ycliper

Популярное

Музыка Кино и Анимация Автомобили Животные Спорт Путешествия Игры Юмор

Интересные видео

2025 Сериалы Трейлеры Новости Как сделать Видеоуроки Diy своими руками

Топ запросов

смотреть а4 schoolboy runaway турецкий сериал смотреть мультфильмы эдисон
Скачать

ମାଳିନୀଙ୍କ ପେଟରେ ଟ୍ୟୁମର୍, ଚିକିତ୍ସା ପାଇଁ ଅର୍ଥ ର ଅଭାବ ! Malini want Medical help , Kandhamal

Автор: Pratidin TV

Загружено: 2026-03-03

Просмотров: 178

Описание: ମାଳିନୀଙ୍କ ପେଟରେ ଟ୍ୟୁମର୍, ଚିକିତ୍ସା ପାଇଁ ଦରକାର ଅର୍ଥ ନାହିଁ ସ୍ୱାସ୍ଥ୍ୟ କାର୍ଡ ! କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ କୁଡୁତୁଲି ପଞ୍ଚାୟତ ସ୍ଥିତ ୧୧ ନମ୍ବର ୱାର୍ଡ଼ରେ ଥିବା ସାରଙ୍ଗଗଡ଼-ବାଲିଗୁଡ଼ା ମୁଖ୍ୟ ରାସ୍ତାକଡ଼ ବଲମରପଦା ଗାଁ’ ର ମାଳିନୀ ପ୍ରଧାନ (୨୩) ପ୍ରାୟ ୫ ବର୍ଷ ଧରି ପେଟରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସା ଅଭାବରୁ ଘରେ ପଡ଼ି ରହିଛନ୍ତି। ବର୍ତ୍ତମାନ ମାଳିନୀର ପେଟ ଅସ୍ଵାଭାବିକ ଭାବେ ବଢ଼ିବା ସାଙ୍ଗକୁ ଯନ୍ତ୍ରଣା ଭୋଗୁଛନ୍ତି। ଭାଇ ଯସବନ୍ତ ପ୍ରଧାନ (୨୬) କୁଲି ମଜୁରି କରି ପରିବାର ଚଳାଉଥିବା ବେଳେ ଭଉଣୀ ମାଳିନୀର ଉତ୍ତମ ଚିକିତ୍ସା କରିପାରୁନାହାନ୍ତି। ଏପଟେ ଘରେ ପକ୍ଷାଘାତ ଆକ୍ରାନ୍ତ ମାଆ ରହିଥିବା ବେଳେ ଭଉଣୀର ଚିକିତ୍ସା କରିବା ପାଇଁ ଆଉ ସମ୍ବଳ ନାହିଁ। ମାଳିନୀକୁ ଚିକିତ୍ସା ପାଇଁ ପାଖରେ ଯାହା ଥିଲା ବିକି ଭାଙ୍ଗି ସବୁ ସାରି ଦେଇଛନ୍ତି । ତେଣୁ ସରକାର ଏଥିପ୍ରତି ଦୃଷ୍ଟି ଦେଇ ମାଳିନୀକୁ ଉନ୍ନତମାନର ଚିକିତ୍ସା ସହାୟତା ପ୍ରଦାନ କରିବା ପାଇଁ ପରିବାର ପକ୍ଷରୁ ଅନୁରୋଧ କରାଯାଇଥିବା ବେଳେ କ ନୂଆଗାଁ ର ବିଡ଼ିଓ ସରକାର ଙ୍କ ସ୍ତର ରେ ଯାହା ସହାୟତା ହେଇପାରିବ ଦୁଇ ଦିନ ମଧ୍ୟ ରେ କରିବୁ ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । ମାଳିନୀ ପ୍ରଧାନ ଙ୍କୁ କୌଣସି ସହୃଦୟ ବ୍ୟକ୍ତି ସାହାଯ୍ୟ କରିପାରିଲେ ସେ ଉପକୃତ ହେବେ ବୋଲି ସେ ପ୍ରକାଶ କରିଛନ୍ତି । Malini Pradhan want Medical help , Kandhamal
#medicaltreatments #financehelp #help

Vist our Website :https://www.pratidintv.com/
Like Our Facebook Page:   / pratidinodisha  
Folllow Us Instagram :-https://www.instagram.com/pratidintv/...
Follow On X :- https://x.com/pratidin_tv
Subscribe To Our YouTube Channel:    / @pratidintvodisha  

#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha

Не удается загрузить Youtube-плеер. Проверьте блокировку Youtube в вашей сети.
Повторяем попытку...
ମାଳିନୀଙ୍କ ପେଟରେ ଟ୍ୟୁମର୍, ଚିକିତ୍ସା ପାଇଁ  ଅର୍ଥ ର ଅଭାବ ! Malini want Medical help , Kandhamal

Поделиться в:

Доступные форматы для скачивания:

Скачать видео

  • Информация по загрузке:

Скачать аудио

Похожие видео

Iran’s Warship IRIS Dena Sinks Near Sri Lanka | 101 Missing | Major Conflict Update N18G

ରାଜଧାନୀରେ ରକ୍ତର ହୋଲି | Husband Kills Wife in Brutal Knife Attack | Argus News

‘କାଦୁଅ ହୋଲି ଭାରି ମଜା ଲାଗୁଛି’  | Odisha Reporter

୨୦୨୬ ମାର୍ଚ୍ଚ ମାସ ରାଶିଫଳ | ମେଷ ରୁ ମୀନ | Dr Bhabani Shankar Mohapatra | @DTVODIA ​

ହଠାତ୍ ବାହାରିବେ ଖାମେନେଇ। US Iran War | Donald Trump | USS Abraham Lincoln | Iran Air Strike | N18G

ହୋଲି ନାଁ ଶୁଣି, କାହିଁକି କାନ୍ଦିଲେ ମାଉସୀ ? Untold stories of Sanjeevani Old age home & Holi celebration

ବାଃ କି ଚିନ୍ତାଧାରା ପ୍ରସାଦ ବାବୁ, ଏହାହିଁ ପ୍ରକୃତ ନେତାଙ୍କ ପରିଚୟ। Holi with visually impaired kids.

ରାହୁଲଙ୍କ ସ୍ତ୍ରୀ ତ୍ରୀଷ୍ଣାଙ୍କ ଫୋନ୍‌ରେ ରହିଛି ସବୁ ରେକର୍ଡି... ହତ୍ୟା ପରେ ସେଇଠି ବସି ମଦ ପିଇ ଥିଲେ ହତ୍ୟାକାରୀ..

ହୋଲିରେ ପଣା ପିଇ ,ଅମାନିଆଙ୍କୁ ଶାବାଡ଼ କରିବାକୁ ବସ୍ତି ବୁଲିଲେ ପୋଲିସ ଅଫିସର !30 Platoons Of Police In Bbsr

ବୃନ୍ଦାବନ ନୁହେଁ ହୋଲି ଖେଳିବାକୁ ଆସିଛୁ ପୁରୀ। Tourists Enjoy Holi In Front Of Sri Jagannath Temple, puri.

Грибок на ногтях — это последняя стадия. Первая — внутри

ଗାଁ ରେ ଚାଲିଥିଲା ହୋଲି ପାଳନ, ବିଦ୍ୟୁତ ସର୍ଟ ସର୍କିଟ ରୁ ଘରେ ଲାଗିଗଲା ନିଆଁ l House gutted in fire in Jajpur

‘ପ୍ରି-ପ୍ଲାନ କରି ମୋ ସ୍ୱାମୀକୁ ମାରିଛନ୍ତି' : ୟୁଟ୍ୟୁବର ରାହୁଲ ମହାରଣା ସ୍ତ୍ରୀ | YouTuber Murder Case in BBSR

ହୋଲିରେ ବ୍ରାହ୍ମଣୀ ନଦୀକୁ ଗାଧେଇବାକୁ ଯାଇ ,ଆଉ ଫେରିଲାନି ପୁଅ Student Found Dead From Brahmani River ,Jajpur

ଦୁଇ ୟୁଟ୍ୟୁବରଙ୍କ ପ୍ରେମ ନେଲା ବିବାହ ରୂପ !  Tussar Aka @BhubaneswarMunda & Bbsr kudi gets married .

ଦୁଲଣାପୁର ଲକ୍ଷ୍ମୀ ନାରାୟଣ ମନ୍ଦିର ପ୍ରାଙ୍ଗଣରେ ରଙ୍ଗ ର ଉତ୍ସବ ପାଳନ । Holi Celebrection in Banki , Cuttack

ହୋଲି ପାଇଁ DJ ଗାଡ଼ି, ଗାଁକୁ ଆଣି ଭୁଲ କରିଦେଲେ!  Group fight over DJ Music for Holi celebration, Bhadrak.

ШУМ В УШАХ ПРОПАДЕТ НАВСЕГДА! Слух станет таким же острым, как в молодости—нажмите на эту точку

ଛୁରୀ ମାରିବା ପଡ଼ିଲା ମହଙ୍ଗା, ଅଭିଯୁକ୍ତ କୁ ବାନ୍ଧିଲା ପୋଲିସHusband apprehended for wife's murder,Bharatpur

ହୋଲି ପୂର୍ବରୁ ରକ୍ତରଞ୍ଜିତ ରାଜଧାନୀ ...ଭଡା ଘରେ ସ୍ତ୍ରୀକୁ ହତ୍ୟା ..ସ୍ବାମୀଙ୍କୁ ଅଟକ ରଖିଲା ପୋଲିସ...||

© 2025 ycliper. Все права защищены.

  • Контакты
  • О нас
  • Политика конфиденциальности

Контакты для правообладателей: [email protected]