ଏକାଧିକ ମହିଳାଙ୍କ ସହ ସ୍ୱାମୀଙ୍କ ସମ୍ପର୍କ | Odisha Reporter
Автор: Odisha Reporter
Загружено: 2026-02-26
Просмотров: 7164
Описание:
#ଏକାଧିକ_ମହିଳାଙ୍କ_ସହ_ମୋ_ସ୍ୱାମୀଙ୍କର_ସମ୍ପର୍କ
ଯୌତୁକ ନିର୍ଯ୍ୟାତନା ଦେବା ସହ ଲକ୍ଷାଧିକ ଟଙ୍କା ଦାବି କରି ଶିକ୍ଷୟିତ୍ରୀଙ୍କୁ ମାଡ଼ମାରି ଶାଶୂଘର ଲୋକେ ତାଙ୍କ ଗର୍ଭନଷ୍ଟ କରିଥିବାର ଅଭିଯୋଗ ହୋଇଛି। କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅଞ୍ଚଳର ମହିଳା ତାଙ୍କ ସ୍ୱାମୀ ଓ ଶାଶୁ ଓ ନଣନ୍ଦଙ୍କ ନାଁରେ ଏଭଳି ସଂଗୀନ ଅଭିଯୋଗ ଆଣିଛନ୍ତି।ଏନେଇ କେନ୍ଦ୍ରାପଡାର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter #kendrapada #allegation #Dowry #husband #wife #torture #OdishaReporter
Повторяем попытку...
Доступные форматы для скачивания:
Скачать видео
-
Информация по загрузке: