ବାରିପଦା ବାସିନ୍ଦା ହୋଇ ଯାଆନ୍ତୁ ସାବଧାନ; ମାତିଛି ଛୁଆଚୋରୀ ରାକେଟ || Baripada News || Mayurbhanj Public News
Автор: Mayurbhanj Public News
Загружено: 2026-02-18
Просмотров: 5267
Описание:
ବାରିପଦା ରେ ପୁଣି ମାତିଛି ଛୁଆଚୋରୀ ରାକେଟ । ସ୍ପଷ୍ଟ ଦିନ ଆଲୁଅ ରେ ପୁଣି ବଜାର ଭିଡ଼ ଭିତରୁ ଛୁଆ ଉଠାଇ ନଉଛି ଚୋର। ଏମିତି ଏକ ଛୁଆଚୋରୀ ର ସିସି ଟିଭି ଭିଡିଓ ଏବେ ଭାଇରାଲ ହେଉଛି । ଯେଉଁଥିରେ ସୌଭାଗ୍ୟ ବଶତଃ ଜଣେ ୧୧ବର୍ଷ ର ଛୁଆ ଅପହରଣ ହେଉ ହେଉ କୌଣସି ମତେ ବର୍ତ୍ତି ଯାଇଛି। ଦେଖନ୍ତୁ ପୁରା ରିପୋର୍ଟ
#news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #update
Date - 16.02.2026
ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ।
ଆମକୁ ଯୋଗାଯୋଗ କରନ୍ତୁ - 7008944703
Повторяем попытку...
Доступные форматы для скачивания:
Скачать видео
-
Информация по загрузке: