ପ୍ରେମ ନିବେଦନ କରି ବିଫଳ ହେବାରୁ ,ମହିଳାଙ୍କୁ ମାରିଦେଲା ପ୍ଲମ୍ବର ! Angul Madhusmita Death Case , Arrested
Автор: Pratidin TV
Загружено: 2026-01-15
Просмотров: 338
Описание:
ପ୍ରେମ ନିବେଦନ କରି ବିଫଳ ହେବାରୁ ,ମହିଳାଙ୍କୁ ମାରିଦେଲା ପ୍ଲମ୍ବର ! ଘରକୁ ପାଣି ପାଇପ ମରାମତି କରିବାକୁ ଯାଇ ପ୍ରେମ ହୋଇଗଲା । ଘର ମାଲିକାଣୀକୁ ପ୍ରେମ ନିବେଦନ କଲା । ମନା କଲେ ମାଲିକାଣୀ, ମାରିଦେଲା ପାଇପ ବାଲା । ଡିସେମ୍ବର ମାସ ରେ ଅନୁଗୁଳ ଜିଲ୍ଲାର ନାଲକୋ ନଗର ଆବାସିକ କଲୋନୀରେ ଏକ ସନ୍ଦେହଜନକ ମୃତୁ ଘଟିଥିଲା। ମୃତକ ମହିଳା ଥିଲେ ୩୫ ବର୍ଷୀୟ ମଧୁସ୍ମିତା ପ୍ରଧାନ। ହତ୍ୟାକାରୀ ହତ୍ୟାକୁ ଲୁଟ ଦର୍ଶାଇବାକୁ ଯାଇ ସୁନା ଗହଣା ଆଦି ଲୁଟି ନେଇଥିବାର ପ୍ରମାଣ ଛାଡିଥିଲା। Angul Madhusmita Death Case ,Plumber Arrested
#angul #Madhusmita #deathcase #Plumber #Arrested
Vist our Website :https://www.pratidintv.com/
Like Our Facebook Page: / pratidinodisha
Folllow Us Instagram :-https://www.instagram.com/pratidintv/...
Follow On X :- https://x.com/pratidin_tv
Subscribe To Our YouTube Channel: / @pratidintvodisha
#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
Повторяем попытку...
Доступные форматы для скачивания:
Скачать видео
-
Информация по загрузке: