ycliper

Популярное

Музыка Кино и Анимация Автомобили Животные Спорт Путешествия Игры Юмор

Интересные видео

2025 Сериалы Трейлеры Новости Как сделать Видеоуроки Diy своими руками

Топ запросов

смотреть а4 schoolboy runaway турецкий сериал смотреть мультфильмы эдисон
Скачать

Balijatra Cuttack 2024 // ବାଲିଯାତ୍ରା କଟକ 2024

Автор: TRAVELLERMU

Загружено: 2024-11-18

Просмотров: 2812

Описание: Balijatra Cuttack 2024 // ବାଲିଯାତ୍ରା କଟକ। 2024#youtubevideo #balijatra
Query in

ବାଲିଯାତ୍ରା କଟକ ଓଡ଼ିଶା ର ଗୋଟେ major ବୋଇତ ବନ୍ଦାଣ Festival , ଏହା କାର୍ତ୍ତିକ ପୂର୍ଣ୍ଣିମା ଦିନ ଠାରୁ ସାତ ଦିନ ଧରି ଏଠାରେ ଅନୁଷ୍ଠିତ ହୁଏ। ଏହା ହେଉଛି Asians Largest Open Trade Fair, ଏହା ଓଡ଼ିଶାର ପୂର୍ବ ତଟ ରେ କଟକ ର ଗଡ଼ଗଡ଼ିଆ ଘାଟ ଠାରେ ମହାନଦୀ ପଠା ରେ ଅନୁଷ୍ଠିତ ହୋଇଥାଏ। ଯେତେେଳେ ଓଡ଼ିଶାର ସାଧବ ପୁଅ ନୌ ବାଣିଜ୍ୟ ସାହାଯ୍ୟରେ ବିଦେଶକୁ ଯାଇ ବେପାର ବଣିଜ କରିଥାନ୍ତି। ଯଥା Sumitra, Bali, ଯାହାକୁ ଏବେ Java ନାମରେ ନାମିତକରାଯାଇଛି Indonesia, ଏବଂ Srilanka. ଏହି Festival ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମା ଦିନ ଠାରୁ ଆରମ୍ଭ ହୋଇ ସାତ ଦିନ ଧରି ମେଳା ଆୟୋଜନ ହୋଇଥାଏ। ଆ - କା ମା ବୋଇ ପାନ ଗୁଆ ଥୋଇ ଓଡ଼ିଆ ଗୀତରେ ଶୁଭାରମ୍ଭ କରା ଯାଇଥାଏ। ଏହାର ସମ୍ବନ୍ଧ ତଅପୋଇ ବା ଖୁଦୁରୁକଣୀ ଓଷା ସହିତ ଜଡିତ। ଓଡ଼ିଶାର କଟକ ସହରରେ ବୋଇତ ବନ୍ଦାଣ ବା ବାଲିଯାତ୍ରାର ମହାସମାଗମ ହୋଇଥାଏ । କାର୍ତ୍ତିକ ପୂର୍ଣ୍ଣିମା ଦିନ ଓଡ଼ିଆମାନେ ଆକାମାବୈ ଗୀତ ବୋଲି ଡଙ୍ଗା ଭସାଇଥାନ୍ତି ଓ ଓଡ଼ିଶାର ଏହି ଅତୀତର ଇତିହାସକୁ ମନେପକାଇଥାନ୍ତି । ଏହି ସମୟକୁ ସାଧବମାନେ ବେପାର-ବଣିଜ ପାଇଁ ପ୍ରକୃଷ୍ଟ ସମୟ ଭାବୁଥିଲେ କାରଣ ପବନର ଗତି ସେମାନଙ୍କ ଯାତ୍ରାକୁ ସହଜ କରୁଥିଲା । କଟକଠାରେ ବାଲିଯାତ୍ରା ପ୍ରତି ବର୍ଷ ଗଡ଼ଗଡ଼ିଆ ଘାଟ ଓ ବାରବାଟି ଦୁର୍ଗ ନିକଟରେ ଅନୁଷ୍ଠିତ ହୋଇଥାଏ। ଏଠାକୁ ଓଡ଼ିଶା ଓ ଦେଶର ବିଭିନ୍ନ ପ୍ରାନ୍ତରୁ ଅନେକ ବ୍ୟବସାୟୀ ଆସିଥାନ୍ତି । ଦେଶର ବିଭିନ୍ନ ପ୍ରାନ୍ତର ହସ୍ତ-ଶିଳ୍ପ ଦେଖିବାକୁ ମିଳିଥାଏ । ବାଲିଯାତ୍ରାରେ କଟକ ପ୍ରସିଦ୍ଧ ଦହିବରା-ଆଳୁଦମ ଓ ଠୁଙ୍କାପୁରି ଇତ୍ୟାଦି ଖାଦ୍ୟ ବହୁସ୍ଥାନରେ ବିକ୍ରିହୁଏ |

ଉତ୍କଳିୟ ନୌବାଣିଜ୍ୟ ଏବଂ ବାଲିଯାତ୍ରା*
ଅତୀତ ଉତ୍କଳର ଗୌରବମୟ ସଂସ୍କୃତିର ବାର୍ତ୍ତା ବହନକରେ ବାଲିଯାତ୍ରା । ତଅପୋଇ କିମ୍ବଦନ୍ତି ଏହି ପରମ୍ପରାରେ ରୋମାଞ୍ଚ ଭରିଅଛି । ଆକାମାବୈରେ ଗୁଂଜରିତ ସେଦିନର ଉପକୂଳ ଅଞ୍ଚଳ ସମୂହର ସ୍ୱର୍ଣିମ ଅଧ୍ୟାର ସ୍ମୃତି ଆଜିବି ଗୁଂଜରିତ ଓଡ଼ିଆଙ୍କ ପ୍ରତି ରକ୍ତବିନ୍ଦୁରେ । ଆଉ ସେହି ପରମ୍ପରାକୁ ଉତ୍ସବ ଭାବେ ପାଳନ କରିବା ନିମିତ୍ତ ସରକାରଙ୍କ ପ୍ରୟାସରେ କଟକରେ ଅନୁଷ୍ଠିତ ହୁଏ ବାଲିଯାତ୍ର ।



ଇତିହାସ ଏବଂ ବ୍ୟୁତ୍ପତିଗତ ବ୍ୟାଖ୍ୟା*
ବାଲି ଅର୍ଥାତ୍ ଅଧୁନ ଇଣ୍ତୋନେସିଆର ବାଲିଦ୍ୱୀପ ଯାହା ସହ କଳିଙ୍ଗର ନୌବାଣିଜ୍ୟ ସମ୍ପର୍କ ରହିଥିଲା । ଓଡ଼ିଆ ସାଧବ ପୁଅ ଅର୍ଥାତ୍ ବଣିକ ଗୋଷ୍ଠିର ପ୍ରତିନିଧି ଗଣ ବାଲି ଦ୍ୱୀପ ସହ ଯାଭା, ସୁମାତ୍ରା, ବୋର୍ଣିଅ ଦ୍ୱୀପମାନଙ୍କ କାର୍ତ୍ତିକ ପୂର୍ଣ୍ଣିମା ଦିନ ଗମନ କରୁଥିଲେ ଏବଂ ବ୍ୟବସାୟରୁ ପ୍ରାପ୍ତ ଧନସମ୍ପଦ ଉତ୍କଳର ଅର୍ଥନୀତିକୁ କରୁଥିଲେ ସମୃଦ୍ଧ । ଯଦିଓ ଅନ୍ୟାନ୍ୟ ଅଞ୍ଚଳ ସହ ବାଣିଜ୍ୟିକ ସମ୍ପର୍କ ରହିଥିଲା, କିନ୍ତୁ ବାଲି ଦ୍ୱୀପ ପେଣ୍ଠସ୍ଥଳୀ ଭାବେ ପରିଗଣିତ ଥିଲା । ଏଣୁ ଏଭଳି ନାମକରଣ କରାଜାଇଛି ବୋଲି ଅନୁମାନ କରାଯାଏ । ଅନ୍ୟମତାନୁସାରେ କାର୍ତ୍ତିକ ପୂର୍ଣ୍ଣିମାରେ ଉଚ୍ଚାରିତ ଆକାମାବୈ ଶବ୍ଦ ବର୍ଷର ମୁଖ୍ୟ ଚାରିମାସ ଯାହା ଯଥା :-ଆଷାଢ, କାର୍ତ୍ତକ,ମାର୍ଗଶୀର ଏବଂ ବୈଶାଖା ; ସେଥିରେ ଧର୍ମ କର୍ମ ସମୂହ ତଥା ଇଶ୍ୱରୋପାସନା କରିବାକୁ ଦର୍ଶାଏ । ସଂପୃକ୍ତ ଲୋକବାଣୀଟି କିଛି ଏହିଭଳି :-

ଅକାମାବୈ, ପାନ ଗୁଆ ଖାଇ, ପାନ ଗୁଆ ତୋର, ମାସକ ଧର୍ମ ମୋର*
ବର୍ତ୍ତମାନର ଇତ୍ତିବୃତ୍ତି*
ବର୍ତ୍ତମାନ କଟକ ସହରରେ ଏବଂ ପାରିବାରିକ ଉତ୍ସବଭାବେ ବାଲିଯାତ୍ରା ଉତ୍ସବ ପାଳନ ହେଉଛି । ଅନେକ ବ୍ୟବସାୟି ବାଣିଜ୍ୟମେଳାରେ ଅଂଶଗ୍ରହଣ କରି ନିଜର ଦ୍ରବ୍ୟ ବିକ୍ରି କରି ଉପଯୁକ୍ତ ପାରିଶ୍ରମିକ ଲାଭ କରୁଛନ୍ତି । ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେଉଅଛି ଜଉଥିରେ ସ୍ଥାନୀୟ କଳାକାର ନିଜର ଗାନ୍ଧର୍ବ କଳା ପ୍ରଦଶିତ କରି ଅନେକ ପ୍ରଶଂସା ସାଉଁଟିବା ସହ ଦେଶ ବିଦେଶରେ ପରିଚିତ ହେଉଛନ୍ତି ।ଆଠଦିନ ବ୍ୟାପି ଏହି ମହୋତ୍ସବରେ ଏକ ହଜାରରୁ ଉର୍ଦ୍ଧ୍ୱ ଷ୍ଟଲ ମାନ ବସାଯାଇ ହସ୍ତଶିଳ୍ପ,କାରୁକାର୍ଯ୍ୟ, ପାରମ୍ପାରିକ ଦ୍ରବ୍ୟ, ଘରୋଇ ଉପକରଣ, ଆସବାବପତ୍ର ଆଦି ବିକ୍ରିହୁଏ ।ଆଉ ଏହି ଉତ୍ସବରେ କଟକର ପ୍ରସିଦ୍ଧ ଦହିବରା ଆଲୁଦମ୍ ବ୍ୟଞ୍ଜନଟି ଏତେ ମାତ୍ରାରେ ପ୍ରଚାର ପ୍ରସାର ହୁଏ ଅଂଶଗ୍ରହଣକାରୀଙ୍କ ମନରେ ପ୍ରତିୟମାନ ହୁଏ ଯେ, କେବଳ ଏଥିନିମନ୍ତେ ଉତ୍ସବଟି ଆୟୋଜିତ ହେଇଅଛି । ଅନେକ ପ୍ରତିଭାଙ୍କ ସମ୍ବର୍ଦ୍ଧନା ମଧ୍ୟ ଦିଆହୁଏ। ଓଡ଼ିଶାର ପୁରପଲ୍ଲୀରେ ବୋଇତ ବନ୍ଦାଣ କାଠ ଓ ସୋଲ ତିଆରି ଡଙ୍ଗା ଭସାଇ ଏହି ଇତିହାସକୁ ମନେପକାଇ ପାଳନ କରାଯାଇଥାଏ । ଏହା ଛଡ଼ା ସୁରତ ଆଦି ସ୍ଥାନରେ ମଧ୍ୟ ଓଡ଼ିଆମାନେ ଏହାକୁ ପାଳନ କରିଥାନ୍ତି। ବାଲିଯାତ୍ରା କେବେ ଓ କାହିଁକି ଆରମ୍ଭ ହେଇଥିଲା ତାହା ସଠିକ ଭାବରେ ନିର୍ଦ୍ଧାରିତ ହୋଇ ନାହିଁ। ନିର୍ଦ୍ଧାରଣ ନୀରବ ରହିବାରୁ ବାଲିଯାତ୍ରାର ଆରମ୍ଭକୁ ନେଇ ଦ୍ୱନ୍ଦ ରହିବା ସ୍ୱାଭାବିକ । ଏହି ଐତିହ୍ୟପୂର୍ଣ୍ଣ ଗଣମହୋତ୍ସବର କାରଣ ସମ୍ବନ୍ଧରେ ଆମର ମହାଜନମାନେ ତିନୋଟି ମତ ଉପସ୍ଥାପନ କରି ଆସୁଛନ୍ତି ।
#balijatra​​
#youtubevideo​
#travellermu​
#odiya​
#balijatra2024​
#Balijatra​​ live 2024
#balijatra​​ Cuttack live
#Balijatra​​ Vlog 2024
#Balijatra​​ food inspector
#balijatra​​ live
#balijatra​​ fish tunnel
#balijatra​​ Aquarium
#balijatra​​ water tunnel
#balijatra​​ vlog
#balijatra​​ Cuttack
#balijatra​​ Cuttack 2024
#balijatra​​ Cuttack news
#Cuttack​​ Balijatra Ram doli
#youtubevideos​​
#youtubevideoviral​​
#gouttam​
#infinity​ world
#cuttack​ in Cuttack
Follow my YouTube channel
Travellrmu
Also watch my other videos
   • Balijatra Cuttack 2024 // ବାଲିଯାତ୍ରା କଟକ 2...  
   • Tetrahedron Teachers Day Celebration 2024 ...  
   • @କଣ୍ଟିଲୋ ନୀଳମାଧବ ମନ୍ଦିର // Kantilo Nilamad...  

Не удается загрузить Youtube-плеер. Проверьте блокировку Youtube в вашей сети.
Повторяем попытку...
Balijatra Cuttack 2024 // ବାଲିଯାତ୍ରା କଟକ 2024

Поделиться в:

Доступные форматы для скачивания:

Скачать видео

  • Информация по загрузке:

Скачать аудио

Похожие видео

Subhadra Shakti Mela 2026,Cuttack

Subhadra Shakti Mela 2026,Cuttack

Balijatra Cuttack 2024 // ବାଲିଯାତ୍ରା କଟକ 2024 #youtubevideo

Balijatra Cuttack 2024 // ବାଲିଯାତ୍ରା କଟକ 2024 #youtubevideo

Chhatia Balijatra 2024 // ଛତିଆ ବାଲିଯାତ୍ରା 2024#youtubevideo#chhatia#bhasani

Chhatia Balijatra 2024 // ଛତିଆ ବାଲିଯାତ୍ରା 2024#youtubevideo#chhatia#bhasani

Exotic Bird Farm Visit Odisha🦜 || ଆସ ବୁଲିଯିବା ଚଢ଼େଇ ଫାର୍ମ🦜

Exotic Bird Farm Visit Odisha🦜 || ଆସ ବୁଲିଯିବା ଚଢ଼େଇ ଫାର୍ମ🦜

Bhubaneswar ର ଆଦିବାସୀ ମେଳା 2026  #akbkvlogger #mela #odiavlog

Bhubaneswar ର ଆଦିବାସୀ ମେଳା 2026 #akbkvlogger #mela #odiavlog

ପାକିସ୍ତାନରୁ ଆସିଲା ବଡ଼ ଖବର | T20 World Cup 2026 LIVE | India Vs Pakistan Match Highlights

ପାକିସ୍ତାନରୁ ଆସିଲା ବଡ଼ ଖବର | T20 World Cup 2026 LIVE | India Vs Pakistan Match Highlights

Challange Failed ହାତ କିଏ ଟାଣୁଛି #996

Challange Failed ହାତ କିଏ ଟାଣୁଛି #996

LIVE: ଦେଖନ୍ତୁ ବାଲିଯାତ୍ରାର ରାତ୍ରିକାଳୀନ ମନୋରମ ଦ୍ରୁଶ୍ଯ, bali jatra 2025, cuttack balijatra live

LIVE: ଦେଖନ୍ତୁ ବାଲିଯାତ୍ରାର ରାତ୍ରିକାଳୀନ ମନୋରମ ଦ୍ରୁଶ୍ଯ, bali jatra 2025, cuttack balijatra live

Red Mud Pond

Red Mud Pond

ଛତିଆ ବଟଧାମର ରହସ୍ୟ ||ଜଗନ୍ନାଥ କଳକୀ ରୂପ ||କଳିଯୁଗ ଶେଷରେ ଏମିତି ହେବ

ଛତିଆ ବଟଧାମର ରହସ୍ୟ ||ଜଗନ୍ନାଥ କଳକୀ ରୂପ ||କଳିଯୁଗ ଶେଷରେ ଏମିତି ହେବ

Balijatra Day 2 vlog 😍Dangerous 360* Doli🎡⛔️ // କଟକ ବାଲିଯାତ୍ରା ୨୦୨୪ #cuttack #balijatra

Balijatra Day 2 vlog 😍Dangerous 360* Doli🎡⛔️ // କଟକ ବାଲିଯାତ୍ରା ୨୦୨୪ #cuttack #balijatra

ଜିତ୍ କହିଲା ଘରେ କେମିତି କଟୁଛି ଦିନ @DpEatingShow

ଜିତ୍ କହିଲା ଘରେ କେମିତି କଟୁଛି ଦିନ @DpEatingShow

700 Pair Budgies Parrot Breeding Farm After 1.5 Years Julfikkar Bhai.

700 Pair Budgies Parrot Breeding Farm After 1.5 Years Julfikkar Bhai.

Balijatra Food Tour 2024 // ସବୁ ରେଟ ଜାଣନ୍ତୁ // The Funny Blogger

Balijatra Food Tour 2024 // ସବୁ ରେଟ ଜାଣନ୍ତୁ // The Funny Blogger

ЗЕЛЕНСКИЙ СОШЕЛ С УМА | #Панченко

ЗЕЛЕНСКИЙ СОШЕЛ С УМА | #Панченко

କଟକ ବାଲିଯାତ୍ରା ରେ ପ୍ରଥମ ଥର ଜଳପରୀ |1st Time in Cuttack Balijatra mermaid show #jalpari #mermaid #mela

କଟକ ବାଲିଯାତ୍ରା ରେ ପ୍ରଥମ ଥର ଜଳପରୀ |1st Time in Cuttack Balijatra mermaid show #jalpari #mermaid #mela

Ladu Baba temple // Sarankul // nayagarh // Raj biswal vlogs // Nayagarh tourist place //

Ladu Baba temple // Sarankul // nayagarh // Raj biswal vlogs // Nayagarh tourist place //

Почему Азовское море — самое опасное в мире

Почему Азовское море — самое опасное в мире

today's morning news odisha/16 february 2026/subhadra yojana online registration/odisha news today

today's morning news odisha/16 february 2026/subhadra yojana online registration/odisha news today

Архитектурный Минск | Обзор центра города, Немига, история зданий и лучшие места. Часть 1

Архитектурный Минск | Обзор центра города, Немига, история зданий и лучшие места. Часть 1

© 2025 ycliper. Все права защищены.



  • Контакты
  • О нас
  • Политика конфиденциальности



Контакты для правообладателей: [email protected]