ycliper

Популярное

Музыка Кино и Анимация Автомобили Животные Спорт Путешествия Игры Юмор

Интересные видео

2025 Сериалы Трейлеры Новости Как сделать Видеоуроки Diy своими руками

Топ запросов

смотреть а4 schoolboy runaway турецкий сериал смотреть мультфильмы эдисон
Скачать

ସାଇ ଆରୋଗ୍ୟ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲର ଭୂମିପୁଜନ | Kendrapara | Khabar Odisha

Автор: Khabar Odisha

Загружено: 2026-02-23

Просмотров: 22

Описание: ସାଇ ଆରୋଗ୍ୟ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲର ଭୂମିପୁଜନ
DSE-କେନ୍ଦ୍ରାପଡା ଡେରାବିଶ ବ୍ଳକ ଅନ୍ତର୍ଗତ ରଜାଙ୍ଗ ଠାରେ ଏକ ସାଇ ଆରୋଗ୍ୟ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲର ଭୂମିପୁଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l One world one family mission ର ମୁଖ୍ୟ ସଦଗୁରୁ ଶ୍ରୀ ମଧୁସୂଦନ ସାଇ ମୁଖା ଅତିଥି ଭାବେ ଯୋଗଦେଇ ଭୂମି ପୂଜନ କରିଥିଲେ l ପରେ ଅୟୋଜିତ ସାଧାରଣ ସଭାରେ ଉଦବୋଧନ ଏହି ହସ୍ପିଟାଲ ବର୍ଷକ ମଧ୍ୟରେ କାର୍ଯ୍ୟକ୍ଷମ ହେବ ବୋଲି କହିଥିଲେ l କେନ୍ଦ୍ରାପଡା ଲୋକସଭା ସାଂସଦ ବୈଜୟନ୍ତ ପଣ୍ଡା ଅନ୍ୟତମ ଅତିଥି ଭାବେ ଯୋଗଦେଇ ଏହି ହସ୍ପିଟାଲ ସାଧାରଣ ଜନତାଙ୍କ ପାଇଁ ସମ୍ପୂର୍ଣ୍ଣ ନିଶୁଳ୍କ ସେବା ଯୋଗାଇଦେବ ବୋଲି କହିଥିଲେ
Groundbreaking ceremony of Sai Arogya Multi-Specialty Hospital
The ground-breaking ceremony of a Sai Arogya Multi-Specialty Hospital was held at Rajang under DSE-Kendrapara Deravish Block. The Chief Sadguru of One World One Family Mission, Shri Madhusudan Sai Mukha, attended as a guest and performed the ground-breaking ceremony. Later, in his address at the public meeting organized, he said that this hospital will be functional within a year. Kendrapara Lok Sabha MP Baijayant Panda attended as another guest and said that this hospital will provide completely free services to the general public.
#SaiArogyaMultiSpecialtyHospital #hospital #construction #BaijayantPanda #kendrapara #Odisha


Khabar Odisha is one of Odisha’s most trusted and regularly updated news platforms, delivering the latest and breaking news in Odia. Covering a wide range of topics including politics, sports, entertainment, lifestyle, culture, and national affairs, Khabar Odisha keeps viewers informed with accurate, fast, and in-depth reporting.

🔔 Don’t forget to Like, Share & Subscribe!
------------------------------------------------------
Follow us on social media for more updates:👇
👉Website: https://khabarodisha.com
👉Twitter:   / khabaraodisha  
👉Facebook:   / khabaraodisha  
👉Instagram:   / khabarodishanews  

Не удается загрузить Youtube-плеер. Проверьте блокировку Youtube в вашей сети.
Повторяем попытку...
ସାଇ ଆରୋଗ୍ୟ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲର ଭୂମିପୁଜନ | Kendrapara | Khabar Odisha

Поделиться в:

Доступные форматы для скачивания:

Скачать видео

  • Информация по загрузке:

Скачать аудио

Похожие видео

ସେମି ପାଇଁ ଫିଟିଲା ବାଟ, ଏମିତି କଲେ ମିଳିବ ଟିକେଟ | T20 World Cup 2026 | Team India | India vs SouthAfrica

ସେମି ପାଇଁ ଫିଟିଲା ବାଟ, ଏମିତି କଲେ ମିଳିବ ଟିକେଟ | T20 World Cup 2026 | Team India | India vs SouthAfrica

Special Story: Girlfriend Watches as Lover Loses Life: Suspicious Death of Youth in OYO Room

Special Story: Girlfriend Watches as Lover Loses Life: Suspicious Death of Youth in OYO Room

ରାଜଧାନୀରେ ବୁଲୁଛି କାରାଭାନ | Bhubaneswar | Khabar Odisha

ରାଜଧାନୀରେ ବୁଲୁଛି କାରାଭାନ | Bhubaneswar | Khabar Odisha

Newlywed Woman Kidnapped from Road; Investigation Yields No Leads #knewsodisha

Newlywed Woman Kidnapped from Road; Investigation Yields No Leads #knewsodisha

ଶଙ୍ଖ ଭବନରେ ପହଞ୍ଚିଲେ ନବୀନ | Naveen Patnaik Reach Sankha Bhawan | BJD Foundation Day

ଶଙ୍ଖ ଭବନରେ ପହଞ୍ଚିଲେ ନବୀନ | Naveen Patnaik Reach Sankha Bhawan | BJD Foundation Day

#ନବୀନଙ୍କୁ_ଅରୁଣ_ମାରିଲେ_ତେରେଛା_ବାଣ || SANCHAR LIVE

#ନବୀନଙ୍କୁ_ଅରୁଣ_ମାରିଲେ_ତେରେଛା_ବାଣ || SANCHAR LIVE

ସେ ଝିଅ ହିଁ ଲୋକ ଲଗାଇ ମୋ ପୁଅକୁ ଜୀବନରୁ ମାରିଦେବାକୁ ଉଦ୍ୟମ କରିଛି | Sword Attack Case in Bhubaneswar

ସେ ଝିଅ ହିଁ ଲୋକ ଲଗାଇ ମୋ ପୁଅକୁ ଜୀବନରୁ ମାରିଦେବାକୁ ଉଦ୍ୟମ କରିଛି | Sword Attack Case in Bhubaneswar

ଝାରପଡ଼ା ଜେଲରେ ହଠାତ୍ ବାଜି ଉଠିଲା ସାଇରନ୍‌, ବନ୍ଧୁକ ଧରି ସବୁ ଜେଲ ଭିତରକୁ ଧାଇଁଲେ ଆଉ ତା'ପରେ...Jharpada Jail

ଝାରପଡ଼ା ଜେଲରେ ହଠାତ୍ ବାଜି ଉଠିଲା ସାଇରନ୍‌, ବନ୍ଧୁକ ଧରି ସବୁ ଜେଲ ଭିତରକୁ ଧାଇଁଲେ ଆଉ ତା'ପରେ...Jharpada Jail

ଜେଲ ରୁ ଫେରି ପ୍ରତିଶୋଧ ନେଲା ଦୁର୍ବୁତ୍ତ  llFocus Plus

ଜେଲ ରୁ ଫେରି ପ୍ରତିଶୋଧ ନେଲା ଦୁର୍ବୁତ୍ତ llFocus Plus

ଗିରଫ ପରେ ମୁହଁ ଖୋଲିଲେ ୩ ଅଭିଯୁକ୍ତ। ହତ୍ୟାରେ ସାମିଲ ଅଛନ୍ତି ଏହି ମହିଳା I Rasulgarh Sahadeb Nayak Case

ଗିରଫ ପରେ ମୁହଁ ଖୋଲିଲେ ୩ ଅଭିଯୁକ୍ତ। ହତ୍ୟାରେ ସାମିଲ ଅଛନ୍ତି ଏହି ମହିଳା I Rasulgarh Sahadeb Nayak Case

‘ମୋ ଭାଇକୁ ଡାକିକି ମାରିଛନ୍ତି, ଫାଶୀ ଦିଅ’ || Cuttack Soumya Jena Firing Case || Odisha Reporter

‘ମୋ ଭାଇକୁ ଡାକିକି ମାରିଛନ୍ତି, ଫାଶୀ ଦିଅ’ || Cuttack Soumya Jena Firing Case || Odisha Reporter

ନବରଙ୍ଗପୁରରେ ଭୟଙ୍କର ଲୁଟ! Robbery in Nabarangpur | ଭୁଜାଲି ଦେଖାଇ ୭୦ ଲକ୍ଷ ଓ ସୁନା ଲୁଟ | Khabar Odisha

ନବରଙ୍ଗପୁରରେ ଭୟଙ୍କର ଲୁଟ! Robbery in Nabarangpur | ଭୁଜାଲି ଦେଖାଇ ୭୦ ଲକ୍ଷ ଓ ସୁନା ଲୁଟ | Khabar Odisha

ଏମିତି ଦିଶିବ କଟକ - ଭୁବନେଶ୍ବର ରିଙ୍ଗ୍ ରୋଡ୍ | BREAKING STORY | BUSINESS BREAKING

ଏମିତି ଦିଶିବ କଟକ - ଭୁବନେଶ୍ବର ରିଙ୍ଗ୍ ରୋଡ୍ | BREAKING STORY | BUSINESS BREAKING

Pakistan Launches Strikes on Afghanistan | Taliban Claims Heavy Casualties | N18G N18G

Pakistan Launches Strikes on Afghanistan | Taliban Claims Heavy Casualties | N18G N18G

LIVE | ଶ୍ରୀଜଗନ୍ନାଥ ଧାମରୁ ପତିତପାବନଙ୍କ ମଙ୍ଗଳ ଆଳତି ଦର୍ଶନ ସିଧାପ୍ରସାରଣ |ShreeJagannath Dham .

LIVE | ଶ୍ରୀଜଗନ୍ନାଥ ଧାମରୁ ପତିତପାବନଙ୍କ ମଙ୍ଗଳ ଆଳତି ଦର୍ଶନ ସିଧାପ୍ରସାରଣ |ShreeJagannath Dham .

BSKY କାର୍ଡରୁ ପଇସା ସରିଲେ ପଚାରୁନି Apollo hospital Bhubaneswar.

BSKY କାର୍ଡରୁ ପଇସା ସରିଲେ ପଚାରୁନି Apollo hospital Bhubaneswar.

ସ୍ଲଗ-ଝରକା ଭାଙ୍ଗି ସବୁ ଲୁଟି ନେଲେ । Thieves Break In Through Window, Loot Home || Knews Odisha

ସ୍ଲଗ-ଝରକା ଭାଙ୍ଗି ସବୁ ଲୁଟି ନେଲେ । Thieves Break In Through Window, Loot Home || Knews Odisha

Shocking! Lover Abducts Bride at Gunpoint | ବନ୍ଧୁକ ଦେଖାଇ ନବବଧୁକୁ ଉଠାନେଲା ପ୍ରେମିକ| Subarnapur | KO

Shocking! Lover Abducts Bride at Gunpoint | ବନ୍ଧୁକ ଦେଖାଇ ନବବଧୁକୁ ଉଠାନେଲା ପ୍ରେମିକ| Subarnapur | KO

ହୋଟେଲ ଆଗରେ ମାଡ଼ି ବସିଲା ସିବିଆଇ || CBI Seizes ₹1 Crore Cash from Car in Bhubaneswar || Odisha Reporter

ହୋଟେଲ ଆଗରେ ମାଡ଼ି ବସିଲା ସିବିଆଇ || CBI Seizes ₹1 Crore Cash from Car in Bhubaneswar || Odisha Reporter

ଆୟୁଷ୍ମାନକୁ କେମିତି ମାରିଥିଲି ତାର ଡେମୋ ଦେଖାଇବ ଅଭିଯୁକ୍ତ... Bhubaneswar Case

ଆୟୁଷ୍ମାନକୁ କେମିତି ମାରିଥିଲି ତାର ଡେମୋ ଦେଖାଇବ ଅଭିଯୁକ୍ତ... Bhubaneswar Case

© 2025 ycliper. Все права защищены.



  • Контакты
  • О нас
  • Политика конфиденциальности



Контакты для правообладателей: [email protected]