ମାଲିକାଣୀଙ୍କୁ ହତ୍ୟା କଲା ଚାକରାଣୀ ,ଭଙ୍ଗା ଚୁଡ଼ି ଖୋଲିଲା ରହସ୍ୟ ! mahoba murder case
Автор: Pratidin TV
Загружено: 2026-03-03
Просмотров: 208
Описание:
ମାଲିକାଣୀଙ୍କୁ ହତ୍ୟା କଲା ଚାକରାଣୀ ,ଭଙ୍ଗା ଚୁଡ଼ି ଖୋଲିଲା ରହସ୍ୟ !
ଉତ୍ତରପ୍ରଦେଶର ମହୋବା ଜିଲ୍ଲାରେ ପୋଲିସ ଏକ ଚାଞ୍ଚଲ୍ୟକର ହତ୍ୟା ମାମଲାର ପର୍ଦ୍ଦାଫାଶ କରିଛି। ଗୋଟିଏ ଭଙ୍ଗା ଚୁଡ଼ି (Bangle) ସାହାଯ୍ୟରେ ପୋଲିସ ହତ୍ୟାକାରୀ ପାଖରେ ପହଞ୍ଚିବାରେ ସଫଳ ହୋଇଛି। ପୋଲିସର ସୂଚନା ଅନୁଯାୟୀ, ମାଲିକାଣୀଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ଘରର ଚାକରାଣୀ ହିଁ ତାଙ୍କୁ ହତ୍ୟା କରିଥିବା ଜଣାପଡିଛି। mahoba murder case
#mahoba #murdercase #pratidintv #death
Vist our Website :https://www.pratidintv.com/
Like Our Facebook Page: / pratidinodisha
Folllow Us Instagram :-https://www.instagram.com/pratidintv/...
Follow On X :- https://x.com/pratidin_tv
Subscribe To Our YouTube Channel: / @pratidintvodisha
#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
Повторяем попытку...
Доступные форматы для скачивания:
Скачать видео
-
Информация по загрузке: