Damdar 4: Pari Murder Case, Sambit Patra Visits Nayagarh | Justice For Pari
Автор: ZEE Odisha News
Загружено: 2020-12-05
Просмотров: 38
Описание:
Damdar 4: Pari Murder Case, Sambit Patra Visits Nayagarh | Justice For Pari
'ପରୀ' ହତ୍ୟା ମାମଲାରେ SITର ତଦନ୍ତ ଜୋରଦାର, Arun Bothraଙ୍କ ନେତୃତ୍ୱରେ ଅଭିଯୁକ୍ତ Babuli Naiak ଘରେ ଛାନଭିନ । ଗତକାଲି ପରୀ ମୃତ୍ୟୁର ଅଭିଯୁକ୍ତ କୁହାଯାଉଥିବା ବାବୁଲି ନାୟକଙ୍କ ଘରେ ଚଢ଼ାଉ କରିଥିଲେ ଏସଆଇଟି ଟିମ୍ । ବାବୁଲି ନାୟକଙ୍କ ୩ ମହଲା ଘରର ସମସ୍ତ କୋଠରୀକୁ ଯାଞ୍ଚ କରିଛି ଟିମ୍ । ଉଭୟ ବାବୁଲି ଓ ତାଙ୍କ ପୁଅଙ୍କୁ ପ୍ରାୟ ଘଣ୍ଟାଏ ଜେରା କରିଥିଲା ଏସଆଇଟି ଏବଂ ତାଙ୍କ ଡ୍ରାଇଭରଙ୍କୁ SIT ଟିମ ମାରାଥନ ଜେରା କରିଛି, ଅନ୍ୟପଟେ Nayagarh ଗସ୍ତରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା Sambit Patra,ପରୀ ହତ୍ୟାକୁ ନେଇ କହିଲେ, ଦିଲ୍ଲୀରେ ଏନସିପିସିଆରଙ୍କୁ ଭେଟିଥିଲି, ନୟାଗଡ଼ ଏସପି ଓ ଜିଲ୍ଲାପାଳଙ୍କୁ ସମନ କରାଯାଇଛି । ସାରା ଓଡ଼ିଶା ଜାଣିଛି ପରୀ ହତ୍ୟା ପଛରେ କିଏ? ଚାପ ପ୍ରୟୋଗ କରି ଘଟଣାକୁ ଭିନ୍ନ ମୋଡ଼ ଦିଆଯାଉଛି । ଅରୁଣ ସାହୁଙ୍କୁ ବିଜେଡି କ୍ୟାବିନେଟରୁ ବହିଷ୍କୃତ କରିବା କଥା ।
#Damdar4 #ZeeOdishaNews #JusticeForPari
Повторяем попытку...
Доступные форматы для скачивания:
Скачать видео
-
Информация по загрузке: