‘ମୋ ଭାଇକୁ ଡାକିକି ମାରିଛନ୍ତି, ଫାଶୀ ଦିଅ’ | Odisha Reporter
Автор: Odisha Reporter
Загружено: 2026-02-20
Просмотров: 11462
Описание:
#ସୁନା_ଲୁଟ୍_ଉଦ୍ଦେଶ୍ୟରେ_ମୋ_ଭାଇକୁ_ମାରିଛନ୍ତି
ସୌମ୍ୟରଞ୍ଜନ ଜେନା ଗୁଳିକାଣ୍ଡ ଘଟଣା। ସୌମ୍ୟଙ୍କ ଭଉଣୀ ଶର୍ମିଷ୍ଠା ଜେନାଙ୍କ ଅଭିଯୋଗ । ମୋ ଭାଇକୁ ଡାକିକି ମାରି ଦିଆଯାଇଛି।ମୋ ଭାଇକୁ ନ୍ୟାୟ ମିଳିବା ସହ ସମସ୍ତଙ୍କୁ ଫାଶୀ ଦିଆଯାଉ। ଯେଉଁମାନେ ଗିରଫ ହୋଇଛନ୍ତି ସେମାନେ ସମସ୍ତେ ଜଣେ ଜଣେ ଅପରାଧୀ। ମୋ ଭାଇ ବେକ ରେ ପକାଇଥିବା 8 ଲକ୍ଷ ଟଙ୍କାର ସୁନା ଚେନକୁ ଲୁଟ କରିବା ଉଦ୍ଦେଶ୍ୟରେ ମୋ ଭାଇକୁ ଡାକି ଗୁଳି କରିଛନ୍ତି।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter #OdishaReporter #Soumyaranjanjena #firingcase #Cuttack #Sister
Повторяем попытку...
Доступные форматы для скачивания:
Скачать видео
-
Информация по загрузке: