ଜଙ୍ଗଲ ଜମିରେ ଶହ ଶହ ଘର, ବୁଲିଲା ବୁଲଡୋଜର, କାନ୍ଦିଲେ ଲୋକ | Odisha Reporter
Автор: Odisha Reporter
Загружено: 2026-03-14
Просмотров: 3459
Описание:
#ଶହ_ଶହ_ଘର_ମାଟିରେ_ମିଶିଲା
ସରକାରୀ ଜଙ୍ଗଲ ଜମିକୁ ମାଡ଼ି ବସି ଦୀର୍ଘ ବର୍ଷ ହେବ ଘର କରି ରହୁଥିଲେ...ଏବେ ପ୍ରଶାସନ ପକ୍ଷରୁ ବୁଲଡୋଜର ଲଗାଇ ଭଙ୍ଗାଯାଇଛି । ଘର ଭଙ୍ଗାଯିବା ପରେ ସାଂଘାତିକ କଥା ସାମ୍ନାକୁ ଆସିଛି । ରାଜଧାନୀର ମଳିପଡ଼ାଠାରେ ଏମିତି ଶତାଧିକ ବେଆଇନ ଘର ନିର୍ମାଣ କରାଯାଇଥିଲା । ଆଉ ଲକ୍ଷାଧିକ ଟଙ୍କା ନେଇ ଦଲାଲ ଜମି ପ୍ଲଟିଂ କରି ବିକିଥିଲେ । ଶୁଣନ୍ତୁ ସେଠାରେ ରହୁଥିବା ଲୋକମାନେ କଣ କହୁଛନ୍ତି ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter #Bhubaneswar #malipada #BulldozerAction #Forestland
Повторяем попытку...
Доступные форматы для скачивания:
Скачать видео
-
Информация по загрузке: