବାକ୍ୟ ଅନୁସାରେ ଜୀବନ ଅତିବାହିତ କରିବା।
Full Lyrics
ରେ ପ୍ରାଣ...
ଅଛି ଦିନେ ମରଣ...(୨ଥର)
ରେ ପ୍ରାଣ....(୪ଥର)
ଅଛି ଦିନେ ମରଣ...(୪ଥର)
ନିଜ ଧନକୁ ନେଇ ଗର୍ବ ହେଉଛୁ କାହିଁ
ନିଜ ଜ୍ଞାନକୁ ନେଇ ଦର୍ପ କରୁଛୁ କାହିଁ
ଥାଉ ଥାଉ ତୋ ଜୀବନ...(୨ଥର)
ବଦଳିଯା ଏହି କ୍ଷଣ....
ଅଛି ଦିନେ ମରଣ.....(୪ଥର)....=୦=
ନିଜ ଶରୀର ପାଇଁ ସ୍ୱାର୍ଥ ପୂରଣ ପାଇଁ
ସଦା ତୁ ଚିନ୍ତିତ ହେଉଛୁ
ନିଜ ସୌନ୍ଦର୍ଯ୍ୟ ପାଇଁ ରୂପ ଯୌବନ ପାଇଁ
ଖାଲି ତୁ ବ୍ୟସ୍ତ ରହୁଅଛୁ...
ନିଜ ପ୍ରତିଷ୍ଠା ପାଇଁ ମାନ ସମ୍ମାନ ପାଇଁ
ନିତି ତୁ ଧ୍ୟାନ ଦେଉଅଛୁ
ନିଜ ସଂପତ୍ତି ପାଇଁ ଧନ ଅର୍ଜନ ପାଇଁ
ଖାଲି ତୁ ସପନ ଦେଖୁଛୁ...
କେବେ ଆଉ ଛାଡିବୁ ତୁ ଜାଗତିକ କର୍ମ
କେବେ ଆଉ ଯୀଶୁଙ୍କୁ ତୁ ଦେବୁ ତୋର ମନ
ଅଛି ଦିନେ ମରଣ....(୪ଥର)....=୧=
ଭୋଜନ ପାନ ପାଇଁ ବେଶଭୂଷଣ ପାଇଁ
ନିତି ତୁ ଗୁରୁତ୍ୱ ଦେଉଛୁ
ସଂସାର ଚିନ୍ତା ପାଇଁ କ୍ଷଣିକ ସୁଖ ପାଇଁ
ଖାଲି ତୁ ଦରାଣ୍ଡି ହେଉଛୁ....
ମନୋରଞ୍ଜନ ପାଇଁ ନିଶା ସେବନ ପାଇଁ
ସଦା ତୁ ଧାଇଁ ବୁଲୁଅଛୁ
ସୁନା ଗହଣା ପାଇଁ ଗୃହ ନିର୍ମାଣ ପାଇଁ
ମନେ ତୁ ପ୍ରାଧାନ୍ୟ ଭାବୁଛୁ
ସଂସାର ଜଞ୍ଜାଳେ ବୁଡ଼ି ଥିବୁ କେତେ ଦିନ
କେବେ ଆଉ ଫେରିବୁ ତୁ ଯୀଶୁଙ୍କ ଚରଣ...
ଅଛି ଦିନେ ମରଣ......(୪ଥର).....=୨=
SONG CREDITS :
Song : Achi Dine Marana (Studio Version)
Singer : Humane Sagar (Ollywood Singer)
Lyrics : Amit Badanayak
Music : Amit Badanayak
Arrangement & Programming : Bapi Samal
Recording & Mix : MRR Studio, Cuttack
Mastering by : Shaktiswar Mohapatra
Camera & Edit - Chiku
Special Thanks - Pastor Mikhael Badanayak, Kuldeep Bardhan, Tanu Limma & Manuel Sagar
Production : AB Music
Poster Design : Chiku,
WhatsApp : 8895583382,7978601423
Contact : 7978601423,8895583382
#achidinemarana
#achidinemaranasong
#newodiachristiansongs
#humanesagarchristiansongs
#amitbadanayakchristiansongs
#newodiachristiansong2023
#humanesagarchristiansongs2023
#humanesagarnewchristiansong
#amitbadanayakchristiansong2023
#newodiachristiansongs2023
#humanesagarnewodiachristiansongs
#odianewchristmasspecialsongs
#amitbadanayaknewodiachristiansongs
#odiachristiansongs2023
#asimapandachristiansongs
#latestodiachristiansongs
#odiachristiansongs
#abmusic
#abmusicchristiansong
#amitbadanayak
#latestodiachristiansongs
#odianewchristiansong
#humanesagarchristiansongs
#amitpanichristiansongs
#abmusicchristiansongs
#asimapandachristiansongs
#humansagar
#humanesagarsong
ଅନ୍ୟ ସମସ୍ତ ଲୋକ ପ୍ରିୟ ଖ୍ରୀଷ୍ଟିଆନ ଗୀତ ଗୁଡ଼ିକର Links
ତଳେ ଦିଆଯାଇଛି ଦେଖି ନିଅନ୍ତୁ
ବଡ଼ଦିନର ଅଭିନନ୍ଦନ ( Humane Sagar)
• BADADINARA ABHINANDANA | ବଡ଼ଦିନର ଅଭିନନ୍ଦନ ...
ନରକ ଦଣ୍ଡ (Studio Version)
• NARAKA DANDA | ନରକ ଦଣ୍ଡ | NEW ODIA CHRISTI...
ସଙ୍ଗୀତର ସାତ ସୂରେ (Asima Panda)
• SANGITARA SATA SURE || ସଙ୍ଗୀତର ସାତ ସୂରେ | ...
ଫେରିଆ ଫେରିଆ (Humane Sagar)
• PHERIA PHERIA || ଫେରିଆ ଫେରିଆ || HUMANE SAG...
ନାଉରୀ (JYOTIRMAYEE NAYAK)
• NAURI | ନାଉରୀ | NEW ODIA CHRISTIAN SONG 20...
ରେ ମନ (HUMANE SAGAR)
• RE MANA | ରେ ମନ | HUMANE SAGAR | NEW ODIA ...
ସରଗ ରାଇଜ (SHASANK SEKHAR)
• SARAGA RAIJA | ସରଗ ରାଇଜ | NEW ODIA CHRISTI...
ଅଳପ ଆୟୁଷ (Ananya Sritam Nanda)
• ALAPA AYUSHA || ଅଳପ ଆୟୁଷ || ANANYA SRITAM ...
ଆସିଛି ବଡ଼ଦିନ Asima Panda (Studio Version)
• ASICHI BADADINA | ଆସିଛି ବଡ଼ଦିନ | NEW CHRIS...
ମହାମାରୀରୁ ରକ୍ଷା କର (Asima Panda)
• MAHAMARIRU RAKHYA KARA | ମହାମାରୀରୁ ରକ୍ଷା କ...
ପ୍ରଶଂସା ହେଉ ତୁମର (Amit Pani)
• PRASANGSA HEU TUMARA || ପ୍ରଶଂସା ହେଉ ତୁମର |...
ଆରାଧ୍ୟ ଈଶ୍ୱର (Ira Mohanty)
• ARADHYA ESWARA | ଆରାଧ୍ୟ ଈଶ୍ୱର | NEW ODIA C...
ଲହୁ ଭିଜା ଲଲାଟ (Studio Version)
• LAHU BHIJA LALATA || ଲହୁ ଭିଜା ଲଲାଟ || GOOD...
ମୁଁ ଯେ ଅକିଞ୍ଚନ (Studio Version)
• MU JE AKINCHANA || ମୁଁ ଯେ ଅକିଞ୍ଚନ || NEW O...
ହେ ପ୍ରଭୁ (Full HD Video)
• HE PRABHU || ହେ ପ୍ରଭୁ || HUMANE SAGAR NEW ...
ହେ କ୍ରୁଶଧାରୀ (Studio Version)
• NEW ODIA GOOD FRIDAY SPECIAL SONG 2022 || ...
କମ୍ପିଉଠେ ଏ ଧରା ଧାମ (Studio Version)
• KAMPIUTHE | କମ୍ପିଉଠେ | NEW ODIA CHRISTMAS ...
କେତେବେଳେ ଚାଲିଯିବ ଜୀବନ (Full Video)
• KETEBELE CHALIJIBA JEEBANA | କେତେବେଳେ ଚାଲି...
କେତେ କାଳରେ ମନ (Studio Version)
• KETE KALA RE MANA || କେତେ କାଳ ରେ ମନ || AMI...
ସତର୍କ ଟିକେ ରୁହ (Studio Version)
• Satarka Tike Ruha || Studio Version || ସତର...
ଶେଷ ଘଣ୍ଟି ( Full Video)
• SESHA GHANTI || ଶେଷ ଘଣ୍ଟି || HUMANE SAGAR ...
ଯୀଶୁ ମୁଁ ତୁମକୁ ହୃଦେ ରଖିବି (Studio Version)
• JISU MU TUMAKU HRUDE RAKHIBI | ANTARA CHAK...
!!* ANTI-PIRACY WARNING *!!
This content is copyright to Amit Badanayak. Any unauthorized reproduction redistribution, re-upload (audio or video) is strictly prohibited of this material. Legal action will be taken against those who violate this copyright material presented.
Повторяем попытку...
Доступные форматы для скачивания:
Скачать видео
-
Информация по загрузке: