ଭାଇ ଆଉ ମୁଁ ଯାଉଛୁ ଆମ ଘରକୁ 🏡 | Odia Family Vlog
Автор: Odivlogger 0.1
Загружено: 2026-02-04
Просмотров: 185
Описание:
ଭାଇ ଆଉ ମୁଁ ଯାଉଛୁ ଆମ ଘରକୁ 🏡 | Odia Family Vlog
ଆଜିର ଏହି Odia Family Vlog ରେ ଆମେ ଆମ ଘରକୁ 🏡 ଫେରିଲୁ।
ଭାଇ ଓ ମୁଁ ଘରକୁ ଆସିଲା ପରେ ଘରର ସମସ୍ତ ଛୋଟ ମୋଟ କାମ ସବୁ କରିଲୁ।
ତାପରେ ଭାଇଆ କିଛି ଜିନିଷ ଆଣିବା ପାଇଁ ଜଙ୍ଗଲକୁ 🌳 ଗଲେ।
ସେଠାରୁ ଫେରି ଆସି ଆମେ ପୁଣି ଦିଦିଙ୍କ ଘରକୁ ଗଲୁ।
ଦିଦିଙ୍କ ଘରେ ମୋର ପ୍ରିୟ ଭାଞ୍ଜା Rishi ଓ ଭାଞ୍ଜି Rani 🚲
ଦୁଇଜଣେ cycle ଚଲାଇ ଖେଳୁଥିବା ମଜାଦାର ମୁହୂର୍ତ୍ତ ଦେଖିବାକୁ ମିଳିବ ❤️
ଏହା ଏକ ସରଳ, ସତ୍ୟ ଏବଂ ହୃଦୟସ୍ପର୍ଶୀ Odia Family Life Vlog।
ଭିଡିଓଟି ଭଲ ଲାଗିଲେ Like 👍, Comment 💬, Share 🔁 ଏବଂ Subscribe 🔔 କରିବାକୁ ଭୁଲିବେନି।
🙏 ଆପଣ ମୋ video ଦେଖୁଥିବାରୁ ବହୁତ ବହୁତ ଧନ୍ୟବାଦ 🥰
#odia family vlog
#rishi rani vlog
#odia vlog
#odia lifestyle vlog
#odia daily vlog
#jagatsinghpur vlog
#ghar ku jauchu
#odia village vlog
Повторяем попытку...
Доступные форматы для скачивания:
Скачать видео
-
Информация по загрузке: