ଜିମ୍ବାୱେ ଧୂଳି ଚାଟିଲା..ରବିବାର ୱେଷ୍ଟଇଣ୍ଡିଜ୍ ପାଳି | India Thrash Zimbabwe By 72 Runs | Odisha Reporter
Автор: Odisha Reporter
Загружено: 2026-02-26
Просмотров: 2757
Описание:
#ଜିତିଲା_ଭାରତ #ମନ_ଜିଣିଲେ_ବେନେଟ୍
ଧୂଆଁଧାର ବ୍ୟାଟିଂ। ମାପଚୁପ ବୋଲିଂ। ଲିଗରେ ଟେବୁଲ ଟପ୍ପର ଥିବା ଜିମ୍ବାୱେକୁ ଧୂଳି ଚଟାଇଲା ସୂର୍ଯ୍ୟ ବାହିନୀ। ଚେନ୍ନାଇରେ ଟିମ୍ ଇଣ୍ଡିଆର ସୁପର୍ ଶୋ । ଜିମ୍ବାୱେ ବୋଲରଙ୍କୁ ନିସ୍ତୁକ ଧୁଲେଇ କଲା ଟିମ୍ ଇଣ୍ଡିଆ । ବିଜୟ ପରେ ବଢ଼ିଲା ସୂର୍ଯ୍ୟ ସେନାର ସେମି ଆଶା । ସୁପର-8ରେ ଦକ୍ଷିଣ ଆଫ୍ରିକାଠୁ ବଡ଼ ପରାଜୟ ପରେ ଭାରତର ସେମି ଆଶା କ୍ଷୀଣ ହୋଇଯାଇଥିଲା ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter #BrianBennett #INDvsZIM #T20WorldCup2026 #indiawin #hardikpandya #suryakumaryadav #super8
Повторяем попытку...
Доступные форматы для скачивания:
Скачать видео
-
Информация по загрузке: