ଶ୍ରୀକୃଷ୍ଣ ନିଜ ଭାଈର ବଧ କାହିଁକି କରିଥିଲେ? | ମହାଭାରତ କଥା | BHAKTI MUKTI | ODIA POURANIKA KATHA
Автор: BHAKTI MUKTI
Загружено: 2024-01-13
Просмотров: 688
Описание:
#MAHABHARAT # STORYOFSISUPALA #bhaktimukti #bhaktimuktiodia #STORYOFSISUPALA#ReligiousStoriesInOdia
Voiceover by :- Muktikant Swain
----------------------------------------------------------------------------------------------------------------------------------------------------------------------------
Recent uploaded videos :-
• ଭସ୍ମାସୁର କାହିଁକି ମହାଦେବଙ୍କୁ ଭସ୍ମ କରିବାକୁ ଚ...
• ଜଣେ ଅସୁର ପୁତ୍ରକୁ ରକ୍ଷା କରିବାପାଇଁ ଭଗବାନ୍ ବି...
• ସମୁଦ୍ର ମନ୍ଥନରେ ଅମୃତ ଦେବତା ମାନଙ୍କୁ କାହିଁକି ...
• ଗୁରୁ ଦ୍ରୋଣାଚାର୍ଯ୍ୟ | Story of Guru Dronach...
• ନଡ଼ିଆ ର ଜନ୍ମ କଥା | Nadia Ra Janma Katha | ...
• ରାକ୍ଷସ ଜଳନ୍ଧର କାହାଣୀ | Odia BedTime Story ...
• ରାମାୟଣ କଥା | Religious Stories in Odia | B...
• ନାରଦଙ୍କ ଅଭିଶାପ କାରଣରୁ ଭଗବାନ ବିଷ୍ଣୁ ନେଇଥିଲେ...
----------------------------------------------------------------------------------------------------------------------------------------------------------------------------
ଆପଣମାନଙ୍କୁ ମୋର channel ଭକ୍ତି ମୁକ୍ତି ( @BHAKTI-MUKTI ) କୁ ସ୍ଵାଗତ |
• ଆପଣମାନଙ୍କୁ ମୋର ଏହି Channel ରେ ପୌରାଣିକ ଗ୍ରନ୍ଥ ରେ ଆଧାରିତ ବହୁତ୍ ସୁନ୍ଦର ସୁନ୍ଦର ଧାର୍ମିକ/ପୌରାଣିକ କାହାଣୀ ଶୁନିବାକୁ ମିଳିବ।
• ପୌରାଣିକ କାହାଣୀ ମାଧ୍ୟମରେ ଆମମାନଙ୍କୁ ବହୁତ କିଛି ସଖିବାକୁ ମିଳିଥାଏ ।
• ଏହି ସବୁ କାହାଣୀ ଧାର୍ମିକ ଗ୍ରନ୍ଥ, ଯେମିତି ମହାଭାରତ, ରାମାୟଣ, ପୁରାଣ ଏବଂ ସଂଶୃତିକ କାର୍ଯ୍ୟକ୍ରମରୁ ନିଆଯାଇ ଅଛି କିନ୍ତୁ ଏହି କାହାଣୀରେ ଥିବା ପାତ୍ର ବାସ୍ତବିକ ରେ ଥିଲେ ନ| ଏହା କାଳ୍ପନିକ ଏହାର କୌଣସି ପ୍ରମାଣ ନାହିଁ।
• ପୌରାଣିକ କାହାଣୀ ଗୁଡ଼ିକ ପିଲାମାନଙ୍କ ଦୈନିକ ଏବଂ ସାମାଜିକ ବିକାଶରେ ବହୁତ ସୁନ୍ଦର ଭୂମିକା ନିଭାଇଥାଏ।
• ପ୍ରତେକ ମନୁଷ୍ୟର ମୂଳଦୁଆ ତାର ପିଲାବେଳ ହୋଇଥାଏ।ଛୋଟ ବୟସରେ ପିଲାମାନେ ଯାହା ବି ଶିଖନ୍ତି ତାକୁ ମାରିବା ପର୍ଯ୍ୟନ୍ତ ମନେରଖନ୍ତି। ପିଲାମାନେ ତାଙ୍କ ପିତା ମାତାଙ୍କ ଠାରୁ ବହୁତ କିଛି ଶିଖନ୍ତି | ପିଲାମାନଙ୍କୁ ଏହି ଶିକ୍ଷ୍ୟା ଦବା ଦରକାର, ଯାହା ଦ୍ୱାରା ତାଙ୍କର ସମ୍ପୂର୍ଣ୍ଣ ଜୀବନ ସୁଖମୟ ହବ | ପୌରାଣିକ କାହାଣୀ ପିଲାମାନଙ୍କ ମାର୍ଗ ଦର୍ଶନ କରିବାରେ ସହଯ୍ୟ କରେ।
• ମାନବ କଲ୍ୟାଣ ପାଇଁ ଏହା ବହୁତ ଆବଶ୍ୟକ ହୋଇଥାଏ |
• ଧର୍ମ ଏବଂ ମାନବତାର ମୂଲ୍ୟକୁ ବୁଝାଇବା ହେଉଛି, ପୌରାଣିକ କାହାଣୀର ମୁଖ୍ୟ ଉଦ୍ଦେଶ୍ୟ।
• ପୌରାଣିକ କଥା ସଂସ୍କୃତି ଏବଂ ମାନବତାର ମୂଲ୍ୟ କୁ ପରିଚୟ କରାଏ | କାହାଣୀର ମାଧ୍ୟମରେ ଆପଣ ଆପଣଙ୍କ ପିଲା ମାନଙ୍କୁ ନୂତନ କଥା ଜଣାଇ ପାରିବେ |
• ବେଳେ ବେଳେ ପିଲା ମାନେ କାହାଣୀର ମୁଖ୍ୟ ପାତ୍ରଙ୍କୁ ନିଜର ହିରୋ ମାନି ନିଅନ୍ତି ଏବଂ ତାଙ୍କ ବ୍ୟବହାରରେ ସୁଧାର ଆଣିବାରେ ଚେଷ୍ଟା ମଧ୍ୟ କରିଥାନ୍ତି।
• ଯେମିତି ଘରର ଆଗରେ ଲିମ୍ବର ଗଛ ଲଗାଇ ସେଥିରୁ ଆମ୍ବର ଆଶା କରାଯାଇ ନଥାଏ, ସେହିଭଳି ପିଲାମାନଙ୍କ ଭବିଷ୍ୟ ଚିନ୍ତା କରିବା ପରିବର୍ତ୍ତେ ସେମାନଙ୍କର ଚରିତ୍ର ଗଢ଼ିବା ଉପରେ ବେଶୀ ଧ୍ୟାନ ଦବା ପିତା ମାତା ମାନଙ୍କ କର୍ତ୍ତବ୍ୟ |ଏହା ହଉଚି ମୋର ବିଚାର | କାହିଁକିନା ଯାହାର ଚରିତ୍ର ସୁନ୍ଦର, ତାହାର ଭବିଷ୍ୟ ଅବଶ୍ୟ ଉତ୍ତମ ହୋଇଥାଏ।
• ମୋର ଏହି ଧାର୍ମିକ/ ପୌରାଣିକ କାହାଣୀ ଗୁଡ଼ିକୁ ଆପଣମାନେ ଅବଶ୍ୟ ଶୁଣନ୍ତୁ ଏବଂ ଏହି କାହାଣୀ ଆପଣକୁ କିପରି ଲାଗିଲା comment ରେ ଆପଣଙ୍କ ବିଚାରକୁ ଲେଖି ମୋତେ ଜାଣନ୍ତୁ।
•ପ୍ରତି ସପ୍ତାହରେ ଏକ ନିର୍ଦ୍ଧିଷ୍ଟ ସମୟରେ ମୁ ଆପଣଙ୍କ ସମ୍ମୁଖରେ ଗୋଟିଏ ପୌରାଣିକ କାହାଣୀ ଉପସ୍ଥାପନା କରିବି।
• ତେବେ ଆସନ୍ତୁ ମୋର ବନ୍ଧୁ ମାନେ ପୌରାଣିକ କଥା ମାଧ୍ୟମରେ ଇତିହାସର ମହାନ୍ ପାତ୍ରଙ୍କ ବିଷୟରେ ଜାଣିବା।
Copyright Disclaimer Under Section 107 of the Copyright Act 1976, allowance is made for 'Fair Use'
for purposes such as criticism, comment, news reporting, teaching, scholarship, and research,
Fair use is a permitted by copyright statute that might otherwise be infringing,
Non-profit, educational or personal use tips the balance in favor of fair use
#odiapauranikakatha
#odiapauranikastory
#odiapauranikakahani
#odiabedtimestory
#odiadharmikakatha
#odiastory
#odiadharmikakahani
#odiabhaktimukti
#bhaktimukti
#bhaktimuktiodia
#odiamythology
#mythologyinodia
#mythologystoryinodia
#dharmikakatha
#dharmikakahani
#pauranikakathaodia
#pouranikaodiakatha
#odiareligiosstories
#devinetales
#mythologyodia
#bhaktikatha
#bhaktikahani
#odiabhaktikatha
#odiabedtimestory
#audiostory
#ଶିଶୁପାଳରକହାନି
#Storyofଶିଶୁପାଳ
#ଓଡ଼ିଆପୋରଣିକକାହାଣୀ
#ମହାଭାରତକଥା
#MysteryofMahabharat
#Storyofsisupala
#storyofsishupalainodia
#shishupalstoryinodia
#shishupalastoryodia
#sishupalstoryinodia
#shishupalamahabharat
#sisupala
#shishupalmahabharat
#shishupalkathamahabharat
#mahabharatshishupal
#shsihupalavadh
#srikrishnashishipalasambad
#odiastoryshishupala
#shishupalakahani
#shishupalaodia
#odiashishupalakatha
#effectivestoriesinodia
#odiareligioustories
#moralstoriesinodia
#odiamoralstory
#ଓଡ଼ିଆପୌରାଣିକକଥା
#ଭକ୍ତିମୁକ୍ତି
#ଓଡ଼ିଆଷ୍ଟୋରୀ
#ଶିଶୁପାଳ
#ମହାଭାରତ
#ଭକ୍ତିକଥା
#ଓଡ଼ିଆଭକ୍ତିକଥା
#ଧାର୍ମିକକାହାଣୀ
#ଓଡ଼ିଆmythology
#ଓଡ଼ିଆଧାର୍ମିକକଥା
Повторяем попытку...
Доступные форматы для скачивания:
Скачать видео
-
Информация по загрузке: