MANIMA HE TUMA,SREE PADA PANKAJE //ମଣିମା ହେ ତୁମ,ଶ୍ରୀପଦ ପଙ୍କଜେ (LYRICS IN DESCRIPTION )
Автор: BIBHU BIBHABA
Загружено: 2023-02-06
Просмотров: 7447
Описание:
A HUMBLE TRIBUTE AT THE LOTUS FEET OF PARAMA PREMAMAYA SREE SREE THAKUR
LYRICS - BIBHU PRASAD ACHARYA (SPR)
MUSIC AND SINGER - SAROJ MOHANTY (JK)NEW DELHI
🌺🌺🌺🌺🌺🌺🌺🌺🌺🌺🌺🌺
LYRICS ....
🌻🌻🌻🌻🌻🌻🌻🌻
*************************
🌼 ମଣିମା ହେ ତୁମ,
ଶ୍ରୀ ପଦ ପଙ୍କଜେ
ପୂଜା ଫୁଲ ଟିଏ
ହୋଇ........🌼
*************************
ନି ସା ଗା ମା ପା
ଗା ମା ପା ନି ସା ଧା ପା
ମା ପା ଗା
ନି ସା ଗା ରେ ସା
ମଣିମା ହେ ତୁମ,ଶ୍ରୀପଦ ପଙ୍କଜେ
ପୂଜା ଫୁଲ ଟିଏ ହୋଇ
ମୋତେ ଖାଲି ଟିକେ ରହିବାକୁ ଦିଅ
ଆଉ କିଛି ଲୋଡା ନାହିଁ
ମଣିମା ହେ ତୁମ..................(୧)
ରାତି ଶେଷେ ତୁମ ବାସି ଫୁଲ ହୋଇ
ଝରି ପଡେ ଯଦି
ଦୁଃଖ ମୋର ନାହିଁ,
ପାଇଥିବି ମୁଁ ହିଁ ଅମିୟ ଆଶିଷ
ଭାବରେ ବିଭୋର ହୋଇ
ମଣିମା ହେ ତୁମ...................(୨)
ମନ ଆକାଶରେ ଆଶାର ସପନ
ଦେଖିବାରେ ଦୋଷ ନାହିଁ
ମନେ ମନେ ଭାବେ ପାଇବି ତୁମକୁ
ଏକାନ୍ତ ନିଜର ହୋଇ
ନବ ମଣ୍ଡଳେ ବଉଦ ଭେଳାରେ
ମୋ ଭାବନା ଭାସି ଯାଇ
ମଣିମା ହେ ତୁମ...................(୩)
=×=
ବିଭୁ ପ୍ରସାଦ ଆଚାର୍ଯ୍ୟ (ସ.ପ୍ର.ଋ)
*************************
🌻🌻🌻🌻🌻🌻🌻🌻
Повторяем попытку...
Доступные форматы для скачивания:
Скачать видео
-
Информация по загрузке: