BSE Odisha Class 10: ଭୌତିକ ବିଜ୍ଞାନର ସବୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଏବଂ ଉତ୍ତର ✨
Автор: Science Career Hub
Загружено: 2026-02-10
Просмотров: 3198
Описание:
BSE Odisha Class 10: ଭୌତିକ ବିଜ୍ଞାନର ସବୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଏବଂ ଉତ୍ତର ✨@ScienceCareerHub
ଆଜିର ଏହି ଭିଡିଓଟି ତୁମମାନଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଏଥିରେ ମୁଁ ଦଶମ ଶ୍ରେଣୀ ଭୌତିକ ବିଜ୍ଞାନ (Physical Science) ର ଗତ ୧୦ ବର୍ଷର (2016-2025) ବୋର୍ଡ ପରୀକ୍ଷା ପ୍ରଶ୍ନପତ୍ରକୁ ବିଶ୍ଳେଷଣ (Analysis) କରିଛି।
ଏହି ଭିଡିଓରେ ତୁମେମାନେ କଣ ଜାଣିବାକୁ ପାଇବ?
✅ କେଉଁ ଅଧ୍ୟାୟରୁ ସବୁଠୁ ଅଧିକ ପ୍ରଶ୍ନ ଆସୁଛି।
✅ କେଉଁ ପ୍ରଶ୍ନଗୁଡ଼ିକ ବାରମ୍ବାର ପରୀକ୍ଷାରେ Repeated ହେଉଛି।
✅ ୪ ମାର୍କ ବିଶିଷ୍ଟ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର Selection।
✅ ୨୦୨୬ ବୋର୍ଡ ପରୀକ୍ଷା ପାଇଁ କିପରି ପ୍ରସ୍ତୁତି କରିବ।
Subject: Physical Science (ଭୌତିକ ବିଜ୍ଞାନ)
Target: Board Exam 2026
Topic: 10 Years PYQ Analysis (Subjective - Question No. 1)
ଭିଡିଓଟି ଭଲ ଲାଗିଲେ:
👍 Like କରନ୍ତୁ।
📂 ନିଜ ସାଙ୍ଗମାନଙ୍କ ସହ Share କରନ୍ତୁ।
🔔 ଏବଂ Channel କୁ Subscribe କରି ରଖନ୍ତୁ ଯେମିତି ଆଗକୁ ସବୁ ସବ୍ଜେକ୍ଟର Selection ପାଇପାରିବେ।
telegram channel link:https://t.me/ScienceCareerHub
#odiamediumclass
#odisha
#odiamediumodisha
#Board
#boardexam2026
#boardexampreparation
#boardexam
#odiamediumodisha
#odia
#bse
,#bseb_matric_exam_2025
#odianews
#odishatv
#odishatv
Повторяем попытку...
Доступные форматы для скачивания:
Скачать видео
-
Информация по загрузке: