BHAKTI MUKTI

ଆପଣଙ୍କୁ ମୋର channel ଭକ୍ତି ମୁକ୍ତି କୁ ସ୍ଵାଗତ |
• ଏହି ସବୁ କାହାଣୀ ଧାର୍ମିକ ଗ୍ରନ୍ଥ, ଯେମିତି ମହାଭାରତ, ରାମାୟଣ, ପୁରାଣ ଏବଂ ସଂଶୃତିକ କାର୍ଯ୍ୟକ୍ରମରୁ ନିଆଯାଇ ଅଛି କିନ୍ତୁ ଏହି କାହାଣୀରେ ଥିବା ପାତ୍ର ବାସ୍ତବିକ ରେ ଥିଲେ ନ ଏହା କାଳ୍ପନିକ ଏହାର କୌଣସି ପ୍ରମାଣ ନାହିଁ।
• ଛୋଟ ବୟସରେ ପିଲା ମାନେ ଯାହା ବି ସିଖନ୍ତି ତାକୁ ମାରିବା ପର୍ଯ୍ୟନ୍ତ ମନରଖନ୍ତି। ପୌରାଣିକ କାହାଣୀ ପିଲାମାନଙ୍କ ମାର୍ଗଦର୍ଶନ କରିବାରେ ସହଯ୍ୟ କରେ।
• ଧର୍ମ ଏବଂ ମାନବତାର ମୂଲ୍ୟକୁ ବୁଝାଇବା ହେଉଛି, ପୌରାଣିକ କାହାଣୀର ମୁଖ୍ୟ ଉଦ୍ଦେଶ୍ୟ।
• ବେଳେ ବେଳେ ପିଲାମାନେ କାହାଣୀର ମୁଖ୍ୟ ପାତ୍ରଙ୍କୁ ନିଜର ହିରୋ ମାନି ନିଅନ୍ତି ଏବଂ ତାଙ୍କ ବ୍ୟବହାର ରେ ସୁଧାର ଆଣିବାରେ ଚେଷ୍ଟା ମଧ୍ୟ କରିଥାନ୍ତି।
• ପିଆମଙ୍କର ଭବିଷ୍ୟ ଚିନ୍ତା କରିବା ପରିବର୍ତ୍ତେ ସେମାନଙ୍କର ଚରିତ୍ର ଗଢ଼ିବା ଉପରେ ବେଶୀ ଧ୍ୟାନ ଦବା ପିତା ମାତାଙ୍କ କର୍ତ୍ତବ୍ୟ | କାହିଁକିନା ଯାହାର ଚରିତ୍ର ସୁନ୍ଦର ତାହାର ଭବିଷ୍ୟ ଅବଶ୍ୟ ଉତ୍ତମ ହୋଇଥାଏ।
• ମୋର ଏହି ଧାର୍ମିକ/ ପୌରାଣିକ କାହାଣୀ ଗୁଡ଼ିକୁ ଆପଣ ମାନେ ଅବଶ୍ୟ ଶୁଣନ୍ତୁ ଏବଂ ଏହି କାହାଣୀ ଆପଣକୁ କିପରି ଲାଗିଲା comment ରେ ଆପଣଙ୍କ ବିଚାରକୁ ଲେଖି ମୋତେ ଜାଣନ୍ତୁ।
•ପ୍ରତି ସପ୍ତାହରେ ଏକ ନିର୍ଦ୍ଧିଷ୍ଟ ସମୟରେ ମୁ ଆପଣଙ୍କ ସମ୍ମୁଖରେ ଗୋଟିଏ ପୌରାଣିକ କାହାଣୀ ଉପସ୍ଥାପନା କରିବି।