କବାଟ ଭାଙ୍ଗି ଦେଖିଲା ବେଳକୁ, ଗଙ୍ଗାଧର ଆଉ ନାହିଁ ଝୁଲୁଛି ! Youth's Dead Body Found in UNIT 1 , Bhubaneswar
Автор: Pratidin TV
Загружено: 2026-01-15
Просмотров: 4652
Описание:
କବାଟ ଭାଙ୍ଗି ଦେଖିଲା ବେଳକୁ, ଗଙ୍ଗାଧର ଆଉ ନାହିଁ ଝୁଲୁଛି ! ସରକାରୀ କ୍ୱାଟରରୁ ମିଳିଲା ଯୁବକ ଙ୍କ ଝୁଲନ୍ତା ମୃତଦେହ। ଯୁବକ ଜଣକ ହେଉଛନ୍ତି ବିଜେବି ନଗର ର ଗଙ୍ଗାଧର ପଟ୍ଟନାୟକ । ସୂଚନା ଅନୁସାରେ ୟୁନିଟ୍ 1 ଅଞ୍ଚଳ ରେ ଜଣେ ପୋଲିସ ଅଧିକାରୀ ଙ୍କୁ 2RA44 କ୍ୱାଟର ଟି ମିଳିଥିଲା। ଏହି କ୍ୱାଟର କୁ ମରାମତି କରିବା ପାଇଁ ଗଙ୍ଗାଧର ସୁପରଭାଇଜର ଭାବରେ କାମ କରିଆସୁଥିଲେ। ପରିବାର ଲୋକ ଅପରାହ୍ନ ସମୟରେ ଜାଣିବାକୁ ପାଇଲେ ଯେ ଗଙ୍ଗାଧର ଙ୍କ ର ସେହି କ୍ୱାଟର ରେ ଆତ୍ମହତ୍ୟା କରିଛନ୍ତି। କିନ୍ତୁ ପରିବାର ଲୋକ ଙ୍କ କହିବା ଅନୁଯାୟୀ ଗଙ୍ଗାଧର ଙ୍କୁ କିଏ ଆଣି ମାରି ଦେଇଛି। ଘଟଣା ସ୍ଥଳରେ କ୍ୟାପିଟାଲ ଥାନା ପୋଲିସ ପହଞ୍ଚି ତଦନ୍ତ କରିବା ସହ ମୃତଦେହ କୁ ବ୍ୟବଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି।Youth's Dead Body Found in UNIT 1 , Bhubaneswar .
#bhubaneswarnews #youth #dead
Vist our Website :https://www.pratidintv.com/
Like Our Facebook Page: / pratidinodisha
Folllow Us Instagram :-https://www.instagram.com/pratidintv/...
Follow On X :- https://x.com/pratidin_tv
Subscribe To Our YouTube Channel: / @pratidintvodisha
#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
Повторяем попытку...
Доступные форматы для скачивания:
Скачать видео
-
Информация по загрузке: