ଓଡ଼ିଆ ରଚନା, ପତ୍ର ଲିଖନ ଓ ଦରଖାସ୍ତ |୨୦ ମାର୍କ ମୁଠାରେ!✊
Автор: Science Career Hub
Загружено: 2026-02-17
Просмотров: 12233
Описание:
ପିଲାମାନେ! 🙏
ଏହି Video ରେ ଆମେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା (BSE Odisha) ପାଇଁ ଓଡ଼ିଆ ସାହିତ୍ୟର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ Writing Skills (୨୦ ମାର୍କ) ବିଷୟରେ ଆଲୋଚନା କରିଛୁ।
[What’s inside the video]
ଏହି ଗୋଟିଏ Video ଦେଖିଲେ ଆପଣଙ୍କର ୨୦ ମାର୍କ ପକ୍କା ହୋଇଯିବ:
✅ ପ୍ରବନ୍ଧ / ରଚନା (Essay) - ୧୦ ମାର୍କ (Most Repeated Topics)
✅ ପତ୍ର ଲିଖନ (Letter Writing) - ୫ ମାର୍କ
✅ ଦରଖାସ୍ତ / ଆବେଦନ ପତ୍ର (Application) - ୫ ମାର୍କ
[Key Highlights]
ବିଗତ ୧୦ ବର୍ଷର (2015-2024) ପରୀକ୍ଷା ପ୍ରଶ୍ନପତ୍ର ବିଶ୍ଳେଷଣ।
ପରୀକ୍ଷାରେ କେମିତି ଲେଖିଲେ Full Mark ମିଳିବ, ତାର ସହଜ ଉପାୟ।
କେଉଁ ବିଷୟଗୁଡ଼ିକ ବାରମ୍ବାର ପରୀକ୍ଷାରେ ଆସୁଛି (Most Important Topics)।
ଯଦି Video ଟି ଭଲ ଲାଗେ, ତେବେ Like କରନ୍ତୁ ଏବଂ ନିଜ ସାଙ୍ଗମାନଙ୍କ ସହ Share କରନ୍ତୁ ଯେପରି ସମସ୍ତେ ପରୀକ୍ଷାରେ ଭଲ Result କରିପାରିବେ। ଚ୍ୟାନେଲକୁ Subscribe କରିବାକୁ ଭୁଲନ୍ତୁ ନାହିଁ! 🔔
telegram channel link: https://t.me/ScienceCareerHub #odiamediumclass #class10th #odisha #odiamediumodisha #odia #education #exam #boardexam2026 #odiastudent #boardexampreparation
Повторяем попытку...
Доступные форматы для скачивания:
Скачать видео
-
Информация по загрузке: