କେଡ଼େ ହାରାମି ଝିଅ ଲୋ ତୁ , ୪ବର୍ଷ ସମ୍ପର୍କ ରଖି ମୋ ପୁଅ ତଣ୍ଟି ଚିପି ଦେଲୁ!software engineer found dead in OYO
Автор: Pratidin TV
Загружено: 2026-02-20
Просмотров: 25826
Описание:
କେଡ଼େ ହାରାମି ଝିଅ ଲୋ ତୁ , ୪ବର୍ଷ ସମ୍ପର୍କ ରଖି ମୋ ପୁଅ ତଣ୍ଟି ଚିପି ଦେଲୁ ! ବର୍ଷା ମୋ ହିରୋ ଭଳି ପୁଅକୁ ମାରିଦେଲା !ମୁଁ ପୁଅକୁ ଦେଖିଲା ବେଳକୁ ତାକୁ ହାଫ୍ ପ୍ୟାଣ୍ଟ ପିନ୍ଧେଇ ଶୁଆଇ ଦେଇଛନ୍ତି। ଭୁବନେଶ୍ବରର ଓୟୋ ହୋଟେଲରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର।ଯୁବକ ଜଣକ ହେଉଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳର ର ବୁବୁନା ପ୍ରଧାନ।ପ୍ରେମ ବ୍ୟାପାରରୁ ଯୁବକଙ୍କୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ଏୟାରପୋର୍ଟ ପୋଲିସ ଆସି ଘଟଣା ର ତଦନ୍ତ କରୁଛି। software engineer Bubuna Pradhan, found dead OYO Pokhariput Bhubaneswar.
#OdishaCrime #Bhubaneswar #SuspiciousDeath #Pokhariput #LiveInCase #Odisha #PoliceInvestigation #HotelDeath #LoveAffairCase #PostMortem #YouthDeath #pratidintv
vist our Website :https://www.pratidintv.com/
Like Our Facebook Page: / pratidinodisha
Folllow Us Instagram :-https://www.instagram.com/pratidintv/...
Follow On X :- https://x.com/pratidin_tv
Subscribe To Our YouTube Channel: / @pratidintvodisha
#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
Повторяем попытку...
Доступные форматы для скачивания:
Скачать видео
-
Информация по загрузке: