TUMAKU PRABHU HE JANIBA AGARU //ତୁମକୁ ପ୍ରଭୁ ହେ, ଜାଣିବା ଆଗରୁ.... ( WITH LYRICS )
Автор: BIBHU BIBHABA
Загружено: 2024-09-20
Просмотров: 16136
Описание:
A HUMBLE TRIBUTE AT THE LOTUS FEET OF
PARAMA PREMAMAYA SREE SREE THAKUR
LYRICS - BIBHU PRASAD ACHARYA (SPR)
MUSIC AND SINGER - SAROJ MOHANTY (JK)NEW DELHI
🌎🌎🌎🌎🌎🌎🌎🌎🌎🌎🌎🌎🌎🌎🌎🌎🌎🌎
LYRICS..
---------------👇
🌀 ତୁମକୁ ପ୍ରଭୁହେ,
ଜାଣିବା ଆଗରୁ..🌀
::::::::::::::::::::::::::::::::::::::::::::::::
🌼 ତୁମକୁ ପ୍ରଭୁ ହେ,
ଜାଣିବା ଆଗରୁ .. 🌼
*********************************
ତୁମକୁ ପ୍ରଭୁ ହେ, ଜାଣିବା ଆଗରୁ
ତୁମ ପ୍ରେମେ ପଡିଗଲି
ପ୍ରେମମୟ ବୋଲି ଅନୁଭବେ ଜାଣି
ଆନନ୍ଦେ ଶିହରି ଗଲି...
ତୁମକୁ ପ୍ରଭୁ'ହେ....................(୧)
ଅମା ଅନ୍ଧକାରେ ବାଟ ଚାଲୁ ଚାଲୁ
ତୁମ ହାତ ଧରି ନେଲି
ଝଡ ବତାସରେ ବୁକେ ଟାଣି ରଖ
ମନେ ପ୍ରାଣେ ବୁଝିଗଲି
ଅବୁଝା ମନକୁ ତୁମରି ଭାବରେ
ପ୍ରୀତି ଡୋରେ ବାନ୍ଧି ଦେଲି...
ତୁମକୁ ପ୍ରଭୁ'ହେ...................(୨)
ଜୀବନର ମାନେ ଅଲଗା ଅଲଗା
କିଛି ମୁଁ ବୁଝି ନଥିଲି
ପ୍ରେମର ପରଶ ତୁମଠୁ ପାଇ ମୁଁ
ଅନୁଭବି ହୋଇ ଗଲି
ପାହାଡି ଝରଣା ସମ ଏ ଜୀବନ
ସାଗର ସନ୍ଧାନୀ ହେଲି...
ତୁମକୁ ପ୍ରଭୁ'ହେ...................(୩)
=×=
ବିଭୁ ପ୍ରସାଦ ଆଚାର୍ଯ୍ୟ (ସ.ପ୍ର.ଋ)
*************************
🌼🌼🌼🌼🌼🌼🌼🌼
Повторяем попытку...
Доступные форматы для скачивания:
Скачать видео
-
Информация по загрузке: