Chhatia Balijatra 2024 // ଛତିଆ ବାଲିଯାତ୍ରା 2024
Автор: TRAVELLERMU
Загружено: 2024-11-26
Просмотров: 422
Описание:
Chhatia Balijatra 2024 // ଛତିଆ ବାଲିଯାତ୍ରା 2024#youtubevideo #chhatia #bhasani
Query in
-
Chhatia Balijatra
#chhatia
#balijatra
Chhatia Kartikeswara Puja bhasani full Vlog
Guys do support
ଛତିଆ ବଟ କର୍ତିକେଶ୍ୱର ପୂଜା ଭସାଣୀ 2024
#chhatia #bhasani #odisha
#odiya
#travellermu
#laxmipuja
#youtubevideo
#odiya
#chhatia
#chhatiabata
#balijatra
#kartikabhasani
#kartikeswarvasani chhatia
#minervamusical
Ganapati Musical Chhatia jajpur Puja bhasani
Maa Bayani Musical Chhatia jajpur Puja bhasani
Juma Musical Chhatia jajpur Puja bhasani
Ajaya Musical Chhatia jajpur Puja bhasani
Minerva Musical Chhatia jajpur Puja bhasani
Kanak Durga Musical Chhatia Balijatra Puja bhasani
Sarada Musical Chhatia jajpur Puja bhasani
Panda Musical Chhatia Laxmi Puja bhasani
Saraswati Musical Chhatia Laxmi Puja bhasani
Srinivas Musical Chhatia jajpur Puja bhasani
Santoshi Musical Chhatia Laxmi Puja bhasani
Odisha Laxmi Puja bhasani.
ଛତିଆ ବଟ ମୂଳରେ ନୀତି ମାଳିକା ପଢା ଯାଇ ଥାଏ।
ଏହା ପୁରାଣ ବର୍ଣ୍ଣିତ ତଥ୍ୟ ଅନୁଯାୟୀ ଆଧାରିତ ଓ ମାଳିକା ବର୍ଣ୍ଣିତ ତଥ୍ୟ ଅନୁସାରେ ଭଗବାନ ଜଗନ୍ନାଥ ମନ୍ଦିର ଛାଡ଼ି ଏହି ମନ୍ଦିର କୁ ଦିନେ ଆସିବେ।
ଆଦ୍ୟରେ ଲୀଳା ନେମାଳ .. ଭକତମାନେ ଯେ ହୋଇବେ ଠୁଳ ଲୋ ଜାଇଫୁଲ
ନାମ ପ୍ରେମେ ହେବ ଭୋଳ।
ଛତିଆ ଶ୍ରୀକ୍ଷେତ୍ର ହେବ ମହା କଇବଲ୍ୟ ହାଟ ବସିବ ଲୋ ଜାଇଫୁଲ ଅନନ୍ତ ଯୁଗ ହୋଇବ।
କଳକୀ ଧ୍ଵଂସ ନ ହେବ। ମ୍ଲେଛଗଣ ସର୍ବେ ବିନାଶ ହେବ ଲୋ ଜାଇଫୁଲ ଅନନ୍ତ କିଶୋର ଦେବ
ଏହା ହେଉଛି ମହାପୁରୁଷ ହାଡ଼ି ଦାସ ଙ୍କ ଜନ୍ମ ସ୍ଥାନ
ଏହି ଛତିଆ ବଟ ପାଖରୁ ମାଳିକା ବର୍ଣ୍ଣିତ ନଳୀ ଗୁମ୍ଫା, ଓ
ପଞ୍ଚୁାଣ୍ଡବ ମନ୍ଦିର ଓ ମଣି ନାଗ ଗୁମ୍ଫା ବିଶ୍ଵନାଥ ପୁର ହରିହର ମହାଦେବ ଓ ତାରେକ ଶ୍ୱର ମନ୍ଦିର ରହିଛି ପାଞ୍ଚ କିଲୋମଟର ଭିତରେ । ଏହି ସ୍ଥାନ ଓଡ଼ିଶା ଇତିହାସରେ ବିରଳ ସ୍ଥାନ ମାଳିକା ଅନୁଯାୟୀ।
Follow my YouTube channel
Travellermu
Also watch my other videos
Повторяем попытку...
Доступные форматы для скачивания:
Скачать видео
-
Информация по загрузке: